Daily Archives

January 16, 2023

ବଢିଚାଲିଛି ଧନୀଙ୍କ ସମ୍ପତ୍ତିି, ଗରିବ ହେଉଛନ୍ତି ମଧ୍ୟବିତ୍ତ। ଧନୀ-ଗରିବଙ୍କ ଭିତରେ ଅସମାନତା ।

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଦେଶର ଧନୀ ବ୍ୟକ୍ତିଙ୍କ ତାଲିକା । ବଢିଛି ଧନୀ-ଗରିବଙ୍କ ମଧ୍ୟରେ ଅସମାନତା । ଅକ୍ସଫାମ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଦେଶର ୨୧ ଜଣ ଧନୀ କମାଇଛନ୍ତି ୭୦ କୋଟି ଭାରତୀୟଙ୍କ ଠାରୁ ଅଧିକ ଟଙ୍କା । କୋଭିଡ ମହାମାରୀ ସମୟରେ ଏହି ୨୧ ଜଣ ଧନୀଙ୍କ ସମ୍ପତି ଦିନକୁ ୧୨୧%…

ଫିଲ୍ମ ଷ୍ଟାଇଲରେ ମଦଲୁଟ୍। ନକଲି କାଗଜପଦତ୍ର ଦେଇ, ଟ୍ରକରେ ୫୬ଲକ୍ଷ ଟଙ୍କାର ମଦ ନେଇ ଛୁ ମାରିଥିଲେ ଲୁଟେରା।

କନକ ବ୍ୟୁରୋ: ‘ଦୃଶ୍ୟମ’ ଦେଖି ଅଦୃଶ୍ୟ କରିଦେଲେ ମାଲ୍! ରାୟପୁରର କାହାଣୀ, ଅନୁଗୁଳରେ କ୍ଲାଇମେକ୍ସ । ଏଭଳି ଚିତ୍ର ହେଉଛି ଭୁବନେଶ୍ୱରର ଭଗବାନପୁର ଅଞ୍ଚଳରେ ଥିବା ମଦ କାରଖାନାର । ମଦ ଚୋରି କରିବା ପାଇଁ ପ୍ରାୟ ମାସକୁ ଆଗରୁ ବ୍ଲୁ ପ୍ରିଣ୍ଟପ୍ରସ୍ତୁତ କରିଥିବା ଚୋର, ଭଦ୍ର ବେଶରେ ଚୋରି କରିବା…

ନେପାଳ ବିମାନ ଦୁର୍ଘଟଣାକୁ ନେଇ ସମସ୍ତଙ୍କ ମନରେ ଏକାଧିକ ପ୍ରଶ୍ନ ? ଏତେ ବଡ଼ ବିମାନ ଦୁର୍ଘଟଣା ହେଲା କାହିଁକି ଉଠିଲା…

କନକ ବ୍ୟୁରୋ: ଆକାଶରୁ ମାଟିକୁ ଛୁଇଁବା ପୂର୍ବରୁ ବିମାନଟି ସଂପୂର୍ଣ୍ଣ ନିଶ୍ଚିର୍ଣ୍ଣ ହୋଇଯିବ, ସେହି ଚିତ୍ର ଦେଖିଲେ ହୁଏତ କେହି କଳ୍ପନା କରିପାରିବେ ନାହିଁ । କିନ୍ତୁ ନେପାଳ ଆଶାର ସେହି ଦୃଶ୍ୟର ମାତ୍ର କିଛି ସେକେଣ୍ଡ ଭିତରେ ଅଚାନକ୍ ଗୋଟିଏ ପଟକୁ ନଇଁବାକୁ ଲାଗିଥିଲା ବିମାନ । ଆଉ ତା’ପରେ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୫ଟି ଗ୍ରୀଡ ସବଷ୍ଟେସନ ଲୋକାର୍ପିତ: ୨୫୦ କୋଟି ଖର୍ଚ୍ଚ, ୪ଟି ଜିଲ୍ଲାର ୨ ଲକ୍ଷ ଲୋକ ହେବେ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪ଟି ଜିଲ୍ଲାରେ ୫ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ ସବଷ୍ଟେସନ ଉଦଘାଟନ କରିଛନ୍ତି। ଏଥିପାଇଁ ୨୫୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ସ୍ଥାନଗୁଡିକ ହେଲା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ମାଲକାନଗିରିର କାଲିମେଳା,…

ମୃତ୍ୟୁ ପୂର୍ବର ୨୦ ସେକେଣ୍ଡ। ବିମାନ ଦୁର୍ଘଟଣାର ମର୍ମନ୍ତୁଦ କାହାଣୀ।

କନକ ବ୍ୟୁରୋ: ବିମାନ ତା ଗତିରେ ଉଡ଼ୁଥିଲା । ଯାତ୍ରୀଙ୍କ ମଧ୍ୟରେ ଖୁସି ଥିଲା । କିଏ କଥା ହେଉଥିଲା, ଆଉ କିଏ ଭିଡିଓ କରୁଥିଲା । ହେଲେ ମାତ୍ର କିଛି ମୂହୂର୍ତ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇଗଲା । ଏ ସବୁ ଚିତ୍ର ଥିଲା ନେପାଳ ବିମାନ ଦୁର୍ଘଟଣାର ଶେଷ ଭିଡିଓରେ । ଜଣେ ଭାରତୀୟ ଯାତ୍ରୀ…

ଛୁଆକୁ ମାରି ସାବତ ମା’ର ଆତ୍ମହତ୍ୟା! ପୁଅକୁ ମାରିବା ପରେ, ଝୁଲିପଡିଥିବା ଅନୁମାନ

କନକ ବ୍ୟୁରୋ: କଟକ ଶ୍ରୀରାମ ନଗର ଅଞ୍ଚଳରେ ଘଟିଛି ଏହି ଛାତି ଥରାଇ ଦେବା ଭଳି ଅଭାବନୀୟ ଘଟଣା । ଏହି ଘଟଣା ଯେତିକି ବିଭତ୍ସ ସେତିକି ହୃଦୟବିଦାରକ । ମାତ୍ର ୩ବର୍ଷର କଅଁଳ କୁନି ପୁଅକୁ ମାରିବା ପରେ ସାବତ ମା’ ନିଜ ଶାଢ଼ୀରେ ଝୁଲିପଡି ଆତ୍ମହତ୍ୟା କରିଥିବା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସମୟ –…