Daily Archives

May 11, 2023

ରାଜରାସ୍ତାରେ ଇମ୍ରାନଙ୍କ ସମର୍ଥକ: ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ବୋମା ମାଡ଼

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଗିରଫଦାରୀକୁ ନେଇ ଦେଶରେ ଜାରି ରହିଛି ହିଂସାତ୍ମକ ସ୍ଥିତି । ନିଜ ପ୍୍ରିୟ ନେତାଙ୍କ ଗିରଫଦାରୀ ବିରୋଧରେ ରାସ୍ତାରାସ୍ତାକୁ ଓହ୍ଲାଇ ଲଗାତର ବିରୋଧ ପ୍ରଦର୍ଶନ କରୁଛନ୍ତି । ଇମ୍ରାନଙ୍କ ସମର୍ଥକ ଦେଶରେ ସରକାରୀ ସମ୍ପତିକୁ…

ଭୁବନେଶ୍ୱରରୁ ଦୁବାଇ ଉଡିବ ବିମାନ। ମୁଖ୍ୟମନ୍ତ୍ରୀ ବାଣ୍ଟିଛନ୍ତି ଟିକେଟ।

କନକ ବ୍ୟୁରୋ: କରୋନା ପାଇଁ ୨ବର୍ଷ ଧରି ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା । ଆଉ ସ୍ଥିତି ସ୍ୱାଭାବିକ ହେବା ପରେ, ମେ ୧୫ରୁ ପ୍ରଥମ କରି ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡିବ ବିମାନ । ଏହି ବିମାନରେ, ସାରା ବିଶ୍ୱର ପର୍ଯ୍ୟଟକଙ୍କ ପସନ୍ଦର ଡେଷ୍ଟିନେସନ ପାଲଟିଥିବା ଦୁବାଇକୁ ଯିବେ…

କିଏ ଜିତିବ ଝାରସୁଗୁଡ଼ା? କାହା ସପକ୍ଷରେ ଜନମତ?

କନକ ବ୍ୟୁରୋ: ଦିନକ ପରେ ଆସିବ ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ । ଇଭିଏମ୍ ଖୋଲିବା ପରେ ଜଣାପଡ଼ିବ କାହାକୁ ମିଳିଛି ଜନାଦେଶ । ହେଲେ ଏହାପୂର୍ବରୁ ଅଙ୍କ କଷିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ସମସ୍ତେ ନିଜ ନିଜ ଦଳର ପ୍ରାର୍ଥୀ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବିଜେଡି…

ମୋବାଇଲ ବ୍ୟବହାର ଓ ମେଦବହୁଳତା ବଢାଉଛି ବିବାଦ। ହୃଦଘାତରେ ଯାଉଛି ଯୁବପିଢିଙ୍କ ଜୀବନ!

କନକ ବ୍ୟୁରୋ: ଦିନକୁ ଦିନ ବଢୁଛି ଇଣ୍ଟରନେଟ ଓ ମୋବାଇଲର ଚାହିଦା,ବିଭିନ୍ନ ପ୍ରଯୁକ୍ତି ବିଦ୍ୟା ବଳରେ ସହଜ ହେଉଛି କାମ । ଆଜିର ସମୟରେ କିଛି କାମ କରିବାକୁ ହେଲେ ତାହା ମୋବାଇଲ ମାଧ୍ୟମରେ ଆରାମରେ କରିହେଉଛିି । ଶାରୀରିକ ପରିଶ୍ରମ କମ ହେଉଛି । ଏହା ସହ ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ ଅର୍ଥାତ…

ଶେହବାଜ ସରିଫଙ୍କ ଘର ଉପରେ ବୋମାମାଡ଼। ପାକିସ୍ତାନରେ ଉତ୍ୟକ୍ତ ଲୋକଙ୍କ ଉନ୍ମତକାଣ୍ଡ।

କନକ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗିରଫ ପରେ ପାକିସ୍ତାନରେ ସବୁଠି ହିଂସାର ନିଆଁ । ପ୍ରଧାନମନ୍ତ୍ରୀ ଶେହବାଜଙ୍କ ଘର ଉପରେ ବୋମା ଫିଙ୍ଗିଲେ ଇମ୍ରାନଙ୍କ ସମର୍ଥକ । ସେନା ଅଧିକାରୀଙ୍କ ଘର ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ବୋମାମାଡ ସୂଚାଉଛି ସରକାର ଓ ସେନା…

କର୍ଣ୍ଣାଟକରେ କିଏ ଜିତିବ? ‘ପୋଲ୍ ଅଫ୍ ପୋଲ୍ସ’ରେ ଝୁଲା ବିଧାନସଭା

କନକ ବ୍ୟୁରୋ: କର୍ଣ୍ଣାଟକରେ କିଏ ଗଢ଼ିବ ସରକାର । ଆଉ ଦିନକ ପରେ ଆସିବ ଫଇସଲା । ତେବେ ଏହା ପୂର୍ବରୁ ଏକଜିଟ୍ ପୋଲ ସାମ୍ନାକୁ ଆସିଛି । ଯେଉଁଥିରେ କଂଗ୍ରେସ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ଅର୍ଥାତ୍ କର୍ଣ୍ଣାଟକରେ ଏଥର କଂଗ୍ରେସ ସରକାର ଗଠନ କରିବ ବୋଲି ଅନୁମାନ କରିଛନ୍ତି ଅଧିକାଂଶ…