Daily Archives

November 19, 2022

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଜାରିକରିବ ସଙ୍କଳ୍ପପତ୍ର। ମମତା ସରକାର ଉପରେ ଚାପ ବୃଦ୍ଧି ପାଇଁ…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଆମାଗୀ ବର୍ଷ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇଛି । ବେଙ୍ଗଲ ବିଜେପି ପଞ୍ଚାୟତ ନିର୍ବାଚନ ପୂର୍ବରୁ ୧୨ ସୁତ୍ରୀ ସଙ୍କଳ୍ପ ପତ୍ର ଜାରି କରିବ । ସେପଟେ ମମତା ବନାର୍ଜୀ ସରକାର ଉପରେ ଚାପ ବଢାଇବା ପାଇଁ…

ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ସଂଜୟ ରାଉତଙ୍କ ପ୍ରତିକ୍ରିୟା, ମେଣ୍ଟକୁ ନେଇ ଦେଲେ ଚେତାବନୀ

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରାକ୍ରମରେ ବୀର ସାବରକରଙ୍କ ଉପରେ ଦେଇଥିବା ବୟାନକୁ ନେଇ ଶିବସେନା ନେତା ସଂଜୟ ରାଉତ ପ୍ରତିକ୍ରିୟା ଦେଇଛନ୍ତି । ସଂଜୟ ରାଉତ ଚେତାବନୀ ଦେଇ କହିଛନ୍ତି କି, ରାହୁଲଙ୍କ ଏଭଳି ବୟାନ ମହାରାଷ୍ଟ୍ରରେ କଂଗ୍ରେସ, ଶିବସେନା ଓ ଏନସିପି…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ବିଜୟ ନାୟର ଏବଂ ଅଭିଶେକ ବାଇନପଲ୍ଲୀଙ୍କ ଇଡି ରିମାଣ୍ଡ ବୃଦ୍ଧି। 

କନକ ବ୍ୟୁରୋ: ଆପ୍ ପ୍ରଭାରୀ ବିଜୟ ନାୟର ଏବଂ ବ୍ୟବସାୟୀ ଅଭିଶେକ ବାଇନପଲ୍ଲୀଙ୍କ ଇଡି ରିମାଣ୍ଡ ୫ଦିନ ବୃଦ୍ଧି ହୋଇଛି । ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଅବକାରୀ ଦୁର୍ନୀତି ସହ ଜଡିତ ଧନତୋଷଣ ମାମଲାରେ ଏହି ରାୟ ଶୁଣାଇଛନ୍ତି । ଇଡି ଉଭୟଙ୍କ ରିମାଣ୍ଡ ଅବଧି ୯ ଦିନ ବୃଦ୍ଧି କରିବାକୁ ଅପିଲ…

ୟୁଏନ୍ ସୁରକ୍ଷା ପରିଷଦରେ ଭାରତକୁ ମିଳିବ ସ୍ଥାୟୀ ସଦସ୍ୟତା! ବ୍ରିଟେନ ପରେ ଫ୍ରାନ୍ସ ଦେଲା ସମର୍ଥନ

କନକ ବ୍ୟୁରୋ: ଶୁକ୍ରବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଆଗରେ ଫ୍ରାନ୍ସ ଭାରତ ସମେତ ଜର୍ମାନୀ, ବ୍ରାଜିଲ ଏବଂ ଜାପାନକୁ ସ୍ଥାୟୀ ସଦସ୍ୟ କରିବାକୁ ସମର୍ଥନ ଦେଇଛି । ଫ୍ରାନ୍ସ ପକ୍ଷରୁ ପ୍ରତିନିଧି ମିଳିତ ଜାତିସଂଘର ଦେଶମାନଙ୍କୁ କହିଛନ୍ତି ସଂଘରେ ନୂଆ ଶକ୍ତିଙ୍କୁ ସମାହିତ କରିବା ଦରକାର ।…

ଟ୍ୱିଟର ପରେ ଏବେ ଜମାଟୋ ଆରମ୍ଭ କଲା କର୍ମଚାରୀ ଛଟେଇ, ୪ ପ୍ରତିଶତ କର୍ମଚାରୀ ଛଟେଇ କରିବା ନେଇ କମ୍ପାନୀର ନିଷ୍ପତ୍ତି

କନକ ବ୍ୟୁରୋ : ଫୁଡ ଡେଲିଭରୀ ଆପ୍ ଜମାଟୋ ଏବେ ତାର କମ୍ପାନୀରୁ କର୍ମଚାରୀ ଛଟେଇ କରିବା ଆରମ୍ଭ କରିଛି । କମ୍ପାନୀ ତାର ଲାଭ ଅଧିକ କରିବା ଓ ବିନିଯୋଗ କମ୍ କରିବା ଲକ୍ଷ୍ୟରେ ଏଭଳି ଛଟେଇ କରୁଥିବା କଥା କୁହାଯାଉଛି । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଚଳିତ ସପ୍ତାହରେ ଏପର୍ଯ୍ୟନ୍ତ…

ସାମ୍ନାକୁ ଆସିଲା କୋରାପୁଟ ମାଲିପଦର ଏନକାଉଣ୍ଟର ସତ । କ୍ୟାମେରାରେ ପୂରା କାହାଣୀ କହିଲେ ଖସି ଆସିଥିବା ଯୁବକ

କନକ ବ୍ୟୁରୋ: ପୁଲିସ କିପରି ଗୁଳି ମାରି ଏନକାଉଣ୍ଟର ରୂପ ଦିଏ । ତାର ପୁରା କାହାଣୀ ବତାଇଛନ୍ତି ପୁଲିସ ହାତକୁ ଖସିଯାଇଥିବା ଦୁଇ ଅଭିଯୁକ୍ତ । କୋରାପୁଟ ମାଲିପଦର ଏନକାଉଣ୍ଟର ଘଟଣା । କନକ ନ୍ୟୁଜ କ୍ୟାମେରାରେ ଏନକାଉଣ୍ଟରର ପୁରା କାହାଣୀ କହିଲେ ଦୁଇ ଯୁବକ । ଗତ ୯ ତାରିଖ ରାତିରେ କିଛି…