Daily Archives

February 21, 2023

ପଶ୍ଚିମବଙ୍ଗରେ ଶିଶୁଙ୍କ ପାଇଁ କାଳ ସାଜିଛି ନୂଆ ଭାଇରସ ଏଡିନୋ । ୬ଶହରୁ ଉର୍ଦ୍ଧ ଶିଶୁ ସଂକ୍ରମିତ, ୮ଜଣଙ୍କ ମୃତ୍ୟୁକୁ…

କନକ ବ୍ୟୁରୋ : କରୋନା ପରେ ଏବେ ଏଡିନୋ ଭାଇରସ ପଶ୍ଚିମବଙ୍ଗରେ ହଇଚଇ ସୃଷ୍ଟି କରିଛି । ପିଲାଙ୍କ ମଧ୍ୟରେ ଏହି ଭାଇରସର ଲକ୍ଷଣ ଦେଖାଦେଉଥିବା ବେଳେ ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବଢିଚାଲିଛି । ରାଜଧାନୀ କୋଲକତା ସମେତ ପଶ୍ଚିମବଙ୍ଗର କେତେକ ଜିଲ୍ଲାରେ ଏଡିନୋ ଭାଇରସ୍ କାୟା ମେଳାଇଛି । ରବିବାର…

୨୪ଦିନ ପରେ ବି ସ୍ପଷ୍ଟ ହେଉନି ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ? ମାନସିକ ରୋଗରେ ପୀଡିତ ଥିବା ଚର୍ଚ୍ଚା ଭିତରେ କନକ…

କନକ ବ୍ୟୁରୋ: ନବ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୁ ମାନସିକ ରୋଗୀ ବୋଲି କହି ଆସୁଛି କ୍ରାଇମବ୍ରାଞ୍ଚ । ହେଲେ କନକ ନ୍ୟୁଜ ହାତରେ ଯେଉଁ ତଥ୍ୟ ଲାଗିଛି ତାହା ଚମକାଇ ଦେଲା ଭଳି । ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରୁଥିବା ଡାକ୍ତରୀ ଟିମ୍ ସୂତ୍ରରୁ ଏହି ତଥ୍ୟ ଜଣାପଡିଛି । ଗୋପାଳ ତାର ରୋଗ…

ହୈତେ ପ୍ରାନ୍ତରେ ଭୂକମ୍ପ ଝଟକା ଅନୁଭୂତ । ୬ଜଣଙ୍କ ମୂତ୍ୟୁ. ୩ଶହରୁ ଅଧିକ ଆହତ

କନକ ବ୍ୟୁରୋ : ପୁଣି ଥରେ ଭୂମିକମ୍ପରେ ଥରିଲା ତୁର୍କୀ । ରେକ୍ଟର ସ୍କେଲରେ ଭୁକମ୍ପର ତ୍ରୀବତା ୬.୪ ରେକର୍ଡ କରାଯାଇଛି । ତୁର୍କୀର ହୈତେ ପ୍ରାନ୍ତରେ ଅନୁଭୂତ ହୋଇଛି ଏହି ଭୂମିକମ୍ପ । ଘଟଣାରେ ୬ଜଣଙ୍କ ମୃତ୍ୟୁ ହେବା ସହ ୩ଶହରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ସୋମବାର ବିଳମ୍ବିତ…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ୟୁକ୍ରେନ ଗସ୍ତକୁ ନେଇ ଚିହିଁକି ଉଠିଛି ରୁଷିଆ । ଦେଶବାସୀଙ୍କୁ ସମ୍ବୋଧନ କରି…

କନକ ବ୍ୟୁରୋ : ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ହଠାତ୍ ୟୁକ୍ରେନ ଗସ୍ତ ଦେଖିଥିଲା ସାରା ବିଶ୍ୱ । ଆଉ ଆଜି ନିଜ ସଂସଦରେ ଶକ୍ତି ଦେଖାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ଦେଶବାସୀଙ୍କୁ ସମ୍ବୋଧିତ କରି ପୁଟିନ୍ କହିଛନ୍ତି - ଯୁଦ୍ଧକୁ ଏଡାଇବା ପାଇଁ ଆରମ୍ଭରୁ ଅନେକ…

କେମିତି ନବ ଦାସଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ଗୋପାଳ? ସାମନାକୁ ଆସିଲା ହତ୍ୟାକାଣ୍ଡ ଠିକ୍ ପୂର୍ବର ଭିଡିଓ ଓ…

କନକ ବ୍ୟୁରୋ: ନବ ଦାସଙ୍କୁ କେମିତି ହତ୍ୟା କଲା ଗୋପାଳ? ତାହାର ଏକାଧିକ ଭିଡିଓ ଆପଣ ଦେଖିଥିବେ । ଭିଡ ଭିତରେ ଗୋପାଳ ନବଙ୍କ ଗାଡି ପାଖକୁ ଆସି ଅତି ନିକଟରୁ ଗୁଳି କରି ଚାଲିଯାଇଥିଲା । ହେଲେ ଗୋପାଳ ଗୁଳି କରୁଥିବାର ଏକ ଫଟୋ ଏବେ ସାମ୍ନାକୁ ଆସିଛି । ନବଙ୍କ ଠିକ୍ ସାମ୍ନାରେ ଛିଡା ହୋଇ ଦୁଇ…

ଆର୍ଥିକ ସଂକଟ ଭିତରେ ପାକିସ୍ତାନର ବଡ ନିଷ୍ପତ୍ତି, ନ୍ୟୁକ୍ଲିୟର ଅସ୍ତ୍ର ବିକ୍ରି କରିବାକୁ ପ୍ରସ୍ତୁତ ହେଉଛି ଦେଶ

କନକ ବ୍ୟୁରୋ : ପାକିସ୍ତାନରେ ଆର୍ଥିକ ସ୍ଥିତି ଲଗାତର ଦୁର୍ବଳ ହେବାରେ ଲାଗିଛି । ଏଥିପାଇଁ ପାକିସ୍ତାନକୁ ସବୁଠି ଲଜ୍ଜିତ ହେବାକୁ ମଧ୍ୟ ପଡ଼ୁଛି । ପାକିସ୍ତାନରେ ଏବେ ସ୍ଥିତି ଏପରି ହୋଇଛି ଯେ ଦେଶ ଏବେ ତା’ର ସବୁଠାରୁ ବଡ଼ ଅସ୍ତ୍ର କହୁଥିବା ନ୍ୟୁକ୍ଲିୟର ବା ପରମାଣୁ ଅସ୍ତ୍ରଶସ୍ତ୍ରକୁ ବିକ୍ରି…