Daily Archives

April 18, 2024

କେରଳ ଜନସଭାରେ ରାହୁଲଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ । ଆମେଠି ଆସନରେ ଲଢ଼ିବାକୁ ରାହୁଲଙ୍କ ସାହସ ନାହିଁ ବୋଲି…

କନକ ବ୍ୟୁରୋ : ନିର୍ବାଚନୀ ତାତି ଭିତରେ ଜୋରଦାର ହେଉଛି ବୟାନବାଜୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କଟା’କ୍ଷ କଲେ ପ୍ରତିରକ୍ଷାମନ୍ତ୍ରୀ । କେରଳରେ ରାଲି କରି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି ରାଜନାଥ ସିଂ । ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଦେଶର ଆଦିତ୍ୟମିଶନ ସଫଳ ହେଲା ।…

ମହାରାଷ୍ଟ୍ରରେ ରୋଚକ ଲଢ଼େଇ । ବାରାମତୀ ଆସନରେ ମୁହାଁମୁହିଁ ହେବେ ନଣନ୍ଦ-ଭାଉଜ

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ନୂଆ ଅଧ୍ୟାୟ ଯୋଡି ହୋଇଛି । ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ରାଜ୍ୟରାଜନୀତିର ଅନ୍ୟତମ ହାଇପ୍ରୋଫାଇଲ ପରିବାର ପାୱାର ପରିବାରର ଦୁଇ ମହିଳା ଚେହେରା । ବାରାମତୀ ଆସନରେ ହେବ ନଣନ୍ଦ ବନାମ ଭାଉଜ ଲଢ଼େଇ । ପାୱାର ପରିବାରର ଗଡ଼ କୁହାଯାଉଥିବା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଇଡିର ନୂଆ ଦାବି । ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇବାକୁ ନିଜ ସ୍ୱାସ୍ଥ୍ୟ କରୁଛନ୍ତି…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡିର ନୂଆ ଦାବି । ଆଜିର ଶୁଣାଣୀରେ ଇଡି କୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛି । ଇଡି କହିଛି ଟାଇପ ଟୁ ଡାଏବେଟିସ ଥିବା ସତ୍ୱେ କେଜ୍ରିୱାଲ ତେଲ ଜାତୀୟ ଖାଦ୍ୟ, ଆଳୁ, ମିଠା ଓ ଆମ୍ବ ଖାଉଛନ୍ତି । ଜାମିନ ପାଇବା…

କାଲି ପଡିବ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୋଟ । ୧୦୨ ଲୋକସଭା ଆସନ ପାଇଁ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୋଟ୍ ୧୦୨ଟି ଆସନ ପାଇଁ ମତଦାନ ହେବ । ଏଥିରେ ପ୍ରାୟ ୧ ହଜାର ୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସକାଳ ୮ଟାରୁ ଅପରାହ୍ଣ ୫ଟା…

ନିମାପଡାରୁ ବିଜେଡି ଟିକେଟ ନମଳିବା ପରେ ମେଳି କଲେ ସମୀରଙ୍କ ସମର୍ଥକ । ଭାବବିହ୍ୱଳ ହେଲେ ସମୀର, କାନ୍ଦିଲେ ମହିଳା

କନକ ବ୍ୟୁରୋ: ନିମାପଡାର ତିନି ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଏଥର ଭରସା କରିନି ବିଜେଡି । ଏଥର ସମୀରଙ୍କ ବଦଳରେ ଦିଲ୍ଲୀପ କୁମାର ନାୟକଙ୍କୁ ଟିକେଟ ଦେଇଛି । ଯାହାକୁ ନେଇ ନିମାପଡା ରାଜନୀତି ସରଗରମ ହୋଇଛି । ଆଜି ସମୀରଙ୍କ ସମର୍ଥକ ମେଳି କରିଛନ୍ତି । ନିମାପଡା…

ରାଜ୍ୟରେ ଅସହ୍ୟ ହେଉଛି ତାତି । ୪୦ ଡିଗ୍ରୀ ଉପରେ ୩୨ ସହର

କନକ ବ୍ୟୁରୋ : ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳିରେ ହନ୍ତସନ୍ତ ରାଜ୍ୟବାସୀ । ସୂର୍ଯ୍ୟ ଉଦୟ ଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅସହ୍ୟ ତାତିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଏହି କ୍ରମରେ ପାଣିପାଗ ବିଭାଗର ରିପୋର୍ଟ ମୁତାବକ ଆଜି ରାଜ୍ୟର ୩୨ଟି ସହରର ତାପମାତ୍ରା ୪୦…