Daily Archives

June 10, 2023

ଡୋନାଲ୍ଡ ଟ୍ରମ୍ପଙ୍କ ଷଡଯନ୍ତ୍ର, ବାଥରୁମରୁ ମିଳିଲା ପ୍ରମାଣ । ଆମେରିକା ଇତିହାସରେ ପ୍ରଥମ, ପୂର୍ବତନ ରାଷ୍ଟ୍ରପତିଙ୍କ…

କନକ ବ୍ୟୁରୋ : ନଜର ପକାନ୍ତୁ ଏହି ଫଟୋ ଗୁଡିକ ଉପରେ । ରାଷ୍ଟ୍ରପତି ପଦ ଛାଡ଼ିବା ପରେ ଗୁପ୍ତ କାଗଜପତ୍ରର ବ୍ୟବହାର ଓ ପରିଚାଳନା ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯେଉଁ ଅଭିଯୋଗ ହୋଇଥିଲା ଇଏ ସେହି ସବୁ କାଗଜପତ୍ର ଅଟେ । ଯାହା ଟ୍ରମ୍ପ ଘରୁ ଜବତ ହୋଇଛି । ବେଡରୁମ,…

୧୦ ଦିନ ପରେ ପୁନଃମିଳନ । ଆସାମରୁ ଆସି ପୁଅକୁ ଭେଟିଲେ ବାପା । ଟ୍ରେନ ଦୁର୍ଘଟଣାରେ ଗୁରୁତର ହୋଇ ଏମସରେ ଭର୍ତି ହୋଇଥିଲେ…

କନକ ବ୍ୟୁରୋ: ୧୦ ଦିନ ପରେ ବାପା-ପୁଅଙ୍କ ପୁନଃମିଳନ ହୋଇଛି । ଆସାମରୁ ଆସି ପୁଅକୁ ଭେଟିଛନ୍ତି ବାପା । ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱର ଏମସରେ ଭର୍ତି ହୋଇଥିଲେ ପୁଅ । ଟିଭି ଦେଖି ଦୁର୍ଘଟଣା ସମ୍ପର୍କରେ କେହି ଜଣେ ସୂଚନା ଦେବାରୁ ପରିବାର ଲୋକେ ଟ୍ରେନ ଦୁର୍ଘଟଣା ସମ୍ପର୍କରେ ଜାଣିଥିଲେ…

ନୃତ୍ୟଗୁରୁଙ୍କ ମୃତ୍ୟୁ କାହାଣୀ । ଦୀପ ପ୍ରଜ୍ୱଳନ ପରେ ମଞ୍ଚ ଉପରେ ଟଳି ପଡିଥିଲେ ଭାରତନାଟ୍ୟମ ଗୁରୁ ଶ୍ରୀଗଣେଶନ୍ ।

କନକ ବ୍ୟୁରୋ: ଗୀତ ଗୋବିନ୍ଦର ତାଳେ ତାଳେ ମଞ୍ଚରେ ଚାଲିଥାଏ ଭରତନାଟ୍ୟମ । ମଞ୍ଚରେ ପ୍ରଦର୍ଶନ କରୁଥାନ୍ତି, ମାଲେସିଆର ଭରତନାଟ୍ୟମ ନୃତ୍ୟଗୁରୁ ଗଣେଶନ ମୁନୁସ୍ୱାମୀ । ହେଲେ କିଏ ଜାଣିଥିଲା ଏହି ମଞ୍ଚ ତାଙ୍କ ଜୀବନର ଶେଷ ମଞ୍ଚ ହୋଇଯିବ । ନୃତ୍ୟ ସାରି ଅନ୍ୟ ଅତିଥିଙ୍କ ସହ ଦୀପ ପ୍ରଜ୍ୱଳନ କଲେ ।…

କୋରାପୁଟ ଜିଲ୍ଳା କଂଗ୍ରେସ ସଭାପତି ପଦରୁ ହଟିବା ପରେ ସାଂସଦଙ୍କୁ କଟାକ୍ଷ କଲେ ମୀନାକ୍ଷୀ ବାହିନୀପତି । ପ୍ରଶ୍ନ ଉଠାଇଲେ…

କନକ ବ୍ୟୁରୋ: କଂଗ୍ରେସକୁ ଫେରିଛି ପୁରୁଣା ରୋଗ । ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ନେତ୍ରୀ ଓ ସାଂସଦ । କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ମୀନାକ୍ଷୀ ବାହିନୀପତିଙ୍କୁ ହଟାଇ ଦେବା ପରେ ବେଶ ଆକ୍ରାମକ ହୋଇପଡିଛନ୍ତି ମୀନାକ୍ଷୀ । ସିଧା ସାଂସଦଙ୍କୁ ଟାର୍ଗେଟ କରି ଦିଲ୍ଲୀର ଲଡୁ ଖାଉଥିବା…

ମଣିପୁର ହିଂସାକୁ ନେଇ ଆକ୍ସନରେ ଗୃହମନ୍ତ୍ରୀ ଅମିତ ଶାହା । ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳଙ୍କୁ ନେଇ ଗଠନ କଲେ ଶାନ୍ତି…

କନକ ବ୍ୟୁରୋ : ଦିନ ଯେତିକି ବଢୁଛି ମମଣିପୁରରେ ସେତିକ ହିଂସା ବଢୁଛି । ସ୍ଥିତି ଏବେ ଅଧିକ ସଂଗୀନ ହେବାରେ ଲାଗିଛି । ଦୁଇ ସାମ୍ପ୍ରଦାୟୀକ ସଂଘର୍ଷ ଭିତରେ ଉଗ୍ରବାଦୀଙ୍କ ତାଣ୍ଡବ ସ୍ଥିତିକୁ ଅଧିକ ବିଗାଡିବାରେ ଲାଗିଛି । ଏହି ସବୁ ଭିତରେ ଛାତି ଫଟାଇ କାନ୍ଦୁଛି ମଣିପୁର । ବଳି ପଡୁଛି ନୀରିହ…

ରୋହିତ ପୂଜାରୀଙ୍କୁ ନେଇ ତେଜିଲା ରାଜନୀତି । ସଚିବଙ୍କୁ କଂଗ୍ରେସର ଟାର୍ଗେଟ, ସରକାରଙ୍କୁ ଘେରିଲା ବିଜେପି । ଦୁର୍ନୀତିର…

କନକ ବ୍ୟୁରୋ: ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ରୋହିତ ପୂଜାରୀଙ୍କୁ ହଟାଇ ଦେବା ପରେ ଜୋର ଧରିଛି ରାଜନୀତି । ବିଭାଗରେ ସ୍ୱଚ୍ଛତା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିବା କହୁଥିବା ବେଳେ ପ୍ରଶ୍ନ କରିଛନ୍ତି ବିରୋଧୀ । ମନ୍ତ୍ରୀ ଓ ସଚିବ ଦୁର୍ନୀତି କରୁଥିଲେ କି ବୋଲି ପ୍ରଶ୍ନ କରିଛି ବିଜେପି । ଯଦି…