Daily Archives

December 16, 2023

ସଂସଦ ସୁରକ୍ଷା ତ୍ରୁଟି ଘଟଣା ତଦନ୍ତ କରିବେ ସରକାର । ଗଠନ ହେବ ଉଚ୍ଚସ୍ତରୀୟ ତଦନ୍ତ କମିଟି

କନକ ବ୍ୟୁରୋ : ସଂସଦ ସୁରକ୍ଷା ତ୍ରୁଟି ଘଟଣା ତଦନ୍ତ କରିବେ ସରକାର । ଗଠନ ହେବ ଉଚ୍ଚସ୍ତରୀୟ ତଦନ୍ତ କମିଟ ିା ଏନେଇ ଆଜି ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । କମିଟି ଗଠନ ବାବଦରେ ସମସ୍ତ ସାଂସଦଙ୍କୁ ଚିଠିରେ ସୂଚନା ଦିଆଯାଇଛି । ଏଥିସହ ସରକାର ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ…

ସଂସଦ ସୁରକ୍ଷା ତ୍ରୁଟି ଘଟଣାରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଝଡ଼ । ଦେଶରେ ବଢ଼ୁଥିବା ବେକାରୀ ଓ ଦରଦାମ ବୃଦ୍ଧିକୁ…

କନକ ବ୍ୟୁରୋ : ବୁଧବାର ସଂସଦରେ ଅନୁପ୍ରବେଶ କରି ୪ ଅଜ୍ଞାତ ଯେଉଁ କାଣ୍ଡ ଘଟଣାଇଥିଲେ ତାକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିବା ନା ନେଉନି । ଗିରଫ ପରେ ଅଭିଯୁକ୍ତ ଏବେ ଦିଲ୍ଲୀ ପୁଲିସ ରିମାଣ୍ଡରେ । ଜେରା ସମୟରେ ଏହି ଅଭିଯୁକ୍ତମାନେ କହିଥିଲେ ଦୀର୍ଘଦିନ ହେଲା ଏମାନଙ୍କ କଥା କେହି…

ରାଉରକେଲାରେ ମୁଣ୍ଡ ନେଲା ଡାଇରିଆ । ଝାଡାବାନ୍ତିରେ ଦୁଇ ଦିନରେ ଗଲାଣି ୪ ଜଣଙ୍କ ଜୀବନ

କନକ ବ୍ୟୁରୋ : ଇସ୍ପାତନଗରୀ ରାଉରକେଲାରେ ଏବେ ସାଂଘାତିକ ହେଲାଣି ଝାଡାବାନ୍ତି । ଡାଇରିଆରେ ଦୁଇଦିନରେ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ରାଉରକେଲା ସରକାରୀ ହସପିଟାଲରେ ୧୦୨ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ପାନପୋଷ. ଛେଣ୍ଡ କଲୋନୀ ସହ ବିଭିନ୍ନ…

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ୪ ଶଙ୍କରାଚାର୍ଯ୍ୟ ଓ ୮୫୭ ମନ୍ଦିରକୁ କରାଯିବ ନିମନ୍ତ୍ରଣ

କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଯେପରି ସାରା ଦେଶରେ ଅକ୍ଷତ କଳସଯାତ୍ରା ବୁଲି ନିମନ୍ତ୍ରଣ କରାଯାଉଛି । ଠିକ୍ ସେହି ଢଙ୍ଗରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଦେଶ ବିଦେଶରୁ ଅତିଥିଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା ହୋଇଛି ।…

ବିଜେଡି ଫୋକସରେ ପଶ୍ଚିମଓଡି଼ଶା । ନବୀନ ନିବାସ, ଶଂଖ ଭବନରେ ପ୍ରସ୍ତୁତ ନୀଳନକ୍ସା

କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ପଶ୍ଚିମଓଡିଶା ବିଜେଡି ହାତରୁ ଖସି ଯାଇଥିଲା । ପଶ୍ଚିମଓଡିଶାରେ ଥିବା ୫ଟି ଯାକ ସଂସଦୀୟ କ୍ଷେତ୍ରରେ ବିଜୟୀ ହୋଇଥିଲା ବିଜେପି । କିନ୍ତୁ ପଶ୍ଚିମଓଡିଶାରେ ଥିବା ୩୫ଟି ବିଧାନସଭା ଆସନରୁ ୨୫ଟି ଆସନରେ ଜିତିଥିଲା ବିଜେଡି । ଏତେ ସଂଖ୍ୟକ ବିଧାୟକ ଜିତିଥିଲେ ବି…

ରେଡର ସପ୍ତାହେ ପରେ ମୁହଁ ଖୋଲିଲେ । କଂଗ୍ରେସକୁ କ୍ଲିନଚିଟ୍ ଦେଲେ ଧୀରଜ ! ‘ଗାନ୍ଧୀ ପରିବାରର ଏଟିଏମ୍’ କହି…

କନକ ବ୍ୟୁରୋ : ସାରାଦେଶରେ ଚର୍ଚ୍ଚା ଖେଳାଇ ଦେଇଥିବା ଆଇଟି ରେଡ୍ ଘଟଣାରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ଧୀରଜ ସାହୁ । ୩୫୧ କୋଟି ଟଙ୍କା ଜବତ ହେବା ଘଟଣାରେ ପ୍ରଥମଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ । ଧୀରଜ କହିଛନ୍ତି, ଜବତ ଟଙ୍କା ସହ ତାଙ୍କର କୌଣସି…