Daily Archives

January 11, 2023

ସାରାରାଜ୍ୟରେ ହକି ଫିଭର: ରାଜ୍ୟବାସୀ ଦେଖିଲେ ହକି ବିଶ୍ୱକପ୍ ଉଦଘାଟନୀ

କନକ ବ୍ୟୁରୋ: ଓଡିଶା ଇତିହାସରେ ବୋଧହୁଏ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି, ଯେତେବେଳେ ସାରା ରାଜ୍ୟକୁ ଘାରିଛି ହକି ଫିଭର । ପିଲାଠୁ ବୟସ୍କ, ସମସ୍ତଙ୍କ ଭିତରେ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ଦେଖିବା ପାଇଁ ନାହିଁ ନଥିବା ଉକ୍ରଣ୍ଠା ଦେଖାଯାଇଛି । ଗାଁ ଠୁ ସହର ସବୁଠି ହକି ବିଶ୍ୱକପ୍…

ଉଦଘାଟିତ ହେଲା ପୁରୁଷ ହକି ବିଶ୍ୱକପ-୨୦୨୩। କଟକ ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।

କନକ ବ୍ୟୁରୋ: ଉଦଘାଟିତ ହୋଇଛି ପୁରୁଷ ହକି ବିଶ୍ୱକପ । କଟକର ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଏହାକୁ ଉଦଘାଟନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟ କ୍ରୀଡାମନ୍ତ୍ରୀ…

ଆଇଏମଏସଆର ବିଏସସି ନର୍ସିଂ ଇନଷ୍ଟିଚ୍ୟୁଟ ତରଫରୁ ତୃତୀୟ ବାର୍ଷିକ ସଭା । 

କନକ ବ୍ୟୁରୋ: ବାଲେଶ୍ୱର ବାଣୀଭବନ ଠାରେ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଅନୁଷ୍ଠାନ ଆଇଏମଏସଆର ବିଏସସି ନର୍ସିଂ ଇନଷ୍ଟିଚ୍ୟୁଟ ତରଫରୁ ତୃତୀୟ ବାର୍ଷିକୀ ସ୍ୱାଗତ ସଭା ଅନୁଷ୍ଠିତ ହୋଇଯାଇଛି । ଏହାର କାର୍ୟ୍ୟକାରୀ ନିର୍ଦେଶକ ସ୍ମୃତି ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ ଓ ପ୍ରାରମ୍ଭିକ…

ହଜ୍ ଯାତ୍ରାକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଶେଷ ହେଲା ଭିଆଇପି କୋଟା।

କନକ ବ୍ୟୁରୋ: କେନ୍ଦ୍ର ସରକାର ବୁଧବାର ହଜ ଯାତ୍ରୀଙ୍କ ପାଇଁ ଭିଆଇପି କୋଟା ଶେଷ କରିଛନ୍ତି । ବର୍ତ୍ତମାନ ଭିଆଇପି ଯାତ୍ରୀମାନେ ସାଧାରଣ ଯାତ୍ରୀଙ୍କ ଭଳି ନିଜର ଯାତ୍ରା କରିବେ । ସୂଚନା ଅନୁସାରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ସଂଖ୍ୟାଲଘୁ ବିଭାଗର ମନ୍ତ୍ରୀଙ୍କ ସହ…

ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କଲା ସେନା, ବରଫରେ ବନ୍ଦ ଥିବା ରାସ୍ତା ପାର କରି ଡାକ୍ତରଖାନାରେ ପହଞ୍ଚିଲେ…

କନକ ବ୍ୟୁରୋ: ଭାରତୀୟ ସେନାର ଯବାନ ମଙ୍ଗଳବାର ଜାମ୍ମୁକାଶ୍ମୀର ବୁନିଆରରେ ପ୍ରବଳ ବରଫପାତ ସମୟରେ ଜଣେ ଗର୍ଭବତୀଙ୍କୁ ଉଦ୍ଧାର କରିଛନ୍ତି । ମହିଳାଙ୍କୁ ଗାଁରୁ ଉଦ୍ଧାର ପରେ ଆଧିକାରିକ ଭାବେ ବୟାନ ରଖିଛି ସେନା । ସେନା ପକ୍ଷରୁ କୁହାଯାଇଛି, ଡୈଗର ଡିଭିଜନରେ କାର୍ମିୟାରେ ବୁନିୟାର ତହସିଲର…

ଏନସିପି ସାଂସଦଙ୍କୁ ୧୦ ବର୍ଷର ଜେଲଦଣ୍ଡ, ୧୩ ବର୍ଷ ପୁରୁଣା ମାମଲାରେ ଆସିଲା କୋର୍ଟଙ୍କ ରାୟ।

କନକ ବ୍ୟୁରୋ: ଲାକ୍ଷାଦୀପର କରାରତ୍ତୀର ଏକ ଅଦାଲତ ଏନସିପି ସାଂସଦ ମହମ୍ମଦ ଫୈଜଲଙ୍କୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ୨୦୦୯ ମସିହାରେ ଏକ ମାମଲାରେ ସେ ଦୋଷୀ ସାବ୍ୟସ୍ଥ ହୋଇଛନ୍ତି । ହତ୍ୟା ଉଦ୍ୟମ ମାମଲାରେ ଏହି ରାୟ ଆସିଛି । ଫୈଜଲ ୨୦୧୪ ମସିହାରେ ସଂସଦରେ ଏହି କେନ୍ଦ୍ର ଶାସିତ…