Daily Archives

April 8, 2024

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ. କବିତାଙ୍କୁ ଝଟକା । ଅନ୍ତରୀଣ ଜାମିନ୍ ଆବେଦନ ଖାରଜ

କନକ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କେ.କବିତାଙ୍କୁ ଝଟକା । ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ । ପୁଅ, ଝିଅଙ୍କ ପରୀକ୍ଷା ଥିବା ଦର୍ଶାଇ ଜାମିନ ଆବେଦନ କରିଥିଲେ କବିତା । ଶୁଣାଣୀ ସମୟରେ କୋର୍ଟ କହିଛନ୍ତି କବିତାଙ୍କୁ…

କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଆବେଦନ । ରାଗିଲେ ଦିଲ୍ଲୀ ହାଇକୋର୍ଟ, ଆବେଦନକୁ କଲେ ଖାରଜ

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଦରୁୁ ହଟାଇବାକୁ ଯେଉଁ ଆବେଦନ କରାଯାଇଥିଲା, ତାକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଶୁଣାଣି କରି କୋର୍ଟ କହିଛନ୍ତି ଏହି ସବୁ ଆବେଦନ କେବଳ ଶସ୍ତା ପ୍ରଚାର ପାଇଁ କରାଯାଉଛି । ଆବେଦନକାରୀଙ୍କ ଉପରେ ଜରିମାନା ଲଗାଇବା…

ନୂଆ ଢ଼ଙ୍ଗରେ ପ୍ରଚାର କରିବ କଂଗ୍ରେସ: ଚାରିଆଡ଼େ ବୁଲିବ ହାଇଟେକ୍ ପ୍ରଚାର ଗାଡ଼ି, ଏଲଇଡି ଜରିଆରେ ଭିଡିଓ ବାର୍ତ୍ତା ଦେବ…

କନକ ବ୍ୟୁରୋ: ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି ରାଜନୈତିକ ଦଳ । ଏହି କ୍ରମରେ ନିର୍ବାଚନ ପ୍ରଚାର ପାଇଁ ଏଲଇଡି ଗାଡିର ଶୁଭାରମ୍ଭ କରିଛି କଂଗ୍ରେସ । ଚାରିଆଡ଼େ ବୁଲିବ ଏହି ହାଇଟେକ ଗାଡ଼ି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଏଥିରେ ଲାଗିଥିବା ଏଲଇଡିରେ…

କଂଗ୍ରେସର ନୋଟିସ, ସୁରଙ୍କ ଜବାବ: କହିଲେ, କୌଣସି ଦଳ ପାଇଁ କରିନାହାନ୍ତି ପ୍ରଚାର

କନକ ବ୍ୟୁରୋ: ପୁତ୍ର ମୋହରେ ପଡ଼ିଥିବା ସୁରେଶ ରାଉତରାୟଙ୍କୁ ନୋଟିସ୍ କରିଥିଲା କଂଗ୍ରେସ । ଆଜି ସେ ନୋଟିସ୍ର ଉତର ରଖିଛନ୍ତି । ଆଉ କହିଛନ୍ତି ସେ କୌଣସି ଦଳ ପାଇଁ ପ୍ରଚାର କରିନାହାନ୍ତି । ଏପରିକି ପୁଅ ପାଇଁ ପ୍ରଚାର କରୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ୫୦ବର୍ଷ ହେଲା ସେ ବିଭିନ୍ନ…

ବିଜେଡି ଛାଡ଼ିଲେ ବରଗଡ଼ର ପୂର୍ବତନ ସାଂସଦ: ପ୍ରଭାସ ସିଂ କହିଲେ, ଆବଶ୍ୟକ କରୁନଥିଲା ଦଳ

କନକ ବ୍ୟୁରୋ: ବରଗଡ଼ ଗଣିତ ଗଡ଼ବଡ଼ ହେବା ଆଶଙ୍କା ଉପୁଜିଛି । କାରଣ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ବିଜେଡି ଛାଡ଼ିଛନ୍ତି ପୂର୍ବତନ ସାଂସଦ ପ୍ରଭାସ ସିଂ । ଜିଲ୍ଲା ସଭାପତି ଓ ବିଜେଡି ପ୍ରାଥମିକ ସଭ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । କୁହାଯାଉଛି ତାଙ୍କ ନେତୃତ୍ୱରେ ବରଗଡ଼ ଜିଲ୍ଲାର ବିଜେଡି…

ଶବ ସହ ୩ କିଲୋମିଟର । ବାଇକରେ ବୁଲାଇଲେ ଯୁବତୀଙ୍କ ମୃତଦେହ । ଲୋକେ ଧରିଲେ, ପୁଲିସ ଜାଣି ପାରିଲାନି

କନକ ବ୍ୟୁରୋ: ରାଜଧାନୀ ରାସ୍ତାରେ ଶବକୁ ଧରି ବୁଲାଇଲେ ୩ କିଲୋମିଟର । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଘଟଣା ସତ । ଦୁଇଟି ବାଇକରେ ତିନି ଜଣ ଯୁବକଙ୍କ ଏହି କାରନାମା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସମୟ- ରାତି ପ୍ରାୟ ୧୧ଟା ସ୍ଥାନ- ଲିଙ୍ଗିପୁର ନଦୀବନ୍ଧ…