Daily Archives

January 23, 2023

ଆର୍ଥିକ ସଙ୍କଟ ମଧ୍ୟରେ ବେହାଲ ପାକିସ୍ତାନ । ଅନ୍ଧାରରେ ବୁଡିଛି ପୂରା ଦେଶ । ଫେଲ ମାରିଲା ପାୱାର ସିଷ୍ଟମ ।

କନକ ବ୍ୟୁରୋ: ଗୋଟେ ପରେ ଗୋଟିଏ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଭୟଙ୍କର ଅର୍ଥନୈତିକ ସଙ୍କଟ ଓ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବାରେ ଅସମର୍ଥ ହେଉଥିବା ପାକିସ୍ତାନ ପାଇଁ ଏବେ ଆଉ ଏକ ବଡ ସଙ୍କଟ ଦେଖାଦେଇଛି । ଦେଶରେ ପାୱାର ସିଷ୍ଟମ ଫେଲ୍ ମାରିବା ଫଳରେ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଛି ।…

ବିନା ବୟଫ୍ରେଣ୍ଡରେ କଲେଜ ମନା! ମିଛ ନୋଟିସକୁ ନେଇ ପ୍ରବଳ ପ୍ରତିକ୍ରିୟା

କନକ ବ୍ୟୁରୋ: କଲେଜ ପ୍ରିନ୍ସିପାଲଙ୍କ ନାଁରେ ଭାଇରାଲ ହେଉଥିବା ନୋଟିସକୁ ନେଇ ଏହି ଛାତ୍ରୀମାନଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ମିଛ ନୋଟିସ ହୋଇଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ କିଭଳି ପଦକ୍ଷେପ ନିଆଯିବ, ତାକୁ ନେଇ ଚିନ୍ତାରେ କଲେଜର ଛାତ୍ରୀମାନେ । ଜଗତସିଂହପୁର ସ୍ୱାମୀ…

ବଢ଼ିଲା ଭାରତୀୟ ନୌସେନାର ଶକ୍ତି । ସେନାରେ ସାମିଲ ହେଲା ଆଇଏନଏସ ବାଗିର । ବୁଡାଜାହାଜ ବଢାଇବ ସେନାର ଶକ୍ତି

କନକ ବ୍ୟୁରୋ: ବଢ଼ିଲା ଭାରତୀୟ ନୌସେନାର ଶକ୍ତି । ସମୁଦ୍ରରେ ବୃଦ୍ଧି ପାଇଲା ଭାରତର ଶକ୍ତି । କଲବରୀ ଶ୍ରେଣୀର ପଞ୍ଚମ ବୁଡ଼ାଜାହାଜ ଆଇଏନଏସ ‘ବାଗିର’ ଭାରତୀୟ ନୌସେନାରେ ସାମିଲ ହୋଇଛି । ଏହାର ନିର୍ମାଣ ମଝାଗାଁଓ ଡକ୍ ଶିପବିଲ୍ଡର୍ସ ବା ଏମଡିଏଲ ଫ୍ରାନ୍ସର ମେମର୍ସ ନାଭାଲ ଗ୍ରୁପ୍ ସହଯୋଗରେ…

ଏଥର ଖଣ୍ଡଗିରିରେ ହୋଇପାରିବନି ଅଶ୍ଳିଳ ନାଚ: କଟକଣା ଲଗାଇଲା ପ୍ରଶାସନ, ଯାତ୍ରା ଆୟୋଜକ କମିଟିକୁ ବି ସତର୍କ କଲା ପୋଲିସ

କନକ ବ୍ୟୁରୋ: ଏଥର ଖଣ୍ଡଗିରିରେ ହୋଇପାରିବନି ଅଶ୍ଳୀଳ ନାଚ । ଏନଇ ପୋଲିସ ଯାତ୍ରା ଆୟୋଜକ କମିଟିକୁ ସତର୍କ କରାଇଦେଇଛନ୍ତି । ଅଶ୍ଳୀଳ ନୃତ୍ୟ ପରିବେଶଣ କଲେ ଯାତ୍ରା ବନ୍ଦ କରିଦେବାକୁ ଚେତାବନି ଦେଇଛି ପ୍ରଶାସନ । ବିଶେଷକରି ରାଣୀପଣ୍ଡା ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି । ଆସନ୍ତା ୩୦ରୁ…

ଆବାସ ତାଲିକାକୁ ନେଇ ଅସନ୍ତୋଷ । ସାରା ରାଜ୍ୟରେ ତେଜୁଛି ‘ଘର’ କଳି

କନକ ବ୍ୟୁରୋ: ସରକାରଙ୍କ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ପାଇବାକୁ ଯୋଗ୍ୟ ହିତାଧିକାରୀ ଏବେ ଅନାଇବସିଛନ୍ତି । ତାଲିକାରେ ସେମାନଙ୍କ ନାଁ ଆସିନଥିବାରୁ ବିଭିନ୍ନ ସ୍ଥାନରେ ଅସନ୍ତୋଷ ତେଜିବାରେ ଲାଗିଛି । ଆଉ ବିଭିନ୍ନ ଅଞ୍ଚଳରୁ ଆସିଛି ଅସନ୍ତୋଷର ଚିତ୍ର । ସରକାରଙ୍କ ଆବାସ ଯୋଜନାରେ ପକ୍କା…

ନେତାଜୀଙ୍କ ଜୟନ୍ତୀରେ କନକ ନ୍ୟୁଜ ପକ୍ଷରୁ ଆୟୋଜିତ ହେଲା ଫ୍ରିଡମ୍ ରନ୍: କଟକରେ ସାମିଲ ହେଲେ ଶହ ଶହ ଛାତ୍ରଛାତ୍ରୀଙ୍କ…

କନକ ବ୍ୟୁରୋ: ନେତାଜୀ ଜନ୍ମସ୍ଥାନରେ ସ୍ପିରିଟ୍ ଅଫ ଫ୍ରିଡମ ରନ୍ । ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ଜୟନ୍ତୀରେ କନକ ନ୍ୟୁଜ ପକ୍ଷରୁ କଟକରେ ଆୟୋଜନ କରାଯାଇଛି ମିନି ମାରାଥନ୍ । ଏଥିପାଇଁ ଆଜି ସକାଳ ପ୍ରାୟ ସାଢେ ୬ଟାରୁ ଆରମ୍ଭ ହୋଇଥିଲା ପ୍ରତିଯୋଗୀଙ୍କ ପଞ୍ଜିକରଣ । ସମସ୍ତଙ୍କୁ ଏକାପ୍ରକାର…