Daily Archives

April 28, 2024

ଦ୍ୱିତୀୟ ପିପିଲି ଭାବେ ପରିଚିତ ବୌଦ୍ଧର ବୁଟୁପାଲି । ଛତ୍ର, ଛତ୍ରୀ ଓ ବାନା ତିଆରି କରି ରୋଜଗାରକ୍ଷମ ହେଉଛନ୍ତି କାରିଗର

କନକ ବ୍ୟୁରୋ : ପିପିଲି ଚାନ୍ଦୁଆ ଭଳି ବୌଦ୍ଧ ଜିଲ୍ଲା ବୁଟୁପାଲିରେ ମିଳୁଥିବା ଛତ୍ର, ଛତ୍ରୀ, ବାନାର ରହିଛି ବେଶ ପ୍ରସିଦ୍ଧି । ରାଜା ରାଜୁଡ଼ା ଅମଳରୁ କାରିଗର ମାନେ ଏହି ବ୍ୟବସାୟକୁ ଆପଣାଇଛନ୍ତି । ପିଢ଼ି ପରେ ପିଢ଼ି ଏହି ବୃତିକୁ ଆପଣାଇ ବେଶ କିଛି ରୋଜଗାର କରୁଛନ୍ତି । ଦଣ୍ଡଯାତ୍ରା,…

ରାହୁଲଙ୍କ ସଭାରେ ସୋଫିଆ ଫିର୍ଦ୍ଦୋସ । ସାଲେପୁର ମଂଚରୁ ଦେଲେ ରଣହୁଙ୍କାର

କନକ ବ୍ୟୁରୋ : କଟକ-ବାରବାଟୀ ପାଇଁ କଂଗ୍ରେସ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣ କରିନାହିଁ । କିନ୍ତୁ ବର୍ତମାନର ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ ହେବା ଏକପ୍ରକାର ଚୂଡାନ୍ତ ହୋଇଛି । ବୁଧବାର ସୋଫିଆଙ୍କୁ କଂଗ୍ରେସ କର୍ମର୍ତ୍ତାଙ୍କ ବୈଠକରେ ଦେଖିବାକୁ ମିଳିଥିଲା…

ନିର୍ବାଚନ ବେଳେ ରାଜଧାନୀରୁ ଜବତ ହେଲା ଟଙ୍କା । ପୋଲିସର ଚେକିଂ ବେଳେ କାରରୁ ଜବତ ହେଲା ୩ ଲକ୍ଷ ୬୦ ହଜାର ଟଂକା

କନକ ବ୍ୟୁରୋ : ବଣ୍ଡଲ ବଣ୍ଡଲ ନୋଟ । ଟେବୁଲ ଉପରେ ସଜେଇ ହୋଇ ରହଛି ବିଡା ବିଡା ଟଙ୍କା । ୪୧୭ ଖଣ୍ଡ ୧୦୦ ଟଙ୍କିଆ ୩୬୫ ଖଣ୍ଡ ୫୦୦ ଟଙ୍କିଆ ଏବଂ ୪ଟି ୨୦୦ ଟଙ୍କିଆ ନୋଟ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଓମଫେଡ ଛକରେ ନାଇଟ ପାଟ୍ରୋଲିଂ ବେଳେ, ଏହି ଧଳା ରଙ୍ଗର କାରରୁ ଜବତ ହୋଇଛି । ନିର୍ବାଚନ…

ଶେଷ ପର୍ଯ୍ୟାୟରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା । ବିଜେଡିର ୩, ବିଜେପିର ୭ ଓ କଂଗ୍ରେସ ଏପର୍ଯ୍ୟନ୍ତ ୮ଟି…

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଛି, ପ୍ରାର୍ଥୀ ମୈଦନାକୁ ଓହ୍ଲାଇଲେଣି । କିନ୍ତୁ ଏବେ ବି ବିଜେଡି ସଂପୂର୍ଣ୍ଣ ଟିକେଟ ଘୋଷଣା କରିନାହିଁ । ତିନି ବିଧାନସଭା ଆସନ ଗଣିତ ଏଯାଏଁ ଛିଣ୍ଡୁନଥିବା ଚର୍ଚ୍ଚା ହେଉଛି । କୋରେଇ, ଖଣ୍ଡପଡା ଓ ନୀଳଗିରି ବିଧାନସଭା ଆସନକୁ ନେଇ ଅଙ୍କ କଷୁଛନ୍ତି ବିଜେଡି…

ପଦ୍ମ ଧରିବେ କି ରାସେଶ୍ୱରୀ । ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଲେ ଧର୍ମେନ୍ଦ୍ର…

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଏବେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ସମ୍ବଲପୁର । ଏହି ଲୋକସଭା ଆସନରେ ହାଇପ୍ରୋଫ୍ରାଇଲ ଲଢେଇ ହେଉଛି । ଏହି ସମୟରେ ବିଜେଡି ଛାଡିଥିବା ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ତାଙ୍କ ସମ୍ବଲପୁରସ୍ଥିତ ବାସଭବନରେ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ…

ଆଜି ବି ତାପମାତ୍ରା ୪୪ ପାର୍ । ୪୪.୩ ଡିଗ୍ରୀ ସହ ଅନୁଗୁଳ ପାଲଟିଲା ରାଜ୍ୟର ଉତପ୍ତ ସହର, ୧୨ ସହରରେ ୪୩ ଟପିଲା ପାରଦ

କନକ ବ୍ୟୁରୋ : ରାତି ପାହିଲେ ଟାଇଁ ଟାଇଁ ଖରା । ଦିନ ବଢିବା ସହ ଉପରମୁହାଁ ହେଉଛି ପାରଦ । ୧୫ ଦିନ ହେଲା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଫଳରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅଂଶୁଘାତ ଭୟରେ ଅନେକ ଘରୁ ବାହାରୁ ନାହାନ୍ତି । ଯେଉଁମାନେ ବାଧ୍ୟ ହୋଇ ଘରୁ…