ବାଲେଶ୍ୱର : ବାଲେଶ୍ୱରରେ ରହସ୍ୟମୟ ପ୍ରଚଣ୍ଡ ଶବ୍ଦ । ଧୂଆଁମୟ ହେଲା ଆକାଶ । ଭୟରେ ଘରୁ ବାହାରି ଆସିଲେ ଲୋକେ । ଆତଙ୍କିତ ହୋଇପଡିଛନ୍ତି ବାଲେଶ୍ୱର ବାସୀ । ତେବେ ପ୍ରଚଣ୍ଡ ଶବ୍ଦ ପଛର କାରଣ ନେଇ କେହି କିଛି ସୂଚନା ପାଇନାହାଁନ୍ତି । ଅନ୍ୟପଟେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଯୁଦ୍ଧାସ୍ତ୍ର ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ଏହି ପରୀକ୍ଷଣ ଯୋଗୁଁ ଶବ୍ଦ ହୋଇଥିବା ଅନୁମାନ କରାଯାଉଛି । ତେବେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp