Daily Archives

October 1, 2022

ଆକ୍ଟିଭ୍ ମୋଡରେ ରାଜ୍ୟ ବିଜେପି । ବିରୋଧୀ ଦଳ ନେତା କହିଲେ, ୨୦୨୪ରେ ବିଜେଡି ମୁକ୍ତ ହେବ ଓଡିଶା । ସେପଟେ ଜବାବ ରଖିଲା…

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ବିଶେଷ କରି ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ବିଜେଡି ଓ ବିଜେପି ମଧ୍ୟରେ ବୟାନବାଜି ରାଜ୍ୟରେ ରାଜନୈତିକ ଉଷ୍ମତା ବଢାଇ ଦେଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ପରେ ଜୋଶରେ…

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ୨୨ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ । ଶିକ୍ଷାକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଭାରତକୁ ଆର୍ଥିକ ମହାଶକ୍ତି ଭାବରେ ପ୍ରତିଷ୍ଠିତ କରିବା ପାଇଁ ଶିକ୍ଷାକୁ ମାଧ୍ୟମ କରିବାକୁ ପଡ଼ିବ ବୋଲି ଶନିବାର ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ୨୨ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ବାଲଟିକ ସାଗରେ ଭାଙ୍ଗିଲା ପାଇପ ଲାଇନ, ରେକର୍ଡ ସ୍ତରରେ ମିଥେନ ଗ୍ୟାସ ନିର୍ଗତ

କନକ ବ୍ୟୁରୋ : ବାଲଟିକ ସାଗରରେ ପାଇପଲାଇନ ଭାଙ୍ଗିବା ପରେ ଏବେ ରେକର୍ଡ ସ୍ତରରେ ମିଥେନ ଗ୍ୟାସ ନିର୍ଗତ ହେବାରେ ଲାଗିଛି । ଏହାକୁ ନେଇ କେବଳ ପରିବେଶବିତ ନୁହେଁ ବଂର ମିଳିତ ଜାତିସଂଘ ମଧ୍ୟ ଚିନ୍ତା ପ୍ରକାଶ କରିଛି । ସୂଚନା ଅନୁସାରେ ପ୍ରତି ଘଂଟାରେ ୨୩ହଜାର କିଲୋ ମିଥେନ ଗ୍ୟାସ ନିର୍ଗତ…

ୟୁଏନଏସସିରେ ରୁଷ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଆଣିଲା ଆମେରିକା, ଭୋଟ ଦେବାରୁ ବିରତ ରହିଲା ଭାରତ

କନକ ବ୍ୟୁରୋ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବା ୟୁଏନଏସସିରେ ରୁଷ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଆଣିଛି ଆମେରିକା । ଶୁକ୍ରବାର ରୁଷ ୟୁକ୍ରେନର ୪ଟି ଅଂଚଳକୁ ନିଜ ଦେଶରେ ସାମିଲ କରିଛି । ଏହାକୁ ବିରୋଧ କରି ଆମେରିକା ଜାତିସଙ୍ଘରେ ନିନ୍ଦା ପ୍ରସ୍ତାବ ଆଣିଥିଲେ । ତେବେ ଏହି ପ୍ରସ୍ତାବକୁ…

କୋଲକାତାରେ ଜମୁଛି ଦୁର୍ଗାପୂଜା । ୨ ବର୍ଷର କଟକଣା ପରେ ଉତ୍ସବ ମୁଖର ହେଲା ସାରା ସହର ।

କନକ ବ୍ୟୁରୋ: ଦୁର୍ଗାପୂଜା ପାଇଁ ଦୁଲୁକୁଛି କଲିକତା । ନୂଆ ନୂଆ ଆକର୍ଷଣୀୟ ତୋରଣ ସାଙ୍ଗକୁ ଦେବୀଙ୍କ ନିଆରା ମୂର୍ତ୍ତି ଦେଖଣାହାରୀଙ୍କ ମନ ମୋହିବାରେ ଲାଗିଛି । ପୂଜା ପଣ୍ଡାଲର ଝଲମଲକୁ ଉପଭୋଗ କରିବାକୁ ରାଜ୍ୟ ତଥା ବାହାର ରାଜ୍ୟରୁ ପଶ୍ଚିମବଙ୍ଗରେ ପହଞ୍ଚୁଛନ୍ତି ପର୍ଯ୍ୟଟକ ।…