Daily Archives

November 27, 2023

ସରି ଆସୁଛି ଯୁଦ୍ଧ ବିରତି ସମୟ: କ’ଣ ହେବ ଇସ୍ରାଏଲର ଆଗାମୀ ପଦକ୍ଷେପ?

କନକ ବ୍ୟୁରୋ: ଭିଓ-ଇସ୍ରାଏଲ-ହମାସ ଭିତରେ ନଭେମ୍ବର ୨୨ରେ ହୋଇଥିବା ଯୁଦ୍ଧ ବିରତି ଚୁକ୍ତି ସୋମବାର ଶେଷ ହେବାକୁ ଯାଉଛି । କଥା ଦେଇ ଉଭୟ ହମାସ ପଣବନ୍ଦୀଙ୍କୁ ୪ଟି ପର୍ଯ୍ୟାୟରେ ମୁକ୍ତ କରୁଛି ।ସେପଟେ ଇସ୍ରାଏଲ ମଧ୍ୟ ବନ୍ଧକ ବନାଇଥିବା ପାଲେଷ୍ଟାଇବାସୀଙ୍କୁ ଛାଡୁଛି । ୪ଦିନର ଯୁଦ୍ଧ ବିରତିରେ…

ସମୟ ଗଡୁଛି, ଆଶଙ୍କା ବଢୁଛି । ଜାରି ରହିଛି ଭର୍ଟିକାଲ ଡ୍ରିଲିଂ

କନକ ବ୍ୟୁରୋ : ଯୁଦ୍ଧକାଳୀନ ଭିତିରେ ଚାଲିଛି ଉତରକାଶୀ ସିଲକ୍ୟାରା ଟନେଲ ଉଦ୍ଧାର କାମ । ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା କାମ ୧୬ ଦିନରେ ପହଁଚିଲାଣି । କିନ୍ତୁ ଏବେବି ସୁଡଙ୍ଗ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଅଗର୍ ମେସିନ୍ ଭାଙ୍ଗିବା ପରେ ଏବେ ଭର୍ଟିକାଲ ଡ୍ରିଲିଂ ବା…

ପ୍ରଚାର ଭିତରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା: ତିରୁମାଲା ମନ୍ଦିରରେ ମୋଦୀ

କନକ ବ୍ୟୁରୋ: ସୋମବାର ଆନ୍ଧପ୍ରଦେଶ ତିରୁପତିର ପ୍ରସିଦ୍ଧ ତିରୁମାଲା ମନ୍ଦିରରେ ପହଁଚି ପ୍ରଭୁ ଭେଙ୍କେଟେଶ୍ୱରଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପାରମ୍ପାରିକ ଦକ୍ଷିଣଭାରତୀୟ ପୋଷାକ ପରିଧାନ କରି ମୋଦୀ ସକାଳୁ ସକାଳୁ ମନ୍ଦିରରେ ପହଁଚିଥିଲେ । ପୂର୍ବ…

ଖସିଲା ନାକ୍ ମାନ୍ୟତା, ବଦଳିଲା ବିଜ୍ଞାପନ ! ଉତ୍କଳ ବିଶ୍ୱବିଦ୍ୟାଳୟର ବିଜ୍ଞାପନକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ଗୁଣାତ୍ମକ ଗବେଷଣା ପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ନାକ୍ ଏ ପ୍ଲସ ସ୍ୱୀକୃତି । ଏହି ବିଜ୍ଞାପନ ଉପରେ ଟିକେ ନଜର ପକାନ୍ତୁ । ଇଏ, ବିଜ୍ଞାପନ ହେଉଛି ଗତ ବର୍ଷର । ଉକ୍ରଳ ବିଶ୍ୱବିଦ୍ୟାଳୟ ୮୦ ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ସମୟରେ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲା…

ଉଦ୍ଧାରକାମରେ ରେସ୍କ୍ୟୁ ରୋବଟ୍ ଓ ଡ୍ରୋନ୍: ଶ୍ରମିକଙ୍କ ମାନସିକ ଓ ଶାରୀରିକ ସ୍ଥିତି ନିରୀକ୍ଷଣ କରାଯିବ

କନକ ବ୍ୟୁରୋ: ଉତରାଖଣ୍ଡ ଉତରକାଶୀ ସିଲକିଆରା ଟନେଲ ୧୬ଦିନ ହେବ ଫଶିରହିଛନ୍ତି ୪୧ଜଣ ଶ୍ରମିକ । ଉଦ୍ଧାରକାର୍ଯ୍ୟ ପାଇଁ ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଛି । ସେପଟେ ମାନୁଆଲ ଡ୍ରିଲିଂ ପାଇଁ ବିଚାର ସହ ସବୁ ବ୍ୟବସ୍ଥା କରାଯାଉଛି । ଏହା ଭିତରେ ଆସିଛି ବଡ ଖବର । ସୁଡ଼ଙ୍ଗ ଭିତରକୁ ମଣିଷ ଯିବା…

ରତ୍ନ ଭଣ୍ଡାର ଖୋଲିବା ନେଇ ଭକ୍ତଙ୍କ ଭିତରେ ବଢିଲା ଉତ୍ସାହ । ଆସନ୍ତା କାଲି ଠାରୁ ହେବ ଲେଜର ସ୍କାନିଂ

କନକ ବ୍ୟୁରୋ : ସିଂହଦ୍ୱାର ସମ୍ମୁଖରେ ଲମ୍ବାଧାଡି । କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ରାଜାରାଜେଶ୍ୱର ବା ସୁନାବେଶରେ ଦେଖିବାକୁ ଆକୁଳ ଭକ୍ତ । କାର୍ତିକ ପୂର୍ଣ୍ଣିମାରେ ଇଏ ହେଉଛି ସିଂହଦ୍ୱାର ସମ୍ମୁଖର ଚିତ୍ର । ରତ୍ନସିଂହାସନରେ ଠାକୁରଙ୍କ ସୁନାବେଶ ଦେଖିବାକୁ ପୁରୀରେ ଲକ୍ଷାଧିକ…