Daily Archives

December 2, 2022

ପଦ୍ମପୁର ଜିଲ୍ଲା ଗଠନ ପ୍ରତିଶୃତି ଓ ରାଜନୈତିକ ପ୍ରାସଙ୍ଗିକତା, ଜିଲ୍ଲା ଗଠନ ନେଇ ନବୀନଙ୍କ ଆଗରେ ଚ୍ୟାଲେଞ୍ଜ

କନକ ବ୍ୟୁରୋ : ପଦ୍ମପୁର ନିର୍ବାଚନରେ ଜିଲ୍ଲା ଗଠନ ଦାବି ବଡ ପ୍ରସଙ୍ଗ ରହିଛି ଓ ୨୦୧୪ ନିର୍ବାଚନ ପୂର୍ବରୁ ରାଜନୈତିକ ପତିଆରା ଯେପରି ଖସି ନଯିବ, ସେଥିପାଇଁ ପଦ୍ମପୁର ଜିଲ୍ଲା ଗଠନ ଦାବିକୁ ଉଭୟ ଶାସକ ଓ ବିରୋଧୀ ବଡ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି । ପଦ୍ମପୁର ହାତରୁ ଯେପରି ଖସି ନଯାଉ…

ହାଇକୋର୍ଟରେ ଏଏସଓ ପରୀକ୍ଷା ବିବାଦ: ଚୂଡାନ୍ତ ଫଳ ପ୍ରକାଶ ଉପରେ ଲାଗିଲା ଅଙ୍କୁଶ।

କନକ ବ୍ୟୁରୋ: ଆସିଷ୍ଟାଂଟ ସେକ୍ସନ ଅଫିସର ଏଏସଓ ପରୀକ୍ଷା ବିବାଦକୁ ନେଇ ହାଇକୋର୍ଟଙ୍କ ବଡ ରାୟ । ମାମଲାର ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ଚୁଡାନ୍ତ ତାଲିକା ବା ଫଳ ପ୍ରକାଶ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ହେଲେ କମ୍ପ୍ୟୁଟର ପ୍ରୋଫିସିଏନ୍ସି ଟେଷ୍ଟ କରିବାକୁ ଅନୁମତି ଦେଇଛନ୍ତି । ଏଏସଓ…

୨ୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ କମ୍ପୁଛି ଗୁଜରାଟ । ମଂଚ ଉପରୁ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନର ତାତି ଭିତରେ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଜୋରଦାର ବୟାନବାଜୀ । କଂଗ୍ରେସକୁ ପୁଣି ଥରେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଇଭିଏମରେ ତ୍ରୁଟି ବାହାର କରିବା ଓ ପ୍ରଧାନମନ୍ତ୍ରୀଙ୍କୁ ଗାଳି କରିବା କଂଗ୍ରେସର ଦୁଇଟି…

କଂଗ୍ରେସରୁ ବିଜେପିକୁ ଆସିଥିବା ଚର୍ଚ୍ଚିତ ଚେହେରାଙ୍କୁ ମିଳିଲା ଗୁରୁଦାୟିତ୍ୱ । ଜୟବୀର ସେରଗିଲ ହେଲେ ବିଜେପିର…

କନକ ବ୍ୟୁରୋ : କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜୟବୀର ଶେରଗିଲଙ୍କୁ ମିଲିଲା ବଡ଼ ଦାୟିତ୍ୱ । କଂଗ୍ରେସ ଛାଡ଼ିବାର ତିନିମାସ ପରେ ଜୟବୀର ଶେରଗିଲ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତ କରିଛି । ସେହିପରି ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ…

ପାଖଉଛି ପଦ୍ମପୁର ଭୋଟ। ବିଜେପି-ବିଜେଡି ନେତା ମଧ୍ୟରେ ଜୋର ଧରିଲା ଟୁଇଟ୍ ୱାର। 

କନକ ବ୍ୟୁରୋ: ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚ୍ୟାଲେଞ୍ଜ ପରେ, ସାଂସଦ ସସ୍ମିତ ପାତ୍ରଙ୍କ ଟୁଇଟରୁ ଆରମ୍ଭ ହୋଇଛି ଟୁଇଟ୍ ୱାର । ସସ୍ମିତଙ୍କ ଟୁଇଟ୍ ପରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ…

ଜେଏନୟୁ କ୍ୟାମ୍ପସରେ ବ୍ରାହ୍ମଣ ବିରୋଧୀ ପୋଷ୍ଟର । ବାମଦଳ ଛାତ୍ରମୋର୍ଚ୍ଚା ଓ ଏବିଭିପି ମଧ୍ୟରେ ଦୋଷାରୋପ

କନକ ବ୍ୟୁରୋ : ଜେନେୟୁ କ୍ୟାମ୍ପସରେ ବିବାଦ କିଛି ନୂଆ କଥା ନୁହେଁ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ବିବାଦ ଏଠାରେ ଦେଖିିବାକୁ ମିଳିଥାଏ । ତେବେ ଏବେ ପୁଣି ଜେଏନୟୁରେ ଦେଖାଦେଇଛି ଜାତିଗତ ବିବାଦ । ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟରେ ଗୁରୁବାର ରାତି ଠାରୁ କ୍ୟାମ୍ପସ…