Daily Archives

October 24, 2022

ବିଶ୍ୱ ବାୟୁମାନ ସୂଚକାଙ୍କରେ ପ୍ରକାଶ ପାଇଲା ଚିନ୍ତାଜନକ ରିପୋର୍ଟ। ସମଗ୍ର ଏସିଆ ମହାଦେଶର ପ୍ରଦୁଷିତ ୧୦ ସହର ମଧ୍ୟରେ…

କନକ ବ୍ୟୁରୋ: ବିଶ୍ୱ ବାୟୁମାନ ସୂଚକାଙ୍କ ଅନୁଯାୟୀ ସମଗ୍ର ଏସିଆ ମହାଦେଶରେ ସର୍ବାଧିକ ପ୍ରଦୁଷିତ ୧୦ ସହର ମଧ୍ୟରେ ଭାରତର ୮ଟି ସହର ରହିଛି । ବାୟୁମାନ ସୂଚକାଙ୍କ ବା ଏକ୍ୟୁଆଇ ୬୬୯ ସହ ସବୁଠୁ ଖରାପ ସ୍ଥିତିରେ ରହିଛି ଗୁରୁଗ୍ରାମ । ତା ପରେ ରାଜସ୍ଥାନର ରେୱାଡି, ମୁଜାଫରପୁରଳ ଲକ୍ଷେ୍ନø,…

କାହିଁକି ଜଳାଇବା ଚାଇନା ଲାଇଟ୍ ? ପାର୍ବଣରେ ଚାଇନା ପ୍ରୀତି ଛାଡିବାକୁ ଆହ୍ୱାନ

କନକ ବ୍ୟୁରୋ: ସାରା ରାଜ୍ୟରେ ଦୀପାବଳିର ଧୁମ ଆରମ୍ଭ ହୋଇଯାଇଛି । ଆଉ ଦୀପାବଳିରେ ଘର ସଜାଇବା ପାଇଁ ଦୀପର ସ୍ଥାନ ନେଇଛି ଏଲଇଡି ଲାଇଟ୍ । ଦୀପାବଳି ବଜାରରେ ଚୀନ ସାମଗ୍ରୀର ଏବେ ବି ଦବଦବା ରହିଛି । ଲୋକଙ୍କ ମଧ୍ୟରେ ସ୍ୱଦେଶୀ ସାମଗ୍ରୀ ପ୍ରତି ଆଗ୍ରହ ବଢିଛି, ହେଲେ ଚୀନ ସାମଗ୍ରୀ ସଂପୂର୍ଣ୍ଣ…

୨୬ରୁ ମଇଦାନକୁ ଓହ୍ଲାଇବେ ହେଭିୱେଟ୍ । ୩ କେନ୍ଦ୍ରମନ୍ତ୍ରୀ କରିବେ କ୍ୟାମ୍ପେନ । ପ୍ରଚାରରେ ସାମିଲ ହୋଇପାରନ୍ତି ବିଜେଡି…

କନକ ବ୍ୟୁରୋ: ଧାମନଗରରେ ୨୬ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ହେବିୱେଟ ନେତା । ବିଜେପିର ୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇବେ । ୨୭ ଓ ୨୮ରେ ପ୍ରଚାର ମଙ୍ଗ ଧରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ମଧ୍ୟ ଦଳର ପ୍ରାର୍ଥୀକୁ ବିଜୟ କରିବା ପାଇଁ ଜୋରଦାର ପ୍ରଚାର…

ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଧରିବେ ବ୍ରିଟେନ ମଙ୍ଗ।

କନକ ବ୍ୟୁରୋ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ । ପ୍ରତିଦ୍ୱନ୍ଦ୍ୱୀ ପେନୀ ମୋର୍ଡୋଣ୍ଟ ନାଁ ପ୍ରତ୍ୟାହାର କରିବା ପରେ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହେଲେ ସୁନକ । ସୁନକ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।…

ଧାମନଗର ପ୍ରଚାରକୁ ଯାଉଥିବା ବେଳେ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଗାଡ଼ିକୁ ରାସ୍ତାରେ ଯାଞ୍ଚ କଲା ପୋଲିସ । ମିଳିଲା…

କନକ ବ୍ୟୁରୋ: ଧାମନଗର ପାଇଁ ଏବେ ପ୍ରଚାର ଜୋରଦାର ରହିଛି । ଧାମନଗର ନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି । ଏହି ସମୟରେ ଧାମନଗର କାଁପଡ଼ା ପ୍ରଚାର ପାଇଁ ଯାଉଥିବା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଗାଡ଼ି ଯାଞ୍ଚ କରାଯାଇଥିଲା ।…

ଆଜି ରାତିରେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ ସିତ୍ରାଙ୍ଗ । ଆସନ୍ତାକାଲି ଛୁଇଁପାରେ ବାଂଲାଦେଶ ଉପକୂଳ ।

କନକ ବ୍ୟୁରୋ: ସମୁଦ୍ର ଭିତରେ ସକ୍ରିୟ ରହି ବଳ ଗୋଟାଉଛି ସାମୁଦ୍ରିକ ଝଡ ସିତ୍ରାଙ୍ଗ । ଆଗାମୀ ୬ ଘଣ୍ଟା ଭିତରେ ସିତ୍ରାଙ୍ଗ ଭୀଷଣ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଓଡିଶା ଉପକୂଳ ଦେଇ ସମୁଦ୍ର ଭିତରେ ବାଂଲାଦେଶ ମୁହାଁ ହେବ ବୋଲି ସୂଚନା…