Daily Archives

December 2, 2023

ଶୀତକାଳୀନ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ସୁରୁଖୁରରେ ଗୃହକାର୍ଯ୍ୟ ଚଳାଇବାକୁ ସମସ୍ତ ଦଳଙ୍କୁ ସରକାରଙ୍କ…

କନକ ବ୍ୟୁରୋ : ଶୀତକାଳୀନ ଅଧିବେଶନ ପୂର୍ବରୁ ଶନିବାର ବସିଛି ସର୍ବଦଳୀୟ ବୈଠକ । କିଭଳି ସଂସଦର ଉଭୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେନେଇ ଦଳମାନଙ୍କ ମଧ୍ୟରେ ସମନ୍ୱୟ ବୈଠକ କରାଯାଇଛି । ସରକାର କହିଛନ୍ତି ସବୁ ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି ତେବେ ବିରୋଧୀଙ୍କୁ…

ବିଆରଏସ ଗଡ଼ରେ କଂଗ୍ରେସର ହେବ କି ଏଟ୍ରିଂ ? କେସିଆରଙ୍କ ହ୍ୟାଟ୍ରିକରେ ଲାଗିବ କି ବ୍ରେକ୍ ?

କନକ ବ୍ୟୁରୋ : ତେଲେଙ୍ଗାନାରେ କିଏ ଗଢ଼ିବ ସରକାର । ଚାଲିଛି ତର୍କ-ବିର୍ତକ ଓ ଆକଳନ । ଦଳମାନେ ବିଜୟ ନେଇ ନିଜ ନିଜର ଦାବି କରୁଥିବାବେଳେ ଏଗ୍ଜିଟ୍ ପୋଲ ରିପୋର୍ଟ କହୁଛି କିଛି ଭିନ୍ନ କଥା । ୧୦ବର୍ଷର ଲଗାତାର ଶାସନ ପରେ ଏଥରକ କୁଆଡେ କେସିଆରଙ୍କ ବାଜି ପଲଟିପାରେ । ବିଆରଏସ ଗଡ଼ରେ ହୋଇପାରେ…

ଘଟଗାଁ ବାଲିଯୋଡି ଦୂର୍ଘଟଣା ମାମଲା : ଏନଏଚଏଆଇକୁ ଦାୟୀ କଲା ପରିବହନ ବିଭାଗ

କନକ ବ୍ୟୁରୋ : ଶୁକ୍ରବାର ସଡକ ଦୁର୍ଘଟଣାରେ ଘଟଗାଁ ଯାଉଥିବା ୮ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି । ଏହି ଦୁର୍ଘଟଣାକୁ ନେଇ ଏନଏଚଆଇ କର୍ତୃପକ୍ଷଙ୍କ ନାଁରେ ମାମଲା ରୁଜୁ କରିଛି କେନ୍ଦୁଝର ପରିବହନ ବିଭାଗ । ରାସ୍ତା କାମ ଶେଷ କରିନଥିବା ଓ ଠିକରେ ପାଟ୍ରୋଲିଂ…

ଜାହାଜରେ କୋକେନ ଚାଲଣର ଖୋଳତାଡ଼ । କଷ୍ଟମ ବିଭାଗ, ଏନସିବି ଓ ଏସଟିଏଫର ଖୋଳତାଡ଼ । ସ୍ନିଫର ଡଗ୍ ସହାୟତାରେ ଚାଲିଛି ଯାଞ୍ଚ

କନକ ବ୍ୟୁରୋ : ପାରାଦୀପ ବନ୍ଦରରେ ପଣ୍ୟ ଲୋଡିଂ କରୁଥିବା ଏମ ଭି ଦେବୀ ନାମକ ଜାହାଜରୁ ୨୨୦ କୋଟି ଟଙ୍କାର, କୋକେନ ଜବତ ପରେ, ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏତେ ପରିମାଣର କୋକେନ ପ୍ରକୃତରେ କେଉଁଠୁ ଆସୁଥିଲା, କେଉଁଠିକୁ ଯାଉଥିଲା? ଏହାର ଓଡିଶା କନେକ୍ସନ ରହିଛି କି ନାହିଁ? ଏ…

କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ପୂର୍ବରୁ ବିଜେଡି ଓ ବିଜେପିରେ ନେଇଥିଲେ ନେତୃତ୍ୱ

କନକ ବ୍ୟୁରୋ : ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳକୁ ସାରାଦେଶ ଉତ୍କଣ୍ଠାର ସହ ଅପେକ୍ଷା କରିଥିବାବେଳେ ଓଡିଶାର ବି ନଜର ରହିଛି । କିନ୍ତୁ ଏହା ଭିତରେ ଚଳଚଞ୍ଚଳ ହୋଇଛନ୍ତି ଓଡିଶାର ପ୍ରମୁଖ ରାଜନୈତିକ ଦଳ । ଜୋରଦାର ହୋଇଛି ମିଶ୍ରଣ ପର୍ବ । ଯାହା ରାଜ୍ୟ ରାଜନୀତିକୁ ସରଗମ କରିଛି । ୫ ରାଜ୍ୟର…

ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ ! ମାଇକ ଯୋଗେ ସଚେତନ କଲା କୃଷି ବିଭାଗ

କନକ ବ୍ୟୁରୋ : ଦକ୍ଷିଣ ଆନ୍ଧ୍ର ଉପକୂଳରେ ବାତ୍ୟା ମାଡ଼ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲେ ବି ଓଡ଼ିଶାର ଦକ୍ଷିଣ ଉପକୂଳବର୍ତି ଜିଲ୍ଲା ସମେତ କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଧାନ କାଟି ସୁରକ୍ଷିତ ସ୍ଥାନରେ ରଖିବାରେ ଲାଗି…