Daily Archives

January 25, 2023

ଗଡ଼ିଲା ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ: ୮ ଦିନର ଯାତ୍ରାରେ ସାମିଲ ହେବେ ୬୦୦ ଶ୍ରଦ୍ଧାଳୁ

କନକ ବ୍ୟୁରୋ: ଶ୍ରୀଜଗନ୍ନାଥ ଧାମର ଦିବ୍ୟତାର ଅନୁଭବ କରିବା ପାଇଁ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥ ଯାତ୍ରା । ଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନରୁ ଗଡ଼ିଛି ଟ୍ରେନ । ସବୁଜ ପତାକା ଦେଖାଇ ଭାରତ ଗୌରବ ପର୍ଯ୍ୟଟନ ଯାତ୍ରାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର…

ଘରକୁ ନେଇ ତେଜିଲା ବିଜେଡି-ବିଜେପି କଳି: ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିବା ଅଭିଯୋଗରେ ବିଜେପିର ବିକ୍ଷୋଭ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ଭାବ୍ୟ ହିତାଧିକାରୀ ତାଲିକାକୁ ନେଇ ଗାଁ ଗାଁରେ ଅସନ୍ତୋଷ ଓ ବିରୋଧୀ ଦଳଙ୍କ ହୋହଲ୍ଲା ବଢ଼ି ବଢ଼ି ଚାଲିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଲୋକ ପଂଚାୟତ ଓ ବ୍ଲକ କାର୍ଯ୍ୟାଳୟର ଫାଟକରେ ତାଲା ପକାଇବାର ଦୃଶ୍ୟ ସାମନାକୁ ଆସିବାରେ ଲାଗିଛି ।…

ଆମେରିକାର ପୂର୍ବତନ ବୈଦେଶିକ ସଚିବ ମାଇକ ପମ୍ପିୟୋଙ୍କ ଖୁଲ୍ଲାସା । ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ଭାରତ ଉପରେ…

କନକ ବ୍ୟୁରୋ : ପାକିସ୍ତାନ ବିରୋଧରେ ବଡ ବୟାନ ଦେଲେ ଆମେରିକାର ପୂର୍ବତନ ବୈଦେଶିକ ମାଇକ ପମ୍ପିୟୋ । ୨-୨୦୧୯ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ଭାରତ ଉପରେ ପାକିସ୍ତାନ ଆଣବିକ ଆକ୍ରମଣ ପାଇଁ ଯୋଜନା କରିଥିଲା । ପାକିସ୍ତାନର ଏହି ଷଡଯନ୍ତ୍ର ବିଷୟରେ ତାଙ୍କୁ ଭାରତର ପୂର୍ବତନ…

ସୀମାରେ ଦୁର୍ଗମ ଅଂଚଳରେ ଜେଟ୍ ପ୍ୟାକ ସୁଟ୍ ପିନ୍ଧି ଶତ୍ରୁଙ୍କୁ ଦମନ କରିବେ ଭାରତୀୟ ଯବାନ । ୧୦ ହଜାର ଫୁଟ୍ ଉଚ୍ଚତା…

କନକ ବ୍ୟୁରୋ : ହାଇଟେକ୍ ହେବ ଇଣ୍ଡିଆନ ଆର୍ମିର ଯୁଦ୍ଧ ଲଢିବାର କ୍ଷମତା । ଆଉ ଶୂନ୍ୟରେ ଉଡିବ ସେନା । ଦୁର୍ଗମ ଅଂଚଳରେ ପ୍ରବେଶ କରି ଶତ୍ରୁକୁ ଦମନ କରିବେ ଭାରତୀୟ ସେନା । ଆଇରନ ମ୍ୟାନ୍ ଭଳି ଆକାଶରେ ଉଡିବେ ଆମ ଭାରତୀୟ ସେନା । ଏପରି ଉଡିବା ପାଇଁ ଆବଶ୍ୟକ ଅତ୍ୟାଧୁନିକ ଜ୍ୟାକପଟ କିଟ୍ । ଏହି…

ଭାରତ-ଚୀନ ସୀମା ବିବାଦ ଭିତରେ ପୂର୍ବ ଲଦାଖରୁ ଆସିଲା ବଡ ଖବର ସେନାର ସ୍ଥିତି ନେଇ ବାର୍ଷିକ ପୁଲିସ ବୈଠକରେ ଲେହ ପୁଲିସର…

କନକ ବ୍ୟୁରୋ : ଇଷ୍ଟର୍ଣ୍ଣ ଲଦାଖରେ ଅସ୍ତିତ୍ୱ ହରାଇଛି ଭାରତ । ୨୬ଟି ପାଟ୍ରୋଲିଂ ପଏଂଟରେ ନାହିଁ ସେନାର ଅବସ୍ଥିତି । ୬୫ ଫ୍ଲାସ୍ ପଏଟଂରୁ ୨୫ଟି ଭାରତର ନିୟନ୍ତ୍ରଣ ହରାଇଛି ବୋଲି ଲଦାଖର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ଚୀନ ସୀମା ବିବାଦକୁ ନେଇ ତିକ୍ତତା ଲାଗି ରହିଥିବାବେଳେ ସୀମା…

ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ବାର୍ତ୍ତା, ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନାର କଲେ ପ୍ରଶଂସା

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆଜି ଦେଶବାସୀଙ୍କ ଉର୍ଦ୍ଦେଶ୍ୟରେ ନିଜର ବାର୍ତ୍ତା ରଖିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୁପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି କି ଭାରତକୁ ଲୋକତନ୍ତ୍ରର ଜନନୀ ବୋଲି କୁହାଯାଇଥାଏ । ଏହାସହ ସମ୍ବିଧାନ ପ୍ରଣେତା ବାବା ସାହେବ…