Daily Archives

December 2, 2022

ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ। ଓଡିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା।

କନକ ବ୍ୟୁରୋ: ଷାଠିଏ ଦଶକରେ ଓଡିଆ ଚଳଚିତ୍ର ଜଗତରେ ଚହଳ ପକାଇ ଦେଇଥିବା ଝରଣା ଦାସ ଆଜି ଆମ ଗହଣରେ ନାହାନ୍ତି । ସୁମଧୁର କଣ୍ଠରେ ମନଛୁଆଁ ସଂଳାପ ଓ ଚମକ୍ରାର ଅଭିନୟ ଶୈଳୀରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଅଭିନେତ୍ରୀ ଏବେ ଆରପାରିକୁ ଚାଲିଯାଇଛନ୍ତି । ୮୨ବର୍ଷ ବୟସରେ କଟକ ଚଣ୍ଡି ରୋଡ୍ ସ୍ଥିତ…

କିଏ ଜିତିବ ପଦ୍ମପୁର ବାଜି? ଗ୍ରାଉଣ୍ଡ ଜିରୋରେ ଜନତାଙ୍କ ମୁଡ୍ ପରଖିଛି କନକ ନ୍ୟୁଜ୍।

କନକ ବ୍ୟୁରୋ: କିଏ ଜିତିବ ପଦ୍ମପୁର ବାଜି ? କ’ଣ ରହିଛି ଭୋଟର୍ଙ୍କ ମୁଡ୍? କେଉଁ ପ୍ରସଙ୍ଗରେ ପଡ଼ିବ ଭୋଟ୍ ? କିଛି ଏଭଳି ପ୍ରମୁଖ ପ୍ରସଙ୍ଗ ଓ ପ୍ରଶ୍ନକୁ ନେଇ ଗ୍ରାଉଣ୍ଡ ଜିରୋରେ ଜନତାଙ୍କ ମୁଡ୍ ପରଖିଛି କନକ ନ୍ୟୁଜ୍ । ପଦ୍ମପୁରର ନେତା ଓ ଜନତାଙ୍କୁ ନେଇ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର…

ବଦଳୁଛି ଓଡିଆ ଚଳଚ୍ଚିତ୍ରର ରୂପରେଖ। ‘ଦମନ’ ପରେ ଦର୍ଶକଙ୍କ ମନକୁ ଛୁଇଁଲା ‘ପ୍ରତୀକ୍ଷା’, ୧୪ ସହରରେ କଲା ମୁକ୍ତିଲାଭ।

କନକ ବ୍ୟୁରୋ: ଫିଲ୍ମ ହଲ୍ ହାଉସଫୁଲ. ତାହା ପୁଣି ଓଡିଆ ଫିଲ୍ମ ଦେଖିବା ପାଇଁ । ଓଲିଉଡରେ ଦମନ ନୂଆ ଟ୍ରେଣ୍ଡ ସୃଷ୍ଟି କରିଥିବାବେଳେ ଏଥର ପ୍ରତୀକ୍ଷାର ପାଳି । ପ୍ରଥମ ଦିନରେ ହାଉସଫୁଲ, ମର୍ଣ୍ଣିଂ ଶୋରେ ବି ଦର୍ଶକଙ୍କ ପ୍ରବଳ ଭିଡ । କଥାକାର ଗୌରହରି ଦାସଙ୍କ ଏକ ଅଣୁ ଗଳ୍ପରୁ ଅନୁପ୍ରାଣୀତ ହୋଇ…

ଅର୍ଚ୍ଚନା ମାମଲାରେ ଇଡିର ଘନଘନ ଜେରା। ହାଜର ହେଲେ ଜମି ବ୍ୟବସାୟୀ।

କନକ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିର ତଦନ୍ତ ଯେତେ ଆଗକୁ ବଢ଼ୁଛି, ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସନ୍ଦେହ ଘେରରେ ଥିବା ଜଣଙ୍କ ପରେ ଜଣଙ୍କୁ ଡାକି ବାରମ୍ବାର ଜେରା କରୁଛି ଇଡି । ଏହି କ୍ରମରେ ଶୁକ୍ରବାର ଇଡିରେ ହାଜର ହୋଇଛନ୍ତି ଜମି ବ୍ୟବସାୟୀ ପ୍ରଭାତ…

ଆମେରିକାର ଅଫରକୁ ରୁଷର ପ୍ରତ୍ୟାଖାନ । ଯୁଦ୍ଧରୁ ଓହରିବେନି ବୋଲି କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ

କନକ ବ୍ୟୁରୋ : ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ରୁଷ । ଯୁଦ୍ଧରୁ ଓହରିବନି ବୋଲି ସଫା ସଫା କହିଛି ରୁଷ । ଗୁୁରୁବାର ଆମେରିକା କହିଥିଲା ରୁଷ ଯଦି ପ୍ରକୃତରେ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ ହୁଏ ତେବେ ଆମେରିକା ମଧ୍ୟ ଆଲୋଚନା କରିବାକୁ ରାଜି । ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ…