Daily Archives

February 17, 2023

୩୦ ମିନିଟରେ ପଥ ଅତିକ୍ରାନ୍ତ କଲା ନୂତନ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନ୍, ସଡକପଥରେ ଯାଇଥିଲେ ଲାଗିଥାନ୍ତା ୨ ଘଂଟା

କନକ ବ୍ୟୁରୋ : ରୋଗୀଙ୍କ ପାଖେ ଔଷଧ ପହଂଚାଇଲା ଡ୍ରୋନ୍ । ଉତରାଖଣ୍ଡ ଗଢୱାଲର ଏକ ଦୁର୍ଗମ ଅଂଚଳର ସ୍ୱାସ୍ଥ୍ୟକେନ୍ଦ୍ରକୁ ଡ୍ରୋନ୍ ମାଧ୍ୟମରେ ଗଲା ଔଷଧ । ଯକ୍ଷ୍ମା ରୋଗୀଙ୍କ ପାଇଁ ଋଷିକେଶ ଏମ୍ସରୁ ତେହରିକୁ ଔଷଧ ପଠାଯାଇଛି । ଋଷିକେଶରୁ ତେହରି ୪୦ କିଲୋମିଟର ଥିବା ବେଳେ ଡ୍ରୋନକୁ ଏଥିପାଇଁ ୩୦…

ଅଣଛାତ୍ରଙ୍କୁ ବାହାର କରିବାକୁ ଆସି ହଟହଟା ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ହଷ୍ଟେଲ ଫାଟକରେ ତାଲା ପକାଇ…

କନକ ବ୍ୟୁରୋ: ବାଣୀବିହାରରେ ସେମିନାର ଚାଲିଥିବାବେଳେ, ଗଣ୍ଡଗୋଳ ପରେ କ୍ୟାମ୍ପସରେ ଥିବା ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ଗୁରୁବାର ସନ୍ଧ୍ୟାରେ ହଷ୍ଟେଲ ନିକଟରେ ପହଁଚିଥିଲେ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଟିମ୍ । ତେବେ ସିକ୍ୟୁରିଟିଗାର୍ଡ ଧରି ଗୋପବନ୍ଧୁ ଓ ମଧୁସୂଦନ ହଷ୍ଟେଲ ନିକଟରେ…

ମଞ୍ଚରେ ବସିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ଓ ସଚିବ । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କନକ ବ୍ୟୁରୋ: ମଞ୍ଚରେ ଥିଲେ ମନ୍ତ୍ରୀ, ଟାର୍ଗେଟ କଲେ ଧର୍ମେନ୍ଦ୍ର । ରାଜ୍ୟ ଓ କେନ୍ଦ୍ରର ମିଳିତ କର୍ମଶାଳାରେ ପୁଣି ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍ କରିଛନ୍ତି । ଗୋଟିଏ ମଞ୍ଚରେ ପଞ୍ଚାୟତିରାଜ ମନ୍ତ୍ରୀ ଓ ସଚିବ ବସିଥିବା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି…

ତୁର୍କୀରୁ ଫେରିଲେ ଏନଡିଆରଏଫ ବୀର, ଦେଶରେ ହେଲା ଜୋରଦାର ସ୍ୱାଗତ

କନକ ବ୍ୟୁରୋ : ପ୍ରଳୟଙ୍କାରି ଭୁକମ୍ପରେ ତୁର୍କୀକୁ ସାହାଯ୍ୟ କରିବା ପରେ ଭାରତ ଫେରିଛନ୍ତି ଏନଡିଆରଏଫ ଟିମ୍ । ୪୭ ଜଣିଆ ଏନଏଡିଆରଏଫର ଏହି ଟିମ୍ ତୁର୍କୀରେ ପ୍ରଂଶସନୀୟ କାମ କରିବାର ୧୦ ଦିନ ପରେ ଦେଶକୁ ଫେରିଛନ୍ତି । ଫେରିବା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇଛି । ଦିନରାତି ଲାଗିପଡି…

ଆଦାନୀ-ହିଣ୍ଡେନବର୍ଗ ବିବାଦ ପ୍ରସଙ୍ଗ, ସରକାର ବାଛିବେନି କମିଟି ସଦସ୍ୟ

କନକ ବ୍ୟୁରୋ : ବନ୍ଦ ଲଫାଫାରେ କମିଟି ସଦସ୍ୟ ଏବଂ ବିଶେଷଜ୍ଞଙ୍କ ନାମ ଦେଲେ ଗ୍ରହଣ କରିବେ ନାହିଁ ସୁପ୍ରିମକୋର୍ଟ । ଆଦାନୀ- ହିଣ୍ଡେନବର୍ଗ ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡି. ୱାଇ ଚନ୍ଦ୍ରଚୁଡ ଏହା କହିଛନ୍ତି । ଯଦି ସରକାର ଦେଇଥିବା ସଦସ୍ୟଙ୍କ ନାମକୁ ସାମ୍ବିଧାନିକ…

ବିଜେପିର ପୁରୁଣା ଖାତାରୁ ଏଥର ଆସିବନି ଭୋଟ୍ ! ଧାରା ୩୭୦, ରାମ ମନ୍ଦିର ପ୍ରସଙ୍ଗରେ ଆଉ ନାହିଁ ଭୋଟ୍ !

କନକ ବ୍ୟୁରୋ : ଦେଶର ସାଧାରଣ ନିର୍ବାଚନକୁ ପାଖାପାଖି ୪୦୦ ଦିନ ବାକି ଅଛି । ମୋଦୀ-ଶାହ ଯୋଡି ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି । ନିର୍ବାଚନ ଜିତି ମୋଦୀ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଜେପି ହ୍ୟାଟ୍ରିକ ମାରି ରେକର୍ଡ କରିବାକୁ…