Daily Archives

February 21, 2023

କଣ୍ଠଶିଳ୍ପୀଙ୍କୁ ଆକ୍ରମଣ, ଲାଇଭ୍ କନସଟରେ ହଙ୍ଗାମା

କନକ ବ୍ୟୁରୋ : ମୁମ୍ବାଇର ଚେମ୍ବୁରରେ ଚାଲିଥିଲା ଲାଇଭ ମ୍ୟୁଜିକ କନସଟ୍ । ଦର୍ଶକଙ୍କୁ ଗୀତ ଗାଇ ମନୋରଞ୍ଜନ କରୁଥିଲେ ବଲିଉଡର ଜଣାଶୁଣା ସିଙ୍ଗର ସୋନୁ ନିଗମ । ସମୟ ଯେତିକି ଯେତିକି ଗଡୁଥିଲା ସେତିକି ଜମୁଥିଲା ମେହେଫିଲ । ନିର୍ଦ୍ଧାରିତ ସମୟରେ କାର୍ଯ୍ୟକ୍ରମ ମଧ୍ୟ ଶେଷ ହେଲା । କାର୍ଯ୍ୟକ୍ରମ…

ପରକୀୟାପ୍ରୀତିର ଭୟଙ୍କର ରୂପ । ହତ୍ୟା କଲା, ଟିକ୍ ଟିକ କରି କାଟିଲା, ଫ୍ରିଜ ଭିତରୁ ମିଳିଲା ସ୍ୱାମୀ ଓ ଶାଶୂଙ୍କ ଶବ…

କନକ ବ୍ୟୁରୋ : ଗୌହାଟିର ଜଣେ ବୋହୂ ଏଭଳି ନାରକୀୟ କାଣ୍ଡ କରିଛନ୍ତି ଯେ ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ବୋହୂ ନିଜର ପ୍ରେମିକା ଓ ଅନ୍ୟ ଜଣେ ସହଯୋଗୀଙ୍କ ସହ ମିଶି ନ୍ଖକ୍ସ ସ୍ୱାମୀ ଓ ଶାଶୂଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଆଉ ସେମାନଙ୍କ ଶବକୁ ଅନେକ ଦିନ…

ପ୍ରଥମ ଦିନରେ ବିରୋଧୀଙ୍କ ହଙ୍ଗାମା । ହଙ୍ଗାମା କଲେ କଂଗ୍ରେସ ବିଧାୟକ, କକ୍ଷତ୍ୟାଗ କଲେ ବିଜେପି ସଦସ୍ୟ । ମୁଣ୍ଡିଆ…

କନକ ବ୍ୟୁରୋ: ବହୁପୂର୍ବରୁ ଆଶଙ୍କା କରାଯାଉଥିଲା ଏଥର ସ୍ୱାଭାବିକ ହେବନି ବିଧାନସଭାର ବଜେଟ ଅଧିବେଶନ । ଯାହା ଆଶଙ୍କା କରାଯାଉଥିଲା ପ୍ରଥମ ଦିନରେ ତାହା ହିଁ ଦେଖିବାକୁ ମିଳିଛି । ନବ ଦାସ ହତ୍ୟା ଓ ଆଇନ ଶୃଙ୍ଖଳାକୁ ପ୍ରସଙ୍ଗ କରି ବିରୋଧୀ ହଟ୍ଟଗୋଳ କରିଛନ୍ତି । ତାହାରି ଭିତରେ ବିଧି ଅନୁଯାୟୀ…

ନବ ଦାସଙ୍କ ହତ୍ୟାକାଣ୍ଡରେ ଜୟ ନାରାୟଣଙ୍କ ଟାର୍ଗେଟ । ଜବାବ ଦେଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ଏପଟେ ଝିଅ…

କନକ ବ୍ୟୁରୋ: ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଶାସକ ଦଳର ଶୀର୍ଷ ନେତାଙ୍କୁ ଜୟନାରାୟଣ ଟାର୍ଗେଟ କରିବା ପରେ ଚିହିଁକି ଉଠିଛି ବିଜେଡି । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସିଧାସଳଖ ବିଜେପି ଦଳକୁ ହତ୍ୟାକାରୀ ବୋଲି ଆକ୍ଷେପ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଯେଉଁମାନେ ହତ୍ୟାକାରୀ…

ବିଧାନସଭାରେ ନବ ଦାସଙ୍କ ହତ୍ୟାର ତାତି । ସରକାରକୁ ଜୟନାରାୟଣଙ୍କ ସିଧାସଳଖ ଟାର୍ଗେଟ

କନକ ବ୍ୟୁରୋ: ରାସ୍ତା ଉପରେ ଆଉ ଗଣମାଧ୍ୟମରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଘେରିବା ପରେ ଆଜି ବିଧାନସଭାରେ ମଧ୍ୟ ଜୋରଦାର ଆକ୍ରମଣ କରିଛନ୍ତି । ସିଧାସଳଖ ବିଜେଡି ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ…

ଖରା ଆସୁ ଆସୁ ଉଗ୍ର ହେଲାଣି ପିିଇବାପାଣି ସମସ୍ୟା । ଅଚଳ ସୋଲାର ପ୍ରକଳ୍ପ, ଚୂଆ ଓ ନାଳ ପାଣି ଭରସା ।

କନକ ବ୍ୟୁରୋ: ଖରାଦିନ ଆରମ୍ଭ ନହେଉଣୁ ପିିଇବାପାଣି ସମସ୍ୟା । ଟୋପାଏ ପାଣି ପାଇଁ ମାଇଲ ମାଇଲ ବାଟ ଯାଉଛନ୍ତି ଗାଁର ଲୋକେ । ଆଉ ଯେଉଁ ଗୋଟିଏ ନଳକୂଅ ରହିଛି ସେଠି ସକାଳୁ ସକାଳୁ ଲାଗିଯାଉଛି ଲମ୍ବା ଲାଇନ୍ । କୋରାପୁଟର ମାଙ୍ଗରା ଗାଁରେ ପାଣି ସମସ୍ୟା ଯାଗୁ ହନ୍ତସନ୍ତ ହେଉଛନ୍ତି ଲୋକେ । ଗାଁରେ…