Daily Archives

April 26, 2024

ବଢୁଛି ଗରମ ଗୁଳୁଗୁଳି । ଖରାଝାଂଜିରେ ଉପାନ୍ତ ଗାଁର ଜଳ ଯନ୍ତ୍ରଣା, ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି ଧରାକୋଟ…

କନକ ବ୍ୟୁରୋ : ଧରାକୋଟ ବ୍ଲକ ବଳରାମପୁର ପଂଚାୟତର ଅଶୋକପଲ୍ଲି । ଉପାନ୍ତ ଅଂଚଳର ରାଜସ୍ୱ ଗାଁ । ଗତ ପଂଚାୟତ ନିର୍ବାଚନ ସମୟରେ ଚର୍ଚ୍ଚାକୁ ଆସିଥିଲା ଏହି ଗାଁ । କାରଣ ଗାଁରେ ସ୍କୁଲ, ଅଙ୍ଗନବାଡି କି କୋଠ ଘର ନଥିବାରୁ ଏହି ତେନ୍ତୁଳି ଗଛ ମୁଳେ ଭୋଟ ଦେଇ ନେତା ବାଛିଥିଲେ । ପଂଚାୟତ ନିର୍ବାଚନର…

ପ୍ରଥମ ନିର୍ବାଚନର ସାକ୍ଷୀ ଶତାୟୁ ଭୋଟର । ଗୁଣୁପୁରର ଗୁଣମଞ୍ଜରି ଓ ଗୌରଚନ୍ଦ୍ର ପାଢୀ, ବୟସ ଶହେ ପାର୍ କରିଥିଲେ ବି…

କନକ ବ୍ୟୁରୋ : ପ୍ରଥମ ନିର୍ବାଚନର ସାକ୍ଷୀ ଶତାୟୁ ଭୋଟର ଗୁଣମଞ୍ଜରି ଓ ଗୌରଚନ୍ଦ୍ର ପାଢୀ । ବୟସ ଶହେ ପାର୍ କଲାଣି । ହେଲ କମିନି ଭୋଟ୍ ଦେବାର ଉତ୍ସାହ । ନିର୍ବାଚନ ସମୟ ଆସିଲେ ନିଜ ମତଦାନ କରିବାକୁ ଭୁଲନ୍ତି ନାହିଁ ଏହି ଶତାୟୁ ଭୋଟର୍ । ଦୁଇ ଜଣ ଶତାୟୁ ଭୋଟର ହେଉଛନ୍ତି ଗୁଣୁପୁର ପୌର ପରିଷଦ…

ଜମୁଛି ନିର୍ବାଚନୀ ପ୍ରଚାର । ବିଭିନ୍ନ ସ୍ଥାନରେ ରାଜନୈତିକ ମାହୋଲ ବେଶ ସରଗରମ, ଭିନ୍ନ ଭିନ୍ନ ମୁଦ୍ଦା ନେଇ ଭୋଟ୍…

କନକ ବ୍ୟୁରୋ : ବିଭିନ୍ନ ସ୍ଥାନରେ ରାଜନୈତିକ ମାହୋଲ ବେଶ ସରଗରମ ହୋଇପଡିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ବି ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ଜୋରଦାର ପ୍ରଚାର ଚାଲିଛି । ଏହା ସହ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମଧ୍ୟ ସାମିଲ…

ବିଭିନ୍ନ ସ୍ଥାନରେ ନାମାଙ୍କନ ଭରିଲେ ରାଜ୍ୟର ହେଭି ୱେଟ୍ ନେତା । ଭଟଲି ପାଇଁ ସୁଶାନ୍ତ ସିଂ, ବ୍ରଜରାଜନଗର ପାଇଁ ସୁରେଶ…

କନକ ବ୍ୟୁରୋ : ନିର୍ବାଚନ ତାରିଖ ପାଖଉଥିବା ବେଳେ ନାମାଙ୍କନ ଭରୁଛନ୍ତି ପ୍ରାର୍ଥୀ । ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ଶକ୍ତି ପ୍ରଦର୍ଶନ ମଧ୍ୟ କରୁଛନ୍ତି । ଆଜି ବରଗଡ଼ ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ସୁଶାନ୍ତ ସିଂହ । ସାଂସଦ ପ୍ରାର୍ଥୀ ପରିଣୀତା…

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ୨ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

କନକ ବ୍ୟୁରୋ : ମୋଦୀଙ୍କ ଗ୍ୟାରେଣ୍ଟି , ନବୀନଙ୍କ ‘ମୋ ଓଡିଶା’, କଂଗ୍ରେସର ନ୍ୟାୟ ଏସବୁ ମଞ୍ଚରୁ ନେତାଙ୍କ ଭାଷଣ କାନକୁ ଭଲ ଶୁଣାଯାଉଛି । ଏହାସହ ଏନେଇ ୩ ପ୍ରମୁଖ ଦଳର ବ୍ୟାନର ପୋଷ୍ଟର ବି ରାସ୍ତା ଘାଟ, ଗଳିକନ୍ଦି ଓ ସହର ବଜାରରେ ଚମକୁଛି । ହେଲେ କାନକୁ ଭଲ ଶୁଭୁଥିବା ଭାଷଣ ଓ ଆଖିକୁ…

ଦୁର୍ନୀତି କଥା କହି ବିଜେଡିକୁ ଘେରିଲେ ବିଜେପି ନେତା ସମୀର ମହାନ୍ତି । କହିଲେ, ଓଡିଶାରେ ବିପଦରେ ଗଣତନ୍ତ୍ର । ଜବାବ…

କନକ ବ୍ୟୁରୋ : ନିର୍ବାଚନ ମାହୋଲକୁ ଉଷ୍ମ କଲା ରାଜନୈତିକ ବୟାନବାଜି । ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡିକୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଫାଇବ୍- ଟି ରୁପାନ୍ତରଣକୁ ପ୍ରସଙ୍ଗ କରି…