Daily Archives

January 26, 2024

ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ଉତ୍କଳ ହସ୍ପିଟାଲରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ

କନକ ବ୍ୟୁରୋ : ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଉତ୍କଳ ହସ୍ପିଟାଲ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ଡକ୍ଟର, ସ୍ଟାଫ, ରୋଗୀମାନଙ୍କ ପରିଜନମାନେ ଏବଂ ଅନେକ ଜନସାଧାରଣ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ହସ୍ପିଟାଲର ମ୍ୟାନେଜିଙ୍ଗ…

ଦୀର୍ଘ ବର୍ଷର ସାଧନାକୁ ମିଳିଲା ସ୍ୱୀକୃତି । ଓଡିଶାର ୪ ଜଣ ପଦ୍ମଶ୍ରୀ ମନୋନୀତ ହେବା ପରେ ଛୁଟୁଛି ଶୁଭେଛାର ସୁଅ

କନକ ବ୍ୟୁରୋ : ପାଦେ ପାଦେ ଥିଲା ସଂଘର୍ଷ, କିନ୍ତୁ ସାଧନା ପଥରୁ କେବେ ଓହରି ଯାଇ ନାହାଁନ୍ତି । ନା’ କେବେ କିଛି ଆଶା ରଖିଛନ୍ତି, ନା’ କିଏ କେବେ ତାଙ୍କୁ କୌଣସି ଆଶ୍ୱାସନା ଦେଇଛି । ନିଃସ୍ୱାର୍ଥପର ଭାବେ କରି ଚାଲିଥିବା ସାଧନା ଆଜି ତାଙ୍କୁ ସ୍ୱୀକୃତି ଆଣି ଦେଇଛି । ଯେଉଁ ସ୍ୱୀକୃତି କେବଳ…

କର୍ତ୍ତବ୍ୟପଥରେ ଉଡ଼ିଲା ତ୍ରିରଙ୍ଗା । ଭାରତର ଶୌର୍ଯ୍ୟ ଦେଖିଲା ସାରାବିଶ୍ୱ

କନକ ବ୍ୟୁରୋ : ୭୫ ତମ ଗଣତନ୍ତ୍ର ଦିବସ ଅବସରରେ ସାରାଦେଶ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଦିଲ୍ଲୀ କର୍ତବ୍ୟପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ରାଜସ୍ତରୀୟ ଉତ୍ସବରେ ଜାତୀୟ ପତାକା ଉତୋଳନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ପୁରରୁ ପଲ୍ଲୀ ଯାଏଁ ଆଜି ଫରଫର ହୋଇ ଉଡିଛି ତ୍ରିରଙ୍ଗା ।…

ଥଣ୍ଡା କରୁଛି କଲବଲ । ବଢ଼ୁଛି ସ୍ୱାସ୍ଥ୍ୟଜନିତ ସମସ୍ୟା

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଅଦିନିଆ ବର୍ଷା ଯୋଗୁଁ ହଠାତ୍ ଥଣ୍ଡା ବଢ଼ିବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଉଛି । ବିଶେଷକରି ଅନେକ ଲୋକଙ୍କର ଗଳା ଦରଜ ସମସ୍ୟା ଦେଖିବାକୁ ମିଳିଛି । ଆଉ ଡାକ୍ତରଖାନାରେ ମଧ୍ୟ ରୋଗୀଙ୍କ ଲମ୍ବା ଲାଇନ୍ ଲାଗିଛି ।…

ନୂଆ ପ୍ରଭାରୀ ଆସିବା ପରେ ରାଜ୍ୟ କଂଗ୍ରେସର ବଢ଼ୁଛି ଜୋସ୍ । ତେଲେଙ୍ଗାନା କଂଗ୍ରେସ ଢ଼ାଂଚାରେ ବିଜେଡି-ବିଜେପିର…

କନକ ବ୍ୟୁରୋ : ରାଜ୍ୟରେ ଦଳର ସ୍ଥିତି ବଂଚାଇ ରଖିବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଶିବିର ବେଶ ଚଳଚଂଚଳ ହୋଇପଡିଛି । ବିଶେଷକରି ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ, ପୂର୍ବତନ ଆଇପିଏସ୍ ଅଫିସର ଅଜୟ କୁମାର ଆସିବା ପରେ, ଦଳୀୟ ନେତା ଓ କର୍ମୀ ଉତ୍ସାହିତ ହୋଇପଡିଛନ୍ତି । ଦଳର ଛାମୁଆ ସଂଗଠନ…

ମିଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଅଂଚଳରେ ଦାନମାଝୀ କାହାଣୀର…

କନକ ବ୍ୟୁରୋ : ମଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ୨୦ କିଲୋମିଟର ଭାରରେ ବୁହାହେଲା ଶବ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ଅନୁସାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପୁର୍ଣିଗୁଡା ଗାଁର…