Daily Archives

October 27, 2022

ସୂର୍ଯ୍ୟପରାଗରେ ଚିକେନ୍ ବିରିୟାନି ଖାଇବା ପ୍ରସଙ୍ଗରେ ତେଜିଲା ବିବାଦ: ହେତୁବାଦୀଙ୍କୁ କଡ଼ା ଭାଷାରେ ଭର୍ତ୍ସନା କଲେ…

କନକ ବ୍ୟୁରୋ: ଦୁଇ ଦିନ ତଳେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ପଡିଥିଲା । ହେଲେ ଏହାକୁ ନେଇ ବିବାଦ ଶେଷ ହୋଇନି । ସୂର୍ଯ୍ୟପରାଗରେ ଚିକେନ ବିରିଆନି ଖାଇବାକୁ ନେଇ ହେତୁବାଦୀଙ୍କୁ ବିରୋଧ ତେଜିବାରେ ଲାଗିଛି । ଏ ନେଇ ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ବୁଧବାର ଦିନ ପୁରୀ ସିଂହଦ୍ୱାର ଥାନାରେ…

କଠୋର ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀ: ଆଚରଣ ବିଧି ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନବେଳେ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ଆସିଲାଣି ପୁଳା ପୁଳା ଅଭିଯୋଗ । ଆଉ ଏଭଳି ଅଭିଯୋଗ ପରେ କଡା ଆଭିମୁଖ୍ୟ ଦେଖାଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଭୋଟରଙ୍କୁ ଲାଂଚ ଓ ପ୍ରଲୋଭନ ଭଳି ଅଭିଯୋଗ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି…

ଟିଆରଏସ ବିଧାୟକଙ୍କୁ ବିଜେପିରେ ସାମିଲ ହେବାକୁ ଅଫର । ଏପରି ଅଫରକୁ ବିରୋଧ କରି ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ…

କନକ ବ୍ୟୁରୋ : ଟିଆରଏସ ବିଧାୟକଙ୍କୁ ଦଳ ପରିବର୍ତନ କରି ବିଜେପିରେ ସାମିଲ କରିବାକୁ ବିଜେପି ଉଦ୍ୟମ କରିଛି । ଏହାକୁ ବିରୋଧ କରି ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ମନ୍ତ୍ରୀ ଓ ନେତା ମାନେ ପ୍ରତିବାଦ କରିଛନ୍ତି । ଏହି ବୁଝାମଣା କରୁଥିବା ୩ ଜଣଙ୍କୁ ଗୋଟାଏ ଫାର୍ମ ହାଉସରୁ ଧରାଯାଇ ଅଟକ…

ଶ୍ରୀନଗର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତୀୟ ସେନା ଓ ପରିବାର ବର୍ଗଙ୍କୁ ଜଣାଇଲେ ଶୁଭେଚ୍ଛା

କନକ ବ୍ୟୁରୋ : ଶ୍ରୀନଗର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତୀୟ ସେନାଙ୍କ ଦ୍ୱାରା ଆୟୋଜିତ ‘ସୈାର୍ଯ୍ୟ ଦିବସ’ କାର୍ଯ୍ୟକ୍ରମରେ ରାଜନାଥ ସିଂ ଯୋଗ ଦେଇଛନ୍ତି । ଏହା ପରେ ଲଦାଖ ଲେହକୁ ଦୁଇ ଦିନିଆ ଗସ୍ତରେ ଯିବାର ସୂଚନା ଦେଇଛନ୍ତି । ୭୬ ତମ ଇନଫାଣ୍ଟ୍ରି ଦିବସ ଅବସରରେ ଭାରତୀୟ…

ଆମେରିକାକୁ ପୁଣି ରୁଷର ଚେତାବନୀ । ସାଟେଲାଇଟ୍ ଉଡ଼ାଇ ଦେବାକୁ ଧମକ

କନକ ବ୍ୟୁରୋ : ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ ନେଇ ରୁଷ୍ ବାରମ୍ବାର ଧମକ ଦେଇ ଆସୁଛି । ରୁଷର ଏହି ଧମକକୁ ଗୁରୁତ୍ୱର ସହ ନେଇଥିବା ଆମେରିକା ଜବାବ ଦେବାକୁ ପଛାଇବ ନାହିଁ ବୋଲି କହିଆସୁଛି । ଆଉ ଏହାରି ଭିତରେ ରୁଷ୍, ଆମେରିକାକୁ ଆଉ ଏକ ବଡ଼ ଧମକ ଦେଇଛି । ଯଦି ଆମେରିକା ଓ ତା’ର ସହଯୋଗୀ…

ଧର୍ମକୁ ନେଇ ରାଜନୀତି ! ଟାର୍ଗେଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଭାରତୀୟ ନୋଟକୁ ନେଇ ଏବେ ରାଜନୀତି ସରଗରମ ରହିଛି । ନୋଟ୍ ଉପରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରଖିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରସ୍ତାବ ପରେ ଏବେ ରାଜନୈତିକ ଦଳ ପ୍ରତିକ୍ରିୟା ଦେଇଛନ୍ତି । ରାଜନୈତିକ ଦଳ ଏବେ ବାବା ସାହେବ ଆମ୍ବେଦକର ଏବଂ…