Daily Archives

January 12, 2023

ଆଖି ଝଲସିଲା ଭଳି ଉଦଘାଟନୀ ଉତ୍ସବ । ବାରବାଟୀରୁ ବିଶ୍ୱ ଦେଖିଲା ଓଡିଶାର ଶକ୍ତି ।

କନକ ବ୍ୟୁରୋ: ଆଖି ଝଲସିଲା ଭଳି ଉଦଘାଟନୀ ଉତ୍ସବର ଆୟୋଜନ କରି ପ୍ରଶଂସା ସାଉଣ୍ଟୁଛନ୍ତି ଓଡିଶା ସରକାର । ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପର ଆୟୋଜନ କରି ଓଡିଶା ସରକାର ଏହାକୁ ଏକ ବିରାଟ ମହୋତ୍ସବରେ ପରିଣତ କରିଛନ୍ତି । ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ରଙ୍ଗାରଙ୍ଗ…

ବିହାର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନ , ‘ରାମଚରିତ ମାନସ’କୁ କହିଲେ ଅଭିଶପ୍ତ ଗ୍ରନ୍ଥ

କନକ ବ୍ୟୁରୋ : ମୌକା ଥିଲା ବିହାର ନାଳନ୍ଦା ମୁକ୍ତ ବିଶ୍ୱବିଦ୍ୟାଳର ଦିକ୍ଷାନ୍ତ ଉତ୍ସବର । ଯୋଗ ଦେଇଥିଲେ ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର । ଆଶା ଥିଲା ଯେଉଁ ନୂଆ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରେ ପାଠ ପଢିବା ପାଇଁ ଆସିଛନ୍ତି ତାଙ୍କୁ ଶିକ୍ଷାମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା…

ସୁପର ପାୱାର ଆମେରିକାରେ ସାଇବର ଏମରଜେନ୍ସିଂ, ଅଢେଇ ଘଂଟା ପାଇଁ ଅଟକିଗଲା ଜୀବନ

କନକ ବ୍ୟୁରୋ : ସୁପରପାୱାର ଆମେରିକା । ଯେଉଁଠି ଅଧିକାଂଶ ଲୋକ ଯାତାୟତ ପାଇଁ କେବଳ ଆଉ କେବଳ ବିମାନ ଉପରେ ନିର୍ଭର କରନ୍ତି । ଯେଉଁଠି ସବୁ ଦେଶର ବିମାନ ଅବତରଣ କରେ ଓ ଏଠାରୁ ଉଡାଣ ଭରେ । ସେଠାରେ ବୁଧବାର ଅପରାହ୍ନ ସମୟରେ ଆମେରିକା ଏଭିଏସନର ପକ୍ଷରୁ  ଏକ ଟୁଇଟ ଆସେ । ଆଉ ଏହି ଟୁଇଟ କେବଳ…

ସରକାରୀ ବିଜ୍ଞାପନରେ ହେରଫେର ଅଭିଯୋଗ, ୧୬୪ କୋଟି ଟଙ୍କା ଜମା କରିବାକୁ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରିକଲା ସୂଚନା ଓ…

କନକ ବ୍ୟୁରୋ : ଦିଲ୍ଲୀରେ ଆମ ଆଦମି ପାର୍ଟି ଓ ବିଜେପି ମଧ୍ୟରେ ଚାଲିଛି ବାକଯୁଦ୍ଧ । ଜଣେ ଅନ୍ୟ ଜଣଙ୍କ ଉପରେ ଅଭିଯୋଗ ପରେ ଅଭିଯୋଗ ଲଦିବାରେ ଲାଗିଛନ୍ତି । ବିଜେପି ନିଜର ରାଜନୈତିକ ହିତ ପାଇଁ ଦିଲ୍ଲୀ ଅଫିସରଙ୍କୁ ବ୍ୟବହାର କରୁଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ।…

କାଲିଠୁ ହକି ମହାକୁମ୍ଭ । ପ୍ରଥମ ଦିନରେ ଖେଳାଯିବ ୪ଟି ମ୍ୟାଚ । ସନ୍ଧ୍ୟା ୭ଟାରେ ଭାରତକୁ ଭେଟିବ ସ୍ପେନ୍ ।

କନକ ବ୍ୟୁରୋ: ଗତକାଲି ସାରା ବିଶ୍ୱ ଦେଖିଥିଲା ବିଶ୍ୱ ହକି ମହାକୁମ୍ଭର ଚମକାଇ ଦେବା ଭଳି ଉଦଘାଟନୀ ଉତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲକିଥିଲା ବାରବାଟୀ ଷ୍ଟାଡିୟମ । କିନ୍ତୁ ମହାକୁମ୍ଭର ଅସଲ ମୁକାବିଲା ଆରମ୍ଭ ହେବ ଆସନ୍ତାକାଲି । କାଲି ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବ ।…

ମାଗଣା ଚାଉଳରେ ଲାଗିବ କି ମୋଦୀଙ୍କ ଫଟୋ? ଯୋଜନାର ନାଁ ବଦଳାଇଲା କେନ୍ଦ୍ର । ପିଡିଏସ୍ ସାମଗ୍ରୀ ବଣ୍ଟନ ବେଳେ ଦିଆଯିବ…

କନକ ବ୍ୟୁରୋ: କେନ୍ଦ୍ର ସରକାର ମାଗଣା ଚାଉଳ ଦେବାକୁ ଘୋଷଣା କରିବା ପରେ ଶ୍ରେୟକୁ ନେଇ ଜୋର ହୋଇଛି ରାଜନୀତି । ଲୋକଙ୍କୁ କେନ୍ଦ୍ର ହିଁ ମାଗଣାରେ ଚାଉଳ ଦେଉଛି ବୋଲି ବାର୍ତ୍ତା ପହଞ୍ଚାଇବା ପାଇଁ ଚାଉଳକୁ ମୋଦୀ ବ୍ରାଣ୍ଡିଂ କରିବାକୁ ଯୋଜନା ହୋଇଥିବା ଜଣାପଡିଛି । ଏଥିପାଇଁ ଚାଉଳ  ଓ ଗହମ ବଣ୍ଟନ…