Daily Archives

January 15, 2023

ଉମରକୋଟ୍ ମାଟିରେ ବିଦେଶୀ ବରକୋଳି ଚାଷ। ୩ଏକର ଜମିରେ ଲଗାଇଛନ୍ତି ୧୩୦୦ ଚାରା।

କନକ ବ୍ୟୁରୋ: ବରକୋଳି ଚାଷ କରି ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି ଉମରକୋଟ ବ୍ଲକ ସ୍ଥିତ ଖାଣ୍ଡା ଗାଁର ମାଖନ ମଣ୍ଡଳ । ପିଲାଟି ଦିନରୁ ଚାଷ ପ୍ରତି ରୁଚି ରହିଥିବା ମାଖନ୍ ପୂର୍ବରୁ ସେ ଆମ୍ବ, ପଣସ ଭଳି ଫଳ ଚାଷ ଓ ବ୍ୟବସାୟ କରୁଥିଲେ । ବର୍ତମାନ ସେ ବରକୋଳି ଚାଷରେ ମନ ବଳାଇଛନ୍ତି ।…

ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା। ଜୈବିକ ସାର ଓ ପନିପରିବା ଚାଷ କରି ଭଲ ରୋଜଗାର କରୁଛନ୍ତି ଉଦ୍ୟମୀ ଚାଷୀ ସୁମନ। 

କନକ ବ୍ୟୁରୋ: ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । ଚାକିରି ଛାଡ଼ି ଜୈବିକ ପଦ୍ଧତିରେ ଚାଷ କରି ସଫଳତା ପାଇଛନ୍ତି ଗଂଜାମ ବେଗୁନିଆପଡ଼ା ଅଂଚଳର ଯୁବ ଚାଷୀ ସୁମନ । ଏହା ସହିତ ସେ ଜିଆ ଖତ ବ୍ୟବସାୟ କରି ଭଲ ଦି ପଇସା ରୋଜଗାର କରୁଛନ୍ତି । ଦିନେ ଅହମଦାବାଦରେ ରହି ମାର୍ବଲ କମ୍ପାନୀରେ କାମ…

ଶାଢ଼ୀରେ ପଟ୍ଟଚିତ୍ର, ଓଡ଼ିଶାର ଐତିହ୍ୟ ଓ ପରମ୍ପରାର ନିଦର୍ଶନ। କଣାସ ହସ୍ତକଳାକେନ୍ଦ୍ର ସ୍ଥାନୀୟ ଯୁବତୀଙ୍କୁ ଦେଉଛି…

କନକ ବ୍ୟୁରୋ: ଶାଢ଼ିରେ ସୁନ୍ଦର ସୁନ୍ଦର ହସ୍ତକଳାର ନିଦର୍ଶନ । ରଙ୍ଗତୁଳିରେ ହାତୀ, ଘୋଡା ଓ କଣ୍ଢେଇ ଆଙ୍କୁଛନ୍ତି କଳାକାର । ଗାଁ ଗହଳିରେ ରହୁଥିବା ଯୁବତୀମାନଙ୍କୁ ଏହି ହସ୍ତଶିଳ୍ପ କେନ୍ଦ୍ର କିଛି କଳା ଶିକ୍ଷିବାର ସୁଯୋଗ ଦେଉଛି । ପାଟ୍ଟଶାଢ଼ୀରେ ରଙ୍ଗବେରଙ୍ଗର ପଟ୍ଟଚିତ୍ର କରି ଏହାର ଅଧିକ…

ଜଳବାୟୁ ପରିବର୍ତନରେ ସହାୟକ ହେବ କୋରାପୁଟର ଦେଶୀ ବିହନ। ବନ୍ୟା, ମରୁଡ଼ି ଓ ଲୁଣି ପରିବେଶ ସହ୍ୟ କରିପାରିବ ୩ ପ୍ରଜାତିର…

କନକ ବ୍ୟୁରୋ: ଜଳବାୟୁ ପରିବର୍ତନରେ ସହାୟକ ହେବ କୋରାପୁଟର ୩ଟି କିସମର ଦେଶୀ ବିହନ । ବନ୍ୟା ମରୁଡ଼ି, ଲୁଣି ପରିବେଶ ସହ୍ୟ କରିପାରିବ କଳାଜିରା, ହଳଦୀ ଚୁଡ଼ି ଓ ମାଛକଂଟା ଧାନ । କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଏକ ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଆଗାମୀ ଦିନରେ ଜଳବାୟୁ…

ବିଜୟଙ୍କ ପୁଅ ଅରବିନ୍ଦଙ୍କୁ ନେଇ ବଢିଲା ଚର୍ଚ୍ଚା । ସପ୍ତାହକରେ ଦୁଇ ଦୁଇ ଥର ବନ୍ଧୁମିଳନ । ୨୪’ ପାଇଁ ଚାଲିଛି କି…

କନକ ବ୍ୟୁରୋ: ଚର୍ଚ୍ଚାରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ସପ୍ତାହକ ମଧ୍ୟରେ ଦୁଇଥର ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ଅରବିନ୍ଦ ମହାପାତ୍ର । ଗତ ରବିବାର ପାଟକୁରାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଆଜି ମହାକାଳପଡାରେ ବନ୍ଧୁମିଳନ…

ଚାକିରି ଦେବା ନାଁରେ ଆଇଟି ଇଞ୍ଜିନିୟରଙ୍କ ମହାଠକେଇ। ଅର୍ପିତ ପାଞ୍ଚାଲକୁ ମଧ୍ୟପ୍ରଦେଶରୁ ଗିରଫ କରି ଟ୍ରାଞ୍ଜିଟ…

କନକ ବ୍ୟୁରୋ: ଦେଶର ପ୍ରାୟ ୫୦ ହଜାର ଯୁବକ-ଯୁବତୀଙ୍କୁ ଚାକିରି ଦେବା ନାଁରେ ଲୁଟ କରିଥିବା ଏକ ବଡ଼ ଠକେଇ ରାକେଟର ଆଇଟି ମୁଖ୍ୟ । ଆଇଟିରେ ବିଟେକ୍ କରିଥିବା ଏହି ଯୁବକ ଏବେ ଇଓଡବ୍ଲ୍ୟୁ ପଞ୍ଝାରେ । ମଧ୍ୟପ୍ରଦେଶରୁ ଗିରଫ ହୋଇଥିବା ଅର୍ପିତ ପାଞ୍ଚାଲଙ୍କୁ ଟ୍ରାଂଜିଟ ରିମାଣ୍ଡରେ ଜେରାକରୁଛି…