Daily Archives

September 29, 2022

ଦକ୍ଷିଣ ଭାରତୀୟ ଖାଦ୍ୟର ମଜା ନେଇପାରିବେ ସମ୍ବଲପୁରବାସୀ, ଉଦଘାଟିତ ହେଲା ସଂକଳ୍ପ ରେଷ୍ଟୁରାଣ୍ଟ

କନକ ବ୍ୟୁରୋ : ସମ୍ବଲପୁରରେ ଉଦଘାଟିତ ହେଲା ସଂକଳ୍ପ ରେଷ୍ଟୁରାଣ୍ଟ । ଏବେ ସ୍ଥାନୀୟ ଲୋକମାନେ ଦକ୍ଷିଣ ଭାରତୀୟ ଖାଦ୍ୟର ମଜା ନେଇପାରିବେ । ଏହା ସହିତ ଜୈନ ଓ ଅଦା ରସୁଣ ବିନା ସ୍ୱଦିଷ୍ଟ ଭୋଜନ ଲୋକଙ୍କୁ ଯୋଗାଇବାକୁ ସଂକଳ୍ପ ନାମରେ ଏକ ରେଷ୍ଟୁରାଣ୍ଟ ଆରମ୍ଭ ହୋଇଛି । ଏନେଇ ରେଷ୍ଟୁରାଣ୍ଟର…

ଭୁବନେଶ୍ୱରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ : ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଜେପି ନଡ୍ଡା

କନକ ବ୍ୟୁରୋ : ଆଜି ଜନତା ମଇଦାନରେ ବିଜେପି କରୁଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବେ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଜେପି ନଡ୍ଡା । ରୋଡ ଶୋ କରି ବିମାନବନ୍ଦରରୁ ଯାଉଛନ୍ତି ଜନତା ମଇଦାନ । ସେଠାରେ ପହଞ୍ଚି ନଡ୍ଡା ବିଶାଳ ସମାବେଶ କରିବେ ।…

ଈରାନୀ ସେନାର କ୍ରୁରତା: ହିଜାବ ପ୍ରଦର୍ଶନକାରୀଙ୍କ ଉପରେ ଲଗାତାର ୭୩ ମିଶାଇଲ ମାଡ

କନକ ବ୍ୟୁରୋ: ହିଜାବକୁ ନେଇ ମହସା ଅମିନିଙ୍କ ମୃତ୍ୟୁ ପରେ ଏହି ବିବାଦ ଏବେ ଉଗ୍ର ହେବାରେ ଲାଗିଛି । ୧୨ ଦିନ ପରେ ବି ଈରାନରେ ଜୋରଦାର ବିକ୍ଷୋଭ ଜାରି ରହିଛି । ଏହା ମଧ୍ୟରେ ନିଜର କ୍ରୁରତା ଦେଖାଇଛି ଈରାନ୍ ସେନା । ପ୍ରଦର୍ଶନକାରୀଙ୍କ ଉପରେ ସିରିଏଲ ମିଶାଇଲ ମାଡ କରିଛି ଈରାନ ସେନା ।…

ଚଳିତ ଋତୁରେ ପ୍ରଥମ ଥର ମ୍ୟାଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳଭଣ୍ଡାର : ସବୋର୍ଚ୍ଚ ୬୩୦ ଫୁଟରେ ପହଞ୍ଚିଲା ଜଳସ୍ତର

କନକ ବ୍ୟୁରୋ : ଚଳିତ ଋତୁରେ ହୀରାକୁଦ ଜଳଭଣ୍ଡାର ପ୍ରଥମ ଥର ମ୍ୟାଜିକ୍ ନମ୍ବର ଛୁଇଁଲା । ସବୋର୍ଚ୍ଚ ୬୩୦ ଫୁଟରେ ଜଳସ୍ତର ପହଞ୍ଚିଛି । ମଙ୍ଗଳବାର ରାତିରୁ ଓପିଟିସିଏଲ୍‌ର କଣ୍ଟାପାଲି ଫିଡର୍‌-୨ରେ ସମସ୍ୟା କାରଣରୁ ବୁର୍ଲା ଜଳ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରର ୨ଟି ୟୁନିଟ୍‌ରୁ ବିଦ୍ୟୁତ୍‌…

ବିଶ୍ୱ ହୃଦୟ ଦିବସରେ ଏଥରର ବାର୍ତ୍ତା : ‘ନିଜେ ବଞ୍ଚିବା ସହ ପରିବେଶ ଓ ସମାଜ ବଞ୍ଚାଅ’

କନକ ବ୍ୟୁରୋ: ଦିନକୁ ଦିନ ହୃଦରୋଗୀଙ୍କ ସଂଖ୍ୟା ବଢ଼ୁଛି । ସାରା ବିଶ୍ୱ ପାଇଁ ଏହା ଏବେ ଏକ ଚିନ୍ତାର କାରଣ ପାଲଟିଛି । ତେବେ ହୃଦରୋଗ କଣ, ଏହା କିପରି ହୁଏ ଓ ଏହାର ନିରାକରଣ ପାଇଁ କଣ କରାଯାଇପାରିବ ସେନେଇ ଚିନ୍ତାପ୍ରକଟ କରିଛନ୍ତି ବରିଷ୍ଠ ହୃଦରୋଗ ବିଶେଷଜ୍ଞ । ଆସନ୍ତାକାଲି ବିଶ୍ୱ ହୃଦୟ…

ରାଜସ୍ଥାନ ପାଇବ ନୂଆ ମୁଖ୍ୟମନ୍ତ୍ରୀ : କଂଗ୍ରେସ ନେତା କେସି ଭେଣୁଗୋପାଳ କହିଲେ…

କନକ ବ୍ୟୁରୋ : ରାଜସ୍ଥାନ ପାଇବ ନୂଆ ମୁଖ୍ୟମନ୍ତ୍ରୀ । କଂଗ୍ରେସର ଅନ୍ୟତମ ଶୀର୍ଷ ନେତା ତଥା ମହାସଚିବ କେସି ଭେନୁଗୋପାଳ ଏହା କହିଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ । କୌଣସି ପ୍ରକାର ନାଟକକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି । ତେଣୁ…