Daily Archives

January 10, 2023

ଆଫଗାନରେ ମହିଳାଙ୍କ ପ୍ରତି ବଢୁଛି ଯାତନା। ଏଣିକି କେବଳ ପ୍ରାଇମେରୀ ଯାଏଁ ପାଠପଢିବା ପାଇଁ ଝିଅମାନଙ୍କୁ ମିଳିବ ଅନୁମତି।

କନକ ବ୍ୟୁରୋ: ଆଫଗାନିସ୍ତାନରେ ପୁଣି ନିୟମ କଡ଼ାକଡ଼ି କଲା ତାଲିବାନ । ଆଫଗାନ ଝିଅମାନେ ଏବେ କେବଳ ପ୍ରାଇମେରୀ ଯାଏଁ ପାଠ ପଡିପାରିବେ । ପୂର୍ବରୁ ତାଲିବାନ ଝିଅମାନଙ୍କ କଲେଜପାଠ ପଢା ଉପରେ ବ୍ୟାନ ଲଗାଇଥିବାବେଳେ ଏବେ ପୁଣି ନୂଆ ଫରମାନ ଜାରି କରଛି । ଉଭୟ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଏହି…

ଚର୍ଚ୍ଚା ଫିଲ୍ମ ଦ କାଶ୍ମୀର ଫାଇଲସ। ଓସ୍କାର ୨୦୨୩ ରେସରେ ଫିଲ୍ମ ସାମିଲ।

କନକ ବ୍ୟୁରୋ: ଓସ୍କାର-୨୦୨୩ ପାଇଁ ଫିଲ୍ମଗୁଡ଼ିକର ତାଲିକା ପ୍ରକାଶ ପାଇଛି । ଏହି ସର୍ଟଲିଷ୍ଟରେ ସ୍ଥାନ ପାଇଛି ବିବାଦିତ ଲୋକପ୍ରିୟ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ । ତେବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏନେଇ ଏକ ଟ୍ୱିଟ କରିଛନ୍ତି । ଯେଉଁଥିରେ ଓସ୍କାର-୨୦୨୩ର ପ୍ରଥମ ତାଲିକାର…

ଟେସଲା ମାଲିକ ଏଲନ ମସ୍କଙ୍କୁ ରେକର୍ଡ ସ୍ତରରେ କ୍ଷତି। ୧୪ହଜାର କୋଟି ଟଙ୍କା ହରାଇ ରେକର୍ଡ କଲେ ମସ୍କ।

କନକ ବ୍ୟୁରୋ: ଟେଲସା ଏବଂ ସ୍ପେସଏକ୍ସ ସିଇଓ ଏଲନ ମସ୍କଙ୍କ ସମସ୍ୟା ବୃଦ୍ଧି । ବର୍ଷ ଆରମ୍ଭରୁ ମସ୍କଙ୍କୁ ବଡ କ୍ଷତି ସହିବାକୁ ପଡିଛି । ସୂଚନା ଅନୁସାରେ ନଭେମ୍ବର ୨୦୨୧ରୁ ଏବେ ସୁଦ୍ଧା ପାଖାପାଖି ୧୪ ହଜାର କୋଟି ଟଙ୍କାର କ୍ଷତି ସେ ସହିଛନ୍ତି । ରେକର୍ଡସ୍ତରରେ ମସ୍କଙ୍କୁ ଏତେ ବଡ କ୍ଷତି…

ଚୀନରେ ମାଡୁଛି କରୋନା, ବଢୁଛି ଭୟ। ଜାନୁଆରୀ ୧୩ରେ ଶୀର୍ଷ ଛୁଇଁବ ସଂକ୍ରମଣ।

କନକ ବ୍ୟୁରୋ: ଚୀନରେ କରୋନାର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଜିନପିଙ୍ଗ ସରକାର ଦେଶରୁ ସମସ୍ତ କଟକଣା ହଟାଇବାପରେ ସଂକ୍ରମଣ ବୃଦ୍ଧି ଆଶଙ୍କା ବେଶ ଅଧିକ ହୋଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜାନୁଆରୀ ୧୩ ସୁଦ୍ଧା ଚୀନରେ ସଂକ୍ରମଣ ଶୀର୍ଷ ଛୁଇଁବ । ଏହା ଯୋଗୁଁ ପ୍ରତିଦିନ…

ଶୀତଦିନେ ଟି-ସାର୍ଟ ପିନ୍ଧିବାର କାରଣ କହିଲେ ରାହୁଲ। ଦାରିଦ୍ର୍ୟ କଥା ଉଠାଇ ସମାଲୋଚକଙ୍କୁ ଦେଲେ ଜବାବ।

କନକ ବ୍ୟୁରୋ: ଯେତେବେଳେ ସାରା ଭାରତ ହାଡଭଙ୍ଗା ଶୀତରେ ଥରୁଛି ସେତେବେଳେ ରାହୁଲ ଗାନ୍ଧୀ ଟି-ସାର୍ଟ ପିନ୍ଧି ଭାରତ ଯୋଡ ଯାତ୍ରା କରୁଛନ୍ତି । ଯାହାକୁ ନେଇ ରାହୁଲଙ୍କ ସମାଲୋଚକ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି । ଏବେ ଏହାକୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିଛନ୍ତି ରାହୁଲ ଗାନ୍ଧୀ । ଭାରତଯୋଡ଼…

ସାରା ଓଡ଼ିଶାରେ ହକି ଫିଭର: ହକିର ଉତ୍ସାହରେ ଉତ୍ସାହିତ ଓଡ଼ିଶା

କନକ ବ୍ୟୁରୋ: ଓଡ଼ିଶାର କ୍ରୀଡ଼ା ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଅଧ୍ୟାୟ ।ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ସଜେଇ ହୋଇଛି ଐତିହାସିକ ବାରବାଟୀ ଷ୍ଟାଡିୟମ୍ । ମାତ୍ର କିଛି ଘଂଟାର ଅପେକ୍ଷା । ବାଜିବ ହକି ବିଶ୍ୱ କପର ବିଗୁଲ୍ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହାର ଶୁଭାରମ୍ଭ…