Daily Archives

February 15, 2023

ପୁଣି ବିବାଦରେ ବିରୋଧୀ ଦଳ ନେତା । ବିଜେପିର ବିକ୍ଷୋଭ ବେଳେ ମହିଳା ଆଇଆଇସିଙ୍କୁ ଧକ୍କା ଦେଲେ ଜୟ ନାରାୟଣ, ପୁଲିସ…

କନକ ବ୍ୟୁରୋ: ପୁଣି ବିବାଦରେ ଫସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମ୍ବଲପୁରରେ ବିଜେପି ପ୍ରତିବାଦ କରୁଥିଲା ଆଉ ଦାବିପତ୍ର ଦେବାକୁ ନେଇ କଥା କଟାକଟି ଚାଲିଥିବା ବେଳେ ଆରମ୍ଭ ହୋଇଥିଲା ଧକ୍କା ମରାମରି । ଧନୁପାଲି ଥାନା ଆଇଆଇସି ଅନିିତା ପ୍ରଧାନଙ୍କୁ…

ଭାଲେଣ୍ଟାଇନ୍ ଡେ’ରେ ଅସଫଳ ପ୍ରେମିକଙ୍କୁ ମାଗଣାରେ ଚା ଓ କଫି ଦେଇ ଚର୍ଚ୍ଚାରେ ବିଏସସି ଗ୍ରାଜୁଏଟ ଚା’ ବାଲା ।…

କନକ ବ୍ୟୁରୋ: ବିଏସସି ଗ୍ରାଜୁଏଟ୍ ଚା’ବାଲା ସୁନିଲ କନ୍ଦପାଣି । ତାଙ୍କୁ ସମସ୍ତେ ବିଏସସି ଗ୍ରାଜୁଏଟ୍ ଚାଏବାଲା ବୋଲି ଜାଣନ୍ତି । ଦୁଇ ବର୍ଷ ହେବ ରାୟଗଡାର ଭିୟ୍ୟୁ ପଏଣ୍ଟରେ ଚା’ ଦୋକାନ କରିଛନ୍ତି । ହେଲେ ପ୍ରେମ ଦିବସ ଦିନ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଭାଲେଣ୍ଟାଇନ୍ସ ବା…

ଦିବଙ୍ଗତ ନେତା ଲୁଲୁଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ଝିଅ ଉପାସନା କଲେ ବଡ଼ ଘୋଷଣା । ୨୦୨୪ରେ ବ୍ରହ୍ମଗିରିରୁ ଲଢ଼ିବେ…

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଖେଇ ଆସୁଛି । ବ୍ରହ୍ମଗିରିରେ ଆଗାମୀ ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି । ୨୦୨୪ ନିର୍ବାଚନରେ ବ୍ରହ୍ମଗିରିରେ ବିଜେପିର ନୂଆ ଚେହେରା ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଥିଲା । ଏବେ ଦିବଙ୍ଗତ ବିଧାୟକ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା କହିଛନ୍ତି ସେ…

ଗୋପାଳପୁର ମାଣ୍ଡିଆ ପଲ୍ଲୀ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ…

କନକ ବ୍ୟୁରୋ : ଗୋପାଳପୁର ମାଣ୍ଡିଆ ପଲ୍ଲୀ ନିକଟରେ ଗତକାଲି ହୋଇଥିବା ସଡକ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାର ସୂଚନା ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସେମାନଙ୍କ ପାଇଁ…

ସୁନ୍ଦରଗଡ଼ ବଡ଼ଗୋଗୁଆ ପଞ୍ଚାୟତରେ ପୋତିଦେଲେ ବସ୍ତା ବସ୍ତା ପିଡିଏସ ଚାଉଳ । ପଞ୍ଚାୟତ ଅଫିସ ପଛ ପାଖରେ ଥିବା ଟାଙ୍କିରେ…

କନକ ବ୍ୟୁରୋ: ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ମିଳୁନି ଚାଉଳ । ସମସ୍ୟା ଘେରରେ ଥିବା ହିତାଧିକାରୀ ଦଉଡ଼ି ଦଉନି ନୟାନ୍ତ ହେଲେ ବି କେହି ତାଙ୍କ ଅଭିଯୋଗ ଶୁଣୁନାହାନ୍ତି । ହେଲେ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି ଭିନ୍ନ ଖବର । ବଣାଇ ବ୍ଲକର ବଡ଼ ଗୋଗୁଆ ପଞ୍ଚାୟତରେ ପୋତିଦେଲେ ବସ୍ତା ବସ୍ତା…

ବୌଦ୍ଧ ଜିଲ୍ଲାରେ ମରୁଭୂମି ପାଲଟିଛି ମହାନଦୀ । ଖରା ଆରମ୍ଭ ନହେଉଣୁ ଶୁଖିଗଲାଣି ଓଡ଼ିଶାର ବଡ଼ ନଦୀ ।

କନକ ବ୍ୟୁରୋ: ବୌଦ୍ଧ ଜିଲ୍ଲାରେ ମରୁଭୂମି ପାଲଟିଛି ଓଡ଼ିଶାର ଜୀବନ ଧାରା କୁହାଯାଉଥିବା ମହାନଦୀ । ଖରା ଆରମ୍ଭ ନହେଉଣୁ ଶୁଖିଲା ପଡ଼ିଛି ମହାନଦୀ । ବାଲିର ଶର୍ଯ୍ୟାରେ ଲୁପ୍ତ ହୋଇଯାଇଛି ମହାନଦୀର ଅକାତ ପାଣି । ଆଉ ଏହାର ସିଧା ପ୍ରଭାବ ପଡ଼ିଛି ସାଧାରଣ ଲୋକଙ୍କ ଉପରେ । ଶୁଖିଲା ପଡ଼ିଛି…