ଏମସିଏ ଛାତ୍ରଙ୍କ ଆତ୍ମହତ୍ୟା। ଭିଡିଓ କଲ କରି ଝୁଲିପଡିଲେ ଛାତ୍ର।

3,239

କନକ ବ୍ୟୁରୋ: ଭିଡିଓ କଲ କରି ଝୁଲିପଡିଲେ ଛାତ୍ର । ଶ୍ରୀ ଶ୍ରୀ ୟୁନିଭରସିଟିର ଏମସିଏ ଛାତ୍ରଙ୍କ ଆତ୍ମହତ୍ୟା । ଶଣ୍ଢପୁର ସ୍ଥିତ ଭଡାଘରେ ଭିଡିଓ କଲ କରି ଝୁଲିପଡିଲେ । ଘଟଣାସ୍ଥଳରେ ଗୋଡିସାହି ପୁଲିସର ଛାନଭିନ୍ । ବାନ୍ଧବୀଙ୍କୁ ଭିଡିଓ କଲ ଆତ୍ମହତ୍ୟା କଲେ ଛାତ୍ର ଜଣଙ୍କ ।