Daily Archives

February 15, 2023

ହିଣ୍ଡେନବର୍ଗ ଓ ଆଦାନୀ ମାମଲାକୁ ନେଇ ସୁପ୍ରିମକୋର୍ଟରେ ପହଁଚିଲା କଂଗ୍ରେସ, ରିପୋର୍ଟକୁ ନେଇ ଆଦାନୀ ଗ୍ରୁପ ଉପରେ ତଦନ୍ତ…

କନକ ବ୍ୟୁରୋ : ହିଣ୍ଡେନବର୍ଗ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ । ଆଦାନୀ ଗ୍ରୁପ ଉପରେ ହିଣ୍ଡେନବର୍ଗ ଯେଉଁ ରିପୋର୍ଟ ପ୍ରକାଶ କରିଛି ଏହା ଉପରେ ସଠିକ ତଦନ୍ତ କରିବା ପାଇଁ କଂଗ୍ରେସ କୋର୍ଟରେ ଆବେଦନ କରିଛି । ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ…

ବଢୁଛି ପୁଲିସ ବାବୁଙ୍କ ପେଟ, ଚିନ୍ତାରେ କମିଶନରେଟ୍ ପୋଲିସ । ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି । ଶାରୀରିକ, ମାନସିକ…

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଏଏସଆଇ ଗୋପାଳ କୃଷ୍ଣ ଦାସ ଗୁଳି କରି ହତ୍ୟା କରିବା ପରେ, କମିଶନରେଟ୍ ପୋଲିସକୁ ଘାରିଛି କର୍ମଚାରୀଙ୍କ ଫିଟନେସ୍ ଚିନ୍ତା । ପୋଲିସ କର୍ମଚାରୀମାନେ ବିଭିନ୍ନ ପ୍ରକାରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ସେମାନେ କେମିତି ଫିଟ୍ ରହିବେ…

ତିନି ଫର୍ମାଟରେ ଏକ ନମ୍ବରରେ ଟିମ୍ ଇଣ୍ଡିଆ । ୧୧୫, ୧୧୪, ୧୬୭ ପଏଂଟ ସହ ଟେଷ୍ଟ, ଦିନିକିଆ, ଟି-୨୦ ରାଙ୍କିଂ ଭାରତ…

କନକ ବ୍ୟୁରୋ : କିକ୍ରେଟରେ ଇତିହାସ ରଚିଛି ଭାରତ । ଟେଷ୍ଟ, ଦିନିକିଆ, ଟି-୨୦ ତିନି ଫର୍ମାଟରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି । ନାଗପୁର ଟେଷ୍ଟରେ ଅଷ୍ଟ୍ରେଲିଆକୁ ଏକ ପାଳି ଏବଂ ଶହେରୁ ଅଧିକ ରନରେ ହରାଇବା ପରେ କଙ୍ଗାରୁ ଦଳକୁ ପଛରେ ପକାଇ ଟେଷ୍ଟରେ ଏକ ନମ୍ବର ର୍ୟାଙ୍କ ଆସିଛି ଭାରତ ।…

ଜଘନ୍ୟ ହତ୍ୟାକାଣ୍ଡରେ ପୁଣି ଦୋହଲିଲା ଦିଲ୍ଲୀ, ପ୍ରେମିକାକୁ ହତ୍ୟା କଲା ପିଶାଚ ପ୍ରେମିକ

କନକ ବ୍ୟୁରୋ : ଦିନେ ପରସ୍ପରକୁ ପ୍ରେମ କରୁଥିଲେ, ସବୁୁଦିନ ଏକାଠି ରହିବାକୁ ପ୍ରତିଶ୍ରୁତି ଦେଇଥିଲେ । ଭବିଷ୍ୟତ ପାଇଁ ଅନେକ ସ୍ୱପ୍ନ ମଧ୍ୟ ଦେଖିଥିଲେ । ଫଟୋକୁ ଦେଖିଲେ ଲାଗୁଛି ଏହି ପ୍ରେମୀଯୋଡି ହୁଏତ ସବୁଠୁ ଭାଗ୍ୟଶାଳୀ ଯୋଡି ହୋଇଥିବେ । କିନ୍ତୁ ଏବେ ଏମିତି କିଛି ଘଟଣା ଘଟିଛି ଯାହାକୁ…

ଟିମ ଇଣ୍ଡିଆର ଗୁମର ଖୋଲିଲେ ମୁଖ୍ୟ ଚୟନକର୍ତା, ଚେତନ ଶର୍ମାଙ୍କ ଷ୍ଟିଙ୍ଗ୍ ଅପରେସନ୍ ଭିଡିଓ

କନକ ବ୍ୟୁରୋ : ଆହତ ଏବଂ ବ୍ୟକ୍ତିଗତ ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭାରତୀୟ କିକେଟ୍ ଟିମର ଗୁମର ଖୋଲି ଦେଇଛନ୍ତି ଦଳର ମୁଖ୍ୟ ଚୟନକର୍ତା ଚେତନ ର୍ଶମା । ଯାହାକୁ ନେଇ ଏବେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏକ ଘରୋଇ ମିଡିଆ ଚ୍ୟାନେଲ ପକ୍ଷରୁ…

ଗୋପାଳର ନୂଆ ଠିକଣା ଚୌଦ୍ୱାର ଜେଲ, ସେଲ୍ ନମ୍ବର ୩ । କଡ଼ା ସୁରକ୍ଷା ବଳୟ ସହ ଲାଗିଛି ସିସିଟିଭି କ୍ୟାମେରା । ୩ଟି…

କନକ ବ୍ୟୁରୋ: ନବଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଏବେ ନୂଆ ଠିକଣା ପାଲଟିଛି ଚୌଦ୍ୱାର ଜେଲ୍ । ଗୋପାଳକୁ କଡା ସୁରକ୍ଷା ବଳୟରେ ରଖାଯାଇଛି । ଗୋପାଳ ରହିଥିବା ସେଲରେ ସିସିଟିଭି ଲଗାଯାଇଛି । ଏହା ଜରିଆରେ ସିଧାସଳଖ ଜେଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ନଜର ରଖାଯାଇପାରିବ । ଗୋପାଳ ଉପରେ…