Daily Archives

February 10, 2023

ଫସିରହିଛି ହଜାର ହଜାର ଜୀବନ, ବିପଦ ସମୟର ବନ୍ଧୁ ସାଜିଛି ଭାରତ

କନକ ବ୍ୟୁରୋ : ଭୂମିକମ୍ପ ପରେ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଛି ହଜାର ହଜାର ଜୀବନ । ବଂଚିବା ପାଇଁ କରୁଛନ୍ତି ସଂଘର୍ଷ, ସବୁଠି ହାହାକାର ପରିସ୍ଥିତି । ସହର ସବୁ ଶ୍ମଶାନ ପାଲଟିଗଲାଣି । ତୁର୍କୀ ଓ ସିରିଆରେ ସୋମବାର ହୋଇଥିବା ଭୂମିକମ୍ପ ପରେ ପରେ ଜୋରଦାର ଚାଲିଛି ଉଦ୍ଧାରକାର୍ଯ୍ୟ ।…

ଜମ୍ମୁକାଶ୍ମୀରରେ ମିଳିଲା ଗୁପ୍ତ ଖଣିଜ ଭଣ୍ଡାର, ଠାବ ହେଲା ବିଶାଳ ‘ଲିଥିୟମ’ ଖଣି

କନକ ବ୍ୟୁରୋ : ବର୍ଷ ଆରମ୍ଭରୁ ଦେଶ ପାଇଁ ଆସିଛି ବଡ ତଥା ଖୁସିର ଖବର । କାରଣ ଠାବ ହୋଇଛି ବିଶାଳ ଲିଥିୟମ ଭଣ୍ଡାର । ଜମ୍ମୁକଶ୍ମୀରରେ ଏହି ଲିଥିୟମ ଭଣ୍ଡାର ଠାବ ହୋଇଥିବା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୂ ସୂଚନା ଦିଆଯାଇଛି । ଗୁପ୍ତ ଭଣ୍ଡାର ବାବଦରେ ଯେଉଁ ସବୁ ତଥ୍ୟ ମିଳିଛି ତାକୁ…

ମହାକାଶ ଇତିହାସରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ, ସବୁଠୁ ଛୋଟ ଉପଗ୍ରହର ସଫଳ ଉତକ୍ଷେପଣ

କନକ ବ୍ୟୁରୋ : ଇତିହାସ ରଚିଲା ଇସ୍ରୋ । ସବୁଠୁ ଛୋଟ ଏସଏସଏଲଭିର ସଫଳ ଉତକ୍ଷେପଣ କରିଛି ଇସ୍ରୋ । ଶୁକ୍ରବାର ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରର ଏହି ଛୋଟ ଉପଗ୍ରହ ଏସଏସଏଲଭି-ଡି-ଟୁ ରକେଟ ଲଂଚ କରାଯାଇଛି । ଇତିହାସ ରଚିଲା ଇସ୍ରୋ: • ଅବଜରଭେସନ ସାଟେଲାଇଟ…

କଂଗ୍ରେସର ହାତ ଧରିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ । କହିଲେ,…

କନକ ବ୍ୟୁରୋ: ରାଜନୀତିରେ ବେଳେବେଳେ ଏମିତି ଦୃଶ୍ୟ ସାମ୍ନାକୁ ଆସେ, ଯାହା ସମସ୍ତଙ୍କୁ ଚକିତ କରିଦିଏ । ଦିନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା, ବିଜୁ ପଟ୍ଟନାୟକଙ୍କ ପରିବାର ସହ ନିବିଡ଼ ସମ୍ପର୍କ ଥିବା, ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ…

ସାମ୍ବାଦିକ ସମ୍ମିଳନୀ କରିବାକୁ ଚାହୁଁଛି ଗୋପାଳ! ମନକଥା ମିିଡ଼ିଆରେ କହିବାକୁ ଅଭିଯୁକ୍ତର ଇଚ୍ଛା । କାହିଁକି ମାରିଲା…

କନକ ବ୍ୟୁରୋ: ଗୋପାଳ ଚାହୁଁଛି ପ୍ରେସ କନଫରେନ୍ସ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଦେଖି ଜୋରରେ ହସୁଛି ଗୋପାଳ ଏବଂ ପ୍ରେସକନଫରେନ୍ସ କରି ସତ ସମସ୍ତଙ୍କ ସାମ୍ନାରେ ରଖିବା ପାଇଁ ଚାହୁଁଛି । ଅନ୍ୟପଟେ ପଶ୍ଚାତାପର ଚିହ୍ନବର୍ଣ୍ଣ ନାହିଁ ଗୋପାଳଙ୍କ…

ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି । ମନେ ପକାଇଲେ ପୁରୁଣା ସ୍ମୃତି ।…

କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କ ଆଖିରେ ଲୁହ । ମହାମହିମ ରାଷ୍ଟ୍ରପତି ଆଜି ରାଜଧାନୀର ରମାଦେବୀ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ । ପୁରୁଣା ଦିନର ସ୍ମୃତି ତାଜା ହୋଇଯାଇଥିଲା । ଏହିଠାରେ ପାଠ ପଢ଼ିବା ବେଳେ ସେଦିନର ସଂଘର୍ଷର କାହାଣୀ, ବନ୍ଧୁଙ୍କ ସହ…