Daily Archives

December 13, 2023

ସଂସଦ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ ? ପଚାରିଲେ କଡ଼ା ସୁରକ୍ଷା ବଳୟକୁ କିଭଳି ଭେଦ କଲେ ୪ ଅଜ୍ଞାତ

କନକ ବ୍ୟୁରୋ : ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ସରକାରଙ୍କ ଉପରେ ଆରମ୍ଭ ହୋଇଛି ବିରୋଧୀଙ୍କ ପ୍ରଶ୍ନବାଣ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁଡ଼ ଖଡ଼ଗେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ତୁରନ୍ତ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜବାବ ମଧ୍ୟ ଦାବି କରିଛନ୍ତି ।…

ପଶ୍ଚିମରୁ ଅଭିଯାନ ଆରମ୍ଭ କରିବ ବିଜେପି ! ମୂଳଦୁଆ ପକାଇବେ ପ୍ରଧାନମନ୍ତ୍ରୀ ମୋଦୀ ?‘ପଶ୍ଚିମ’ ଦୁର୍ଗରୁ ବିଜେପିର ଓଡ଼ିଶା…

କନକ ବ୍ୟୁରୋ : ଆସନ୍ତା ୨୪ରେ ମୋଦୀଙ୍କ ସମ୍ବଲପୁର ଗସ୍ତକୁ ନେଇ ଯଦି କିଏ ସବୁଠୁ ଅଧିକ ଉତ୍ସାହିତ ଓ ଆଶାବାଦୀ, ବୋଧେ ସିଏ ହେଉଛି ବିଜେପିର ଓଡ଼ିଶା ଶାଖା । ପଡ଼ୋଶୀ ଛତିଶଗଡ଼ ସମେତ ୩ଟି ରାଜ୍ୟର ବିଜୟ, ଦଳୀୟ କର୍ମୀ ଓ ନେତାଙ୍କୁ ଯେଉଁ ଉତ୍ସାହ ଆଣି ଦେଇଥିଲା, ସେହି ଉତ୍ସାହକୁ ହୁଏତ ମୋଦିଙ୍କ…

ବୁଲାକୁକୁର କାମୁଡ଼ିଲେ ଦାୟୀ ରହିବ ପୌର ପ୍ରଶାସନ । ୮ ବର୍ଷ ତଳର ମାମଲାରେ ଦୃଷ୍ଟାନ୍ତମୂଳକ ରାୟ ଦେଲେ ହାଇକୋର୍ଟ

କନକ ବ୍ୟୁରୋ : କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣା, କ୍ଷତିପୂରଣ ଦେବ ପୁରୀ ପୌରପରିଷଦ । ୨୦୧୬ରେ ପୁରୀରେ ୪ ବର୍ଷ ଶିଶୁର କୁକୁର କାମୁଡ଼ାରେ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଶିଶୁର ପରିବାରକୁ କ୍ଷତିପୁରଣ ପାଇଁ ପୁରୀ ପୌରପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୧୦ ଲକ୍ଷ ଟଙ୍କା…

ନିଶାମୁକ୍ତ ଭାରତ ଅଭିଯାନ ବୈଠକରେ ଚାଂଚଲ୍ୟକର ସୂଚନା ଦେଲେ ପୁଲିସ କମିଶନର । ଅନଲାଇନ୍ ଫୁଡ୍ ଡେଲିଭରୀ ସ୍ୱିଗିରେ ଆସୁଛି…

କନକ ବ୍ୟୁରୋ : ଖାଦ୍ୟ ଡେଲିଭରି ଦେଉଥିବା ସ୍ୱିଗି ଭଳି ଅନେକ ସଂସ୍ଥା ରହିଛି । କିନ୍ତୁ ଏହା ଜରିଆରେ ଯେ ଡ୍ରଗ୍ସ କାରବାର ହେଉଥିବ, ଏକଥା ବିଶ୍ୱାସ କରିବା କଷ୍ଟ । ହେଲେ ଏହା ସତ । ପୁଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ଡ୍ରଗ୍ସ ପେଡଲର । ଖାଦ୍ୟ ଡେଲିଭରି ସଂସ୍ଥା ଜରିଆରେ ଏବେ…

ଆଇନ ପଢ଼ିଲେ ମିଳିଲାନି ଲାଇସେନ୍ସ । ୟୁନିଭରସିଟି ଲ’ କଲେଜର ପଢ଼ି ହଟହଟା ହେଲେ ବିହାର ଛାତ୍ର

କନକ ବ୍ୟୁରୋ : ରାଜ୍ୟର ଆଗଧାଡ଼ିର ଶିକ୍ଷାନୁଷ୍ଠାନ ଭାବେ ଜଣାଶୁଣା ୟୁନିଭରସିଟି ଲ’ କଲେଜ । ଏହି ଅନୁଷ୍ଠାନର ସାର୍ଟିଫିକେଟ ଯେ କାମରେ ଲାଗିବ ନାହିଁ, ଏକଥା ହୁଏତ କେହି ବିଶ୍ୱାସ କରିପାରିବେନି । କିନ୍ତୁ ଏପରି ଘଟିଛି ବିହାରର ଛାତ୍ର ଆୟୁଷ କାର୍ତିକେୟଙ୍କ କ୍ଷେତ୍ରରେ । ଉକ୍ରଳ…