Daily Archives

February 10, 2023

ଦୁଇବର୍ଷ ପରେ ସୋସିଆଲ ମିଡିଆକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି, ପୁଣି ସକ୍ରିୟ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ…

କନକ ବ୍ୟୁରୋ : କ୍ୟାପିଟଲ ହିଂସା ଘଟଣା ପରେ ସୋସିଆଲ ମିଡିଆର ପ୍ରାୟ ସବୁ ପ୍ଲାଟଫର୍ମରୁ ବହିସ୍କୃତ ହୋଇଥିଲେ । ଏହାର ଦୁଇବର୍ଷ ପରେ ପୁଣି ଚାଲୁ ହେଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଂଟ । ପୁଣିଥରେ ସୋସିଆଲ ମିଡ଼ିଆ ଫ୍ଲାଟଫର୍ମ ଫେସବୁକ…

ବିଧାନସଭାରେ ହଟହଟା ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ବଜେଟ ଉପସ୍ଥାପନ ସମୟରେ ପୁରୁଣା ଭାଷଣ ପଡି ଚର୍ଚ୍ଚାରେ ଅଶୋକ…

କନକ ବ୍ୟୁରୋ : ଶୁକ୍ରବାର ରାଜସ୍ଥାନ ବିଧାନସଭାରେ କିଛି ଏମିତି କରିଛନ୍ତି ଯାହା ଆଶ୍ଚର୍ଯ୍ୟ କରିବା ସହ ହସାଇଛି ମଧ୍ୟ । ବଜେଟ ଉପସ୍ଥାପନ ସମୟରେ ଅଶୋକ ଗେହଲଟ ବଜେଟ ଭାଷଣ ପଡୁଥିବା ସମୟରେ ହଠାତ ବିରୋଧୀ ହଟଗୋଳ କରିଥିଲେ । କାରଣ ମୁଖ୍ୟମନ୍ତ୍ରୀ ନୂଆ ନୁହେଁ ବିଗତ ବର୍ଷ ପୁରୁଣା ବଜେଟ ଭାଷଣ…

ମା’ଙ୍କୁ ମନେପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଆ କବିତା ଆବୃତି କରି ବର୍ଣ୍ଣନା କଲେ ମାତୃଶକ୍ତିର ମହିମା ।

କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କ ମୁହଁରେ ଓଡ଼ିଆ କବିତା । ଗୋଟିଏ ପରେ ଗୋଟିଏ ଓଡ଼ିଆ କବିତାର ପଂକ୍ତି ଝରିଆସୁଥିଲା ମହାମହିମଙ୍କ ମୁହଁରୁ, ଆଉ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ ଉପସ୍ଥିତ ଜନତା । ଉକ୍ରଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।…

ଥାନା ପରିସରରେ ଯୁବକଙ୍କ ମୃତ୍ୟୁ । ଫୋନରେ କଥା ହେବା ବେଳେ ହଠାତ ଟଳିପଡ଼ିଲେ ବିଚିତ୍ର ପଳେଇ

କନକ ବ୍ୟୁରୋ: ସହିଦନଗର ଥାନା ପରିସରରେ ସଂପର୍କୀୟଙ୍କ ସହ ଫୋନରେ କଥା ହେବାବେଳେ ଅଚାନକ ଟଳି ପଡୁଛନ୍ତି ଜଣେ ଯୁବକ । ଥାନାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ଏହାର ପୂରା ଦୃଶ୍ୟ । ତେବେ ତତକ୍ଷଣାତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା ପୋଲିସ । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା…

କେନ୍ଦ୍ର ସରକାରଙ୍କଠୁ ମାମଲାର ସଂକ୍ଷିପ୍ତ ରିପୋର୍ଟ ସହ ପରାର୍ମଶ ମାଗିଲେ ସର୍ବୋଚ୍ଚ ନ୍ୟାୟଳୟ, କୋର୍ଟ କହିଲେ, ଭାରତୀୟ…

କନକ ବ୍ୟୁରୋ : ହିଣ୍ଡେନବର୍ଗ ରିପୋର୍ଟ ବିରୋଧରେ ହୋଇଥିବା ଆବେଦନ ଉପରେ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀ କରି ମାମଲା ଉପରେ କେନ୍ଦ୍ର ସରକାରଙ୍କଠୁ ପରାମର୍ଶ ମାଗିଛନ୍ତି କୋର୍ଟ । କୋର୍ଟ କହିଛନ୍ତି ନିବେଶକଙ୍କ ଅର୍ଥ କିଭଳି ସୁରକ୍ଷିତ ରହିବ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରାଯିବା…

କିଆରା ଓ ସିଦ୍ଧାର୍ଥଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା, ଭାଇରାଲ ହେଉଛି ବିବାହର ଟିଜର

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଏବେ ସବୁଠି ଷ୍ଟାର କପଲ  ନବ ବିବାହିତ କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା । ଏହାରି ମଧ୍ୟରେ ରିଲିଜ ହୋଇଛି ତାଙ୍କ ବିବାହର ଟିଜର । ଯାହା ଖୁବ ଭାଇରାଲ ହେବାରେ ଲାଗିଛି ।  ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇ ଫିଲ୍ମ…