Daily Archives

April 19, 2024

ଜନତାଙ୍କ ସହ ମିଶି ନେତା ବାଛିଲେ ଅଭିନେତା । ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ସୁପରଷ୍ଟାର ।

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପଡିଲା ଭୋଟ, ଧାଡିରେ ରହି ମତଦାନ ସାବ୍ୟସ୍ତ କଲେ ଜନତା, ନେତା ଆଉ ଅଭିନେତା । ଦକ୍ଷିଣ ଭାରତୀୟ ସିନେମା ଜଗତର ସୁପରଷ୍ଟାର ରଜନୀକାନ୍ତ, କମଲ ହାସନ, ବିଜୟ ସେତୁପଥି, ଧନୁଷ ପ୍ରମୁଖ ଗଣତନ୍ତ୍ରର ଏହି ଐତିହାସିକ ମୁହୂର୍ତ୍ତରେ ନିଜକୁ…

ପ୍ରଥମ ପର୍ଯ୍ୟାୟ ଭୋଟିଂ: ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା । ମତଦାନ ସାବ୍ୟସ୍ତ କଲେ ଜନତା ଜନାର୍ଦ୍ଦନ।

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଇଛି । ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଭୋଟିଂ । ୧୦୨ ଲୋକସଭା ଆସନ ପାଇଁ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି । ପ୍ରଥମ ପର୍ଯ୍ୟାୟ ମତଦାନରେ ରହିଛନ୍ତି ଅନେକ…

ମହାନଦୀରେ ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା । ୨ ମୃତ, ୬ ନିଖୋଜ ସୂଚନା । ୪୦ ଯାତ୍ରୀ ଉଦ୍ଧାର

କନକ ବ୍ୟୁରୋ: ମହାନଦୀରେ ଡଙ୍ଗା ବୁଡି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଏବେ ବି ନିଖୋଜ ଅଛନ୍ତି । ଝାରସୁଗୁଡା ଲଖନପୁର ସ୍ଥିତ ଶରଧା ନିକଟ ମହାନଦୀରେ ଘଟିଛି ଏଭଳି ଏକ ଦୁଃଖଦ ଅଘଟଣ । ସୂଚନା ଅନୁସାରେ, ଡଙ୍ଗାରେ ପାଖାପାଖି ୫୦ଜଣ ଯାତ୍ରୀ ଥିବାବେଳେ ଡଙ୍ଗାଟି ବୁଡି ଯାଇଥିଲା । ତେବେ…

ବିଜେଡିର ପୁରୀ ପ୍ଲାନ୍ । ୨୦୧୯ ବିଧାନସଭା ପରାଜୟର ପୋଷ୍ଟମର୍ଟମ, ୨୪’ ବିଜୟ ପାଇଁ ରୋଡ୍ ମ୍ୟାପ୍

କନକ ବ୍ୟୁରୋ: ଏଥର ପୁରୀ ଲୋକସଭା ଓ ବିଧାନସଭା ଆସନକୁ ହାତେଇବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡି ନେତା ଓ କର୍ମୀ । ବିଜେପି ହାତରୁ ପୁରୀ ଓ ବ୍ରହ୍ମଗିରିକୁ ଛଡାଇ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ପୁରୀରୁ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ସୁନିଲ…

ମାଓ ପ୍ରବଣ ବସ୍ତରରେ ପଡିଲା ଭୋଟ୍ । ଆତଙ୍କକୁ ଖାତିର ନକରି ଭୋଟ୍ ଦେଲେ ଭୋଟର । ଭୋଟରଙ୍କ ଭିତରେ ଅନେକ ଓଡିଆ ସାମିଲ ।

କନକ ବ୍ୟୁରୋ: ବ୍ୟାପକ ସୁରକ୍ଷା ଭିତରେ ମାଓପ୍ରବଣ ଅଞ୍ଚଳ ବସ୍ତରରେ ପଡିଲା ଭୋଟ୍ । ଗତ ମଙ୍ଗଳବାର କାଙ୍କେର ମାଓ କ୍ୟାମ୍ପ ଉପରେ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା । ଏହାପରେ ମାଓ ସମସ୍ୟା ଛତିଶଗଡରେ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ପାଲଟିଥିଲା । ଏହାରି ଭିତରେ ଭୋଟର ମାଓ ଆତଙ୍କକୁ ଖାତିର ନକରି…

ଯୁବ ଭୋଟରଙ୍କ ଉପରେ ରାଜନୈତିକ ଦଳର ନଜର । ପ୍ରାର୍ଥୀ ଘୋଷଣା ବେଳେ ଯୁବ ନେତୃତ୍ୱକୁ ଅଗ୍ରାଧିକାର

କନକ ବ୍ୟୁରୋ: ଯୁବକଙ୍କ ଉପରେ ନିବେଶ ଭବିଷ୍ୟତ ପାଇଁ ନିବେଶ । ଏହି ଧାରାରେ ତିନି ରାଜନୈତିକ ଦଳଙ୍କ ପ୍ରାର୍ଥୀ ତାଲିକାରେ ଅଗ୍ରାଧିକାର ପାଇଛନ୍ତି ଯୁବ ଭୋଟର । ରାଜ୍ୟରେ ୩.୩୨ କୋଟି ହେଉଛନ୍ତି ଭୋଟର । ୭ ଲକ୍ଷ ୫୪ ହଜାର ରହିଛନ୍ତି ନବାଗତ ଭୋଟର । ତିନି ଦଳରେ ପ୍ରମୁଖ ନେତାଙ୍କ ସ୍ଥାନରେ ଯୁବ…