ଭୁବନେଶ୍ୱରରେ ପହଂଚିଲେ ପ୍ରତିରକ୍ଷା ମନ୍ତ୍ରୀ : କଟକରେ ବିଜେପିର ବିକାଶ ଉତ୍ସବରେ ଯୋଗ ଦେବେ ମନ୍ତ୍ରୀ ମନୋହର ପାରିକର

18

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱରରେ ପହଂଚିଲେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗ ପହଂଚିଛନ୍ତି ମନ୍ତ୍ରୀ । ଏନେଇ ଏୟାର ପୋର୍ଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି  । କଟକରେ ଥିବା ବିଜେପିର ବିକାଶ ଉତ୍ସବରେ ଯୋଗ ଦେବେ ମନ୍ତ୍ରୀ ମନୋହର ପାରିକର  ।

ଏହା ସହ କଟକରେ ବିଜେପିର ବିକାଶ ଉତ୍ସବ : ସାମିଲ ହେବେ କେନ୍ଦ୍ର ମନ୍ତ୍ରୀ ମନୋହର ପାରିକର