Daily Archives

December 25, 2023

ଡିଏମକେ ସାଂସଦଙ୍କ ବିବାଦୀୟ ବୟାନ: ଇଣ୍ଡିଆ ମେଂଟରେ ଫାଟ୍!

କନକ ବ୍ୟୁରୋ: ବୟାନ ପାଇଁ ଇଣ୍ଡିଆ ମେଂଟରେ ଫାଟ । ବୟାନକୁ ନେଇ ମେଂଟର ଦୁଇ ସଦସ୍ୟ ଜେଡିୟୁୁ ଓ ଡିଏମକେ ମତଭେଦ ଦେଖାଦେଇଛି । ନିକଟରେ ଡିଏମକେ ସାଂସଦ ଦୟାନିଧି ମାରନ ଉତରପ୍ରଦେଶ, ବିହାର ତଥା ହିନ୍ଦୀଭାଷୀ ରାଜ୍ୟର ଲୋକଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ମାରନ କହିଥିଲେ ବିହାର ଓ ୟୁପି…

କଟକ ନାବାଳକ ହତ୍ୟା ଘଟଣାର ପର୍ଦ୍ଦାଫାସ୍ । ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ହୋଇଥିଲା ହତ୍ୟାକାଣ୍ଡ । ପ୍ରଘଟ ହୋଇଯିବା…

କନକ ବ୍ୟୁରୋ: ନାଁ ବାବୁଲା ଓରଫ ଯୋଗେନ୍ଦ୍ର ପଣ୍ଡା । ଏ ହେଉଛି ସେଇ ରାକ୍ଷାସ, ଯିଏ ଜଣେ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ପାଇଁ ଉଦ୍ୟମ କରିଥିଲା । ଆଉ କାଳେ ତାହା ପ୍ରଘଟ ହୋଇଯିବ, ସେଇ ଭୟରେ ନାବାଳକ ଛାତ୍ରକୁ ହତ୍ୟା କରି ଫିଙ୍ଗି ଦେଇଥିଲା । ଘରୁ ଚାଲି ଆସିଥିବା ନାବାଳକର…

ଭୁବନେଶ୍ୱର ସାଂସଦ ପଦ ପାଇଁ ପ୍ରତିଯୋଗିତା । ଜନତାଙ୍କ ମୈଦାନରେ ଅପରାଜିତା-ଶ୍ରୀମୟୀ ! ଏପଟେ, କଂଗ୍ରେସ ଖୋଲିନି କାର୍ଡ…

କନକ ବ୍ୟୁରୋ: ସିଏ କ୍ରିକେଟ ହେଉ ବା ବ୍ୟାଡମିଣ୍ଟନ ଖେଳ, ଜନତାଙ୍କ ପାଖକୁ ନେତା ଆସି ଖେଳିଲେ, ଏଥିରେ ରାଜନୀତିର ବାସ୍ନା ବାରିବା ହୁଏତ ସ୍ୱାଭାବିକ୍ । ନିର୍ବାଚନକୁ ଆହୁରି କିଛି ମାସ ବାକି ଅଛି । ନା’ ତାରିଖ ଘୋଷଣା ହୋଇଛି, ନା’ ପ୍ରାର୍ଥୀ ଘୋଷଣା ହୋଇଛନ୍ତି । କିନ୍ତୁ ତା’ ପୂର୍ବରୁ ଆରମ୍ଭ…

ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଂଟ: ପିକନିକ୍ ସିଜନ ଓ ନୂଆବର୍ଷ ପାଇଁ ସତର୍କ ପ୍ରଶାସନ

କନକ ବ୍ୟୁରୋ: ଚିନ୍ତା ବଢାଇଲାଣି କୋଭିଡର ନୂଆ ସବ ଭାରିଆଂଟ ଜେ.ଏନ-ଡଟ୍ୱାନ । ଦିନକୁ ଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ରାଜ୍ୟରେ ବି ଆକ୍ରାନ୍ତ ଚିହ୍ନଟ ହେଲେଣି । କେରଳ, କର୍ଣ୍ଣାଟକରେ କରୋନା ଉପରମୁହାଁ ରହୁଥିବା ରେକର୍ଡ ହେଉଛି । ହେଲେ ରାଜ୍ୟରେ ସେଭଳି କୌଣସି…

ଭାଇଗିରି ପାଇଁ ବୁଲିଲା ଖଣ୍ଡା: ଆତଙ୍କ ଖେଳାଇଲେ ଭଡାଟିଆ ଗୁଣ୍ଡା

କନକ ବ୍ୟୁରୋ: ଗତକାଲି ଗୋଡେଇ ଗୋଡେଇ ହାଣିଥିଲେ, ଆଜି ପୋଲିସ ହାତରେ ବନ୍ଧାହେଲେ । ରବିବାର ଏୟାରପୋର୍ଟ ଛକରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିବା ଘଟଣାରେ ୮ଜଣଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୋଲିସ । ଜଣାପଡିଛି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ମରଣାନ୍ତକ ଆକ୍ରମଣ କରିଥିଲେ…

ବିଜେପି ପଦାଧିକାରୀ ବୈଠକରେ ଓଡିଶାକୁ ଗୁରୁତ୍ୱ । ୫୧ ପ୍ରତିଶତ ଭୋଟ୍ ଟାର୍ଗେଟ୍ ନେଇ ରଣନୀତି କରିବାକୁ ନିଷ୍ପତି ।

କନକ ବ୍ୟୁରୋ: ବିଜେପି ଫୋକସରେ ଓଡିଶା । ନିର୍ବାଚନକୁ ଆଉ ୬ ମାସ ବାକି ଥିବାବେଳେ କିଭଳି ଓଡିଶାରେ ଭାରତୀୟ ଜନତା ପାର୍ଟି ଭଲ ପ୍ରଦର୍ଶନ କରିବ ସେନେଇ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ…