Daily Archives

January 17, 2023

୨୦୨୪ ଯାଏଁ ରହିବେ ନଡ୍ଡା। ଆଉ ବର୍ଷେ ବଢିଲା ସଭାପତି କାର୍ଯ୍ୟକାଳ।

କନକ ବ୍ୟୁରୋ: ୨୦୨୪ ପାଇଁ ବିଜେପିରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନଡ୍ଡାଙ୍କ ସଭାପତିତ୍ୱ ଉପରେ ପୁଣି ଭରସା କରିଛି ଦଳ । ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ସମୟରେ ଦଳର ପ୍ରଦର୍ଶନକୁ ଭିତିକରି ତାଙ୍କ କାର୍ଯ୍ୟକାଳକୁ ପୁଣି ଥରେ ବଢାଇବାକୁ ବିଜେପି ସର୍ବସମ୍ମତି ନିଷ୍ପତି ନେଇଛି । ୨୦୨୪ ଯାଏଁ…

ସଂକ୍ରମଣ ରୋକିବାକୁ କେରଳ ସରକାରଙ୍କ କୋଭିଡ କଟକଣା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

କନକ ବ୍ୟୁରୋ : ଚୀନରେ କରୋନା ମାମଲା ବଢିବା ସହ ଭାରତ, ଜାପାନ ଏବଂ ଆମେରିକା ପରି ଦେଶରେ କୋଭିଡ଼ ମାମଲା ବଢ଼ିବାରେ ଲାଗିଛି । ଆଉ ଏହାରି ମଧ୍ୟରେ କେରଳ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଅଫିସ, ଅନୁଷ୍ଠାନ,ଜନଗହଳି ଆଦି ସ୍ଥାନରେ…

ଲାଭ ଦେଉଛି ଓପିଜିସି। କାହିଁକି ଅଂଶଧନ ବିକିବାକୁ ଚାହୁଁଛନ୍ତି ସରକାର?

କନକ ବ୍ୟୁରୋ: ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ ବା ଓପିଜିସିରୁ ୪୯ ପ୍ରତିଶତ ଅଂଶଧନ ବିକିବେ ରାଜ୍ୟ ସରକାର । ଏ ନେଇ ଶକ୍ତି ବିଭାଗ ପକ୍ଷରୁ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରାଯାଇଛି । ଟେଣ୍ଡର ପକାଇବା ପାଇଁ ଫେବ୍ରୁଆରୀ ୨୮ ତାରିଖ ସଂଧ୍ୟା ୫ ଯାଏଁ ସମୟସୀମା ରହିଛି । ଆଗ୍ରହୀ…

ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ରାଜସ୍ଥାନ ରାଜନୀତି, ପୁଣି କଥା କଟାକଟି ହେଲେ ପାଇଲଟ ଓ ଗେହଲଟ

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ସରଗରମ ହୋଇଛି ରାଜ୍ୟରାଜନୀତି । ବୟାନବାଜୀ ପାଇଁ ପୁଣି ଚର୍ଚ୍ଚାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଦଳର ଯୁବ ନେତା ସଚିନ ପାଇଲଟ । ଶିକ୍ଷକ ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାକୁୁ ନେଇ ପରସ୍ପର ସହ…

ହକି ବିଶ୍ୱକପ୍ ଟ୍ରଫି ପରିକ୍ରମା ବେଳେ ହଙ୍ଗାମା। ସୁନ୍ଦରଗଡ଼ରେ ମୁହାଁମୁହିଁ ପୂର୍ବତନ ବିଧାୟକ ଓ ଜିଲ୍ଲାପାଳ।

କନକ ବ୍ୟୁରୋ: କାର୍ଯ୍ୟକ୍ରମ ଥିଲା, ହକି ବିଶ୍ୱକପ ଟ୍ରଫିର ସହର ପରିକ୍ରମା । ଏଥିପାଇଁ ସୁନ୍ଦରଗଡ଼ ସହରରେ ଥିଲା ବେଶ ଉତ୍ସାହ । ସୁସଜ୍ଜିତ ଗାଡ଼ିରେ ଯେତେବେଳେ ଟ୍ରଫି ଯାଉଥିଲା, ଶହ ଶହ ହକି ପ୍ରେମୀ ଏହାକୁ ସ୍ୱାଗତ କରୁଥିଲେ । ହକିର ଏହି ଉତ୍ସାହ, କିନ୍ତୁ ଉଦ୍ବେଗରେ ପରିଣତ ହୋଇଯାଇଥିଲା,…

ଉଗ୍ର ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ, ସେପଟେ ପଶ୍ଚିମଦେଶମାନଙ୍କଠୁ ଅଧିକ ଅସ୍ତ୍ରଶସ୍ତ୍ର ସହଯୋଗ ମାଗିଲା ୟୁକ୍ରେନ

କନକ ବ୍ୟୁରୋ : ଉଗ୍ର ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ । ଡିନ୍ପ୍ରୋରେ ରୁଷ ବଡ ଧରଣର ମିସାଇଲ ଆକ୍ରମଣ ପରେ ୩୦ରୁ ଅଧିକ ଲୋକ ନିଖୋଜ ଥିବା ୟୁକ୍ରେନ ଦାବି କରିଛି । ସୋମବାର ଆକ୍ରମଣରେ ୪୧ଜଣ ମୃତ୍ୟୁ ହୋଇଛି । ୟୁକ୍ରେନ ଏଭଳି ସମୟରେ ପଶ୍ଚିମ ଦେଶମାନଙ୍କୁ ହତିଆର ସହଯୋଗ ପାଇଁ ଅପିଲ କରିଛି ।…