Daily Archives

January 6, 2023

ସମଲିଙ୍ଗୀ ବିବାହକୁ ମିଳିବ ମାନ୍ୟତା? ବିଚାର ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ, କେନ୍ଦ୍ର ସରକାର ରଖିବେ ମତାମତ।

କନକ ବ୍ୟୁରୋ: ତୃତୀୟ ଲିଙ୍ଗଙ୍କ ଅଧିକାରର ସୁରକ୍ଷା ପାଇଁ ବଡ ପଦକ୍ଷେପ ନେଇଛନ୍ତି ସୁପ୍ରିମକୋର୍ଟ । ଫଳରେ ସମଲିଙ୍ଗୀ ବିବାହକୁ ନ୍ୟାୟିକ ମାନ୍ୟତା ମିଳିବା ନେଇ ଆଶା ସୃଷ୍ଟି ହୋଇଛି । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ଏ ସମ୍ପର୍କିତ ସମସ୍ତ ଆଦେବନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି…

ରାଜନୀତିରେ ମାଗଣା ଚାଉଳ। ମୋଦୀ ଚାଉଳ ବନାମ ନବୀନ ଚାଉଳ। 

କନକ ବ୍ୟୁରୋ: ମାଗଣା ଚାଉଳ ବଣ୍ଟାକୁ ନେଇ ଜୋର ଧରିଛି ରାଜନୀତି । ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଗଣା ଚାଉଳର ହିସାବ ଦେବା ପରେ ଶୁକ୍ରବାର କେନ୍ଦ୍ରକୁ ଘେରିଛି ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଂସଦ ସସ୍ମିତ ପାତ୍ର ୨ଟି…

ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମକୁ ନେଇ ବିତର୍କ। କ୍ରୀଡ଼ାମନ୍ତ୍ରୀ କହିଲେ, ଏଫଆଇଏଚ୍ ଦେଇଛି ମାନ୍ୟତା।

କନକ ବ୍ୟୁରୋ: ରାଉରକେଲାର ବିର୍ସା ମୁଣ୍ଡା ଇଣ୍ଟରନ୍ୟାସନାଲ୍ ହକି ଷ୍ଟାଡିୟମ ବିଶ୍ୱର ସବୁଠୁ ବଡ଼ ହକି ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ଓ ଖବର କାଗଜ ବିଜ୍ଞାପନରେ ଏପରି ଉଲ୍ଲେଖ ହେବା ପରେ ଏହାକୁ ନେଇ ବିତର୍କ ଜୋରଦାର ହୋଇଛି । ଏହି ତଥ୍ୟ ଭ୍ରମାତ୍ମକ ବୋଲି ସୋସିଆଲ୍ ମିଡିଆ ଓ କିଛି…

ମହାରାଜ କଂସକୁ ଘାରିଛି ମୃତ୍ୟୁ ଭୟ। ସ୍ୱପ୍ନରେ କୃଷ୍ଣଙ୍କ ଦର୍ଶନ କରି ଆତଙ୍କିତ ହୋଇଯାଇଛନ୍ତି ମଥୁରା ନରେଶ।

କନକ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ବରଗଡ଼ ଧନୁଯାତ୍ରା । ମଥୁରାନଗରୀରେ ବଢ଼ିଯାଇଛି ପାପର ଭାର । ପାଖେଇ ଆସୁଛି କଂସ ମହାରାଜଙ୍କ ମୃତ୍ୟୁ । କୃଷ୍ଣ-ବଳରାମ ବେନିଭାଇ ମଥୁରାପୁରରେ ପାଦ ଦେଉ ଦେଉ ମହାରାଜଙ୍କୁ ଘାରିଛି ମୃତ୍ୟୁର ଭୟ । ମଧ୍ୟରାତ୍ରୀରେ ଭାଙ୍ଗିଯାଇଛି କଂସ ମହାରାଜଙ୍କ ନିଦ…

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କନ୍ଧମାଳ। କଫି ବଗିଚା ବୁଲିବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ ।

କନକ ବ୍ୟୁରୋ: କନ୍ଧମାଳ କଫି ବଗିଚା ବୁଲିବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କଫି ବଗିଚା ଓ ପାଇନ୍ ଜଙ୍ଗଲରେ ଭିଡ ଲଗାଉଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ । ଦାରିଙ୍ଗବାଡି ଠାରୁ ବ୍ରାହ୍ମଣିଗାଁ ଯିବା ରାସ୍ତାରେ ୨କିମି ଦୂରରେ ରହିଛି…

ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଯୁବକର କଙ୍କାଳ। ଗଞ୍ଜେଇ ଚୋରାଚାଲାଣ ନେଇ ହତ୍ୟା।

କନକ ବ୍ୟୁରୋ: ଦେଢମାସ ପରେ ଘଞ୍ଚ ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ କଙ୍କାଳ । ଗଂଜେଇ ଚୋରା ଚାଲାଣ ନେଇ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଘଞ୍ଚ ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲେ ଦୁଇ ସାଥୀ ଗଞ୍ଜେଇ ଚାଲାଣକାରୀ । ଆଉ ମୋଟର ସାଇକଲକୁ ବାଲିମେଳା ଜଳ ଭଣ୍ଡାର ଭିତରେ ଫିଙ୍ଗି ଦେଇଥିଲେ…