Daily Archives

December 30, 2023

ଅଯୋଧ୍ୟାକୁ ମୋଦୀଙ୍କ ୧୫ ହଜାର ୭ଶହ କୋଟିର ଭେଟି । ରେଳ ଷ୍ଟେସନ, ବାଲ୍ମୀକି ବିମାନ ବନ୍ଦରର ଉଦଘାଟନ କଲେ…

କନକ ବ୍ୟୁରୋ : ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ । ବିଶାଳ ରୋଡ ସୋ କରି ଅଯୋଧ୍ୟା ରେଳ ଷ୍ଟେସନରେ ପହଂଚିଛନ୍ତି ନରେନ୍ଦ୍ର ମୋଦି । ରୋଡ ସୋ’ ବେଳେ ପ୍ରଧାନମନ୍ତ୍ରୀକୁ ଫୁଲରେ ସ୍ୱାଗତ କରାଯାଇଛି । ରାସ୍ତରେ ଦୁଇ ପଟେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ମିନିଟରେ ଅଯୋଧ୍ୟା ରେଳ…

ଦୁର୍ଗନ୍ଧରେ ଫାଟୁଛି ଭୁବନେଶ୍ୱର । ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ

କନକ ବ୍ୟୁରୋ : କିଏ ମୁହଁରେ ରୁମାଲ ବାନ୍ଧି ରାସ୍ତାରେ ଯାଉଛି, କିଏ ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ଲୁଗାକାନିରେ ନ୍ଧଳ ଘୋଡାଇ ଦେଇଛି । ଏ ହେଉଛି ଭୁବନେଶ୍ୱର ୮ ନମ୍ବର ଅଂଚଳର ଦୃଶ୍ୟ । ଭୟଙ୍କର ଦୁର୍ଗନ୍ଧରେ ଫାଟିପଡୁଛି ଅଂଚଳ । ଜନବସତି ଭିତରେ ବିଏମସିର ମାଇକ୍ରୋ କମ୍ପୋଷ୍ଟ ସେଂଟର ଏବେ…

ମନମୋହୁଛି ଶ୍ରୀମନ୍ଦିର ଚାରିପଟର ସବୁଜ ବଳୟ । ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିତରେ ସୃଷ୍ଟି କରୁଛି ଆଧାତ୍ମିକ ପରିବେଶ

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ମନମୋହୁଛି ସବୁଜ ବଳୟ । ଲାଗୁଛି ଯେମିତିି ବଡଦାଣ୍ଡରେ ସୃଷ୍ଟି ହୋଇଛି ପ୍ରକୃତିର ନିବାସ । ସବୁଜିମା ପରିବେଶ ଭିତରେ ଝଲସି ଉଠୁଛି ଶ୍ରୀକ୍ଷେତ୍ର । ଘେରାଏ ବୁଲି ଆସିଲେ ମନ ଆନନ୍ଦରେ ଭରି ଯାଉଛି । ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ…

ଗଂଜାମରେ ବଢୁଛି କି ବିଜେଡିର ଗୋଷ୍ଠୀକନ୍ଦଳ? । ହସ୍ତକ୍ଷେପ ପାଇଁ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖିଲେ ୬ ଜଣ ପୂର୍ବତନ…

କନକ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ମଣ୍ଡଳି ସହ ଗଂଜାମ ଜିଲ୍ଲାରେ ବିଜେଡି ଦୁର୍ବଳ ହୋଇପଡିଛି । ବ୍ରହ୍ମପୁର ରାଜସ୍ୱ ଡାକ ବଙ୍ଗଳାରେ ଦଳର ୬ ଜଣ ପୂର୍ବତନ ବିଧାୟକ ବୈଠକ କରି ଏଭଳି ଉଦବେଗ ପ୍ରକାଶ କରିଛନ୍ତି । କହିଛନ୍ତି ୨୦୧୯ ନିର୍ବାଚନ ଓ ଗତ ପଂଚାୟତ…

ଖୋଲିଲା ବ୍ୟବସାୟୀଙ୍କ ଅପହରଣ ରହସ୍ୟ । ୧୦ ଲକ୍ଷ ଟଙ୍କା ପାଇଁ ଡ୍ରାଇଭର ରଚିଥିଲା ଷଡ଼ଯନ୍ତ୍ର !

କନକ ବ୍ୟୁରୋ : ପଦାକୁ ଆସିଛି ଭୁବନେଶ୍ୱର ପାତ୍ରପଡ଼ା ଅଂଚଳର ବ୍ୟବସାୟୀ ପିଂଟୁ ସାହୁଙ୍କ ଅପହରଣ ପଛର କାହାଣୀ । ପିଂଟୁଙ୍କ ଡ୍ରାଇଭର ଲକି ହିଁ ଅପହରଣ ପଛର ମାଷ୍ଟର ମାଇଣ୍ଡ ବୋଲି ଜାଣିବାକୁ ପାଇଛି ପୁଲିସ । ମାଲିକଙ୍କ ପାଖରେ ଟଙ୍କା ଥିବା ଜାଣିବାକୁ ପରେ ୧୦ ଲକ୍ଷ ଟଙ୍କା ନେବା ପାଇଁ ଅପହରଣ…

ପଦ୍ମପୁର ପାଇଁ ଉପଜିଲ୍ଲାପାଳ ନିଯୁକ୍ତି ପରେ ତେଜିଲା ରାଜନୀତି । ବିରୋଧୀ କହିଲେ, ଜିଲ୍ଲା ଦାବି ପୂରଣ ନକରି ଲଲିପପ୍…

କନକ ବ୍ୟୁରୋ : ପଦ୍ମପୁର । ବରଗଡର ଏହି ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବାକୁ ନେଇ ବିବାଦ ଭିତରେ, ଏହି ଅଂଚଳ ପାଇଁ ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ଦେଇଛନ୍ତି ସରକାର । ପଦ୍ମପୁର ପାଇଁ ଏକ ଅତିରିକ୍ତ ଜିଲ୍ଲାପାଳ ପଦବୀ ସୃଷ୍ଟି କରିବା ସହ ୨୦୨୦ବ୍ୟାଚର ଆଇଏଏସ ଅଫିସର ଚଭନ କୁନାଲ…