Daily Archives

December 31, 2022

ଶ୍ରୀଜଗନ୍ନାଥଧାମରେ ଗଢ଼ନ୍ତୁ ଆପଣଙ୍କ ସ୍ୱପ୍ନର ଘର, ସାପ୍ ରିଏଲଏଷ୍ଟେଟ ଆଣିଛି ଆକର୍ଷଣୀୟ ଅଫର

କନକ ବ୍ୟୁରୋ: ଆପଣଙ୍କର ଯଦି ଶ୍ରୀଜଗନ୍ନାଥଧାମ ପୁରୀରେ ଗୋଟିଏ ଘର ପାଇଁ ସ୍ବପ୍ନ ଅଛି, ଏହାକୁ ପୁରଣ କରିବାକୁ ଯାଉଛନ୍ତି ସାପ୍ ରିଏଲଏଷ୍ଟେଟ। ମେରାଇନ ଡ୍ରାଇଭ-ମାଳତୀପାଟପୁର ୩୧୬ ନମ୍ବର ଜାତୀୟ ରାଜପଥ ଲିଙ୍କ ରୋଡ ନିକଟରେ ପ୍ରସ୍ତୁତ ହେଉଛି ୧୦୦ ଏକର ବିଶିଷ୍ଟ ଏକ ନୂଆ ଟାଉନସିପ। ଏଥିରେ ରହିଛି…

କାଶ୍ମୀରରେ ଚଳିତ ବର୍ଷ ୯୩ ଏନକାଉଁଣ୍ଟର । ସୁରକ୍ଷାବଳଙ୍କ ଗୁଳିରେ ୧୭୨ ଆତଙ୍କବାଦୀ ମୃତ, ୨୯ ନାଗରିକଙ୍କର ଯାଇଛି ଜୀବନ

କନକ ବ୍ୟୁରୋ : ଆତଙ୍କବାଦ ବିରୋଧରେ ସେନା ପକ୍ଷରୁ ଜମ୍ମୁ-କାଶ୍ମୀରରେ ଜାରି ରହିଛି ଅପରେଶନ । କାଶ୍ମୀର ଏଡିଜିପି କହିଛନ୍ତି କି କେବଳ କାଶ୍ମୀର ଜୋନରେ ଚଳିତ ବର୍ଷ ମୋଟ ୯୩ ଟି ସଫଳ ଏନକାଉଁଣ୍ଟର ହୋଇଛି । ଏହି ଏନକାଉଁଣ୍ଟରରେ ୧୭୨ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି । ଏଭଳି ଘଟଣାରେ ୪୨ ଜଣ…

ମାର୍ଚ୍ଚ ୧ରୁ ହେବ ଯୁକ୍ତ ଦୁଇ ପରୀକ୍ଷା: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶିତ

କନକ ବ୍ୟୁରୋ: ମାର୍ଚ୍ଚ ୧ରୁ ଆରମ୍ଭ ହେବ +୨ ପରୀକ୍ଷା । କଳା, ବାଣିଜ୍ୟ, ବିଜ୍ଞାନ ଧନ୍ଦାମୂଳକ ଶିକ୍ଷା ପାଇଁ ଜାରି ହେଲା ସୂଚୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧ରୁ ବିଜ୍ଞାନ ପରୀକ୍ଷା ହେବାକୁ ଥିବା ବେଳେ ୨ ତାରଖରୁ କଳା ଓ ବାଣିଜ୍ୟ…

ଅଫିସ୍ ସାରି ଫେରୁଥିଲେ ୨ ସାଙ୍ଗ । ବାଟରେ ଦଳିଦେଲା ଟ୍ରକ୍ ।

କନକ ବ୍ୟୁରୋ: ଶିବମ୍ ଓ ଉକ୍ରର୍ଷ ଦୁଇ ଅନ୍ତରଙ୍ଗ ସାଙ୍ଗ । ଗୋଟିଏ ବ୍ୟାଙ୍କରେ ୨ଜଣ ଚାକିରୀ କରୁଥିଲେ । ଶୁକ୍ରବାର ସନ୍ଧ୍ୟାରେ ଅଫିସ ସାରି ଦୁହେଁ ଗୋଟିଏ ବାଇକରେ ଫେରୁଥିଲେ । ଘଟିଲା ଅଘଟଣ, ଦଳିଦେଇ ଚାଲିଗଲା ଟ୍ରକ୍ । ଘଟଣାସ୍ଥଳରେ ଚାଲିଗଲା ଦୁହିଁଙ୍କ ଜୀବନ । ସାଙ୍ଗ ହୋଇ ଆରପାରିକୁ…

ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଲେ ରାହୁଲ ଗାନ୍ଧୀ । କହିଲେ, ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ କରିବି ଏହି ୩ଟି କାମ

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଭାରତ ଯୋଡ ଯାତ୍ରାକୁ ନେଇ ବ୍ୟସ୍ତ ରହିଛନ୍ତି । ଏହି କ୍ରମରେ ସେ ଲଗାତର ଭାବେ ଜନସଭା କରିବା ସହ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରୁଛନ୍ତି । ଏବେ ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ଆଗଠାରୁ ଅଧିକ ପରିପକ୍ୱତା ସହ ସାମ୍ନା କରୁଥିବା ଦେଖିବାକୁ…

“ବିଜେପି ଓ ଆରଏସଏସ ମୋ ଗୁରୁ” : ଭାରତ ଯୋଡ ଯାତ୍ରା କାର୍ଯ୍ୟକ୍ରମରେ ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

କନକ ବ୍ୟୁରୋ : ରାହୁଲ ଗାନ୍ଧୀ କହିଛନ୍ତି କି ଦେଶରେ ବଢୁଥିବା ଘୃଣା ଓ ହିଂସା ବିରୋଧରେ ଏହି ଭାରତ ଯୋଡ ଯାତ୍ରା । ଏହା ଦେଶବାସୀଙ୍କ ସ୍ୱର, ଏହି କ୍ରମରେ ଆଜି ସେ ବିଜେପି ଓ ସଂଘ ପରିବାରର ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି କି ବିଜେପି ଓ ସଂଘ ପରିବାର ମୋ ଉପରେ ଯେତେ…