Daily Archives

August 6, 2022

ଆମେରିକା ଉପରେ ଚୀନର କଟକଣା: ପ୍ରତିରକ୍ଷା, ଜଳବାୟୁ ପରିବର୍ତନ ସହ ବାତିଲ କଲା ୮ ଚୁକ୍ତି

କନକ ବ୍ୟୁରୋ: ଆମେରିକା ସଂସଦର ବାଚସ୍ପତି ନାନ୍ସି ପଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଆମେରିକା ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଚୀନ । ଶୁକବାର ନାନ୍ସିଂଙ୍କ ଉପରେ କଟକଣା ଲଗାଇବା ପରେ ବେଜିଂ ଆମେରିକା ସହ କରିଥିବା ୮ଟି ଚୁକ୍ତି ବାତିଲ କରିଛି । ଏଥିରେ ପ୍ରତିରକ୍ଷା ନୀତି, ନିଶା ନିବାରଣ,…

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୂଖାର୍ଜୀ । ଇଡି କହିଲା…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୂଖାର୍ଜୀ ଜେଲ ଯାଇଛନ୍ତି । ମାମଲାରେ ଇଡି ଓ ସିବିଆଇ ଅଧକ ଜେରା କରୁଥିବା ବେଳେ ନୂଆ ଦିନ ସାମ୍ନାକୁ ଆସିଛି । ଇଡି । ଇଡି ଅର୍ପିତାଙ୍କୁ ନେଇ ଏକ ବଡ ବୟାନ ଦେଇଛି । ଇଡି କହିଛି…

ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଥମୁନି ଉତେଜନା: ତାଇୱାନ ସୀମାରେ ପ୍ରବେଶ କରି ଆକ୍ରମଣ କଲା ଚୀନର ଯୁଦ୍ଧ…

କନକ ବ୍ୟୁରୋ: ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଏସିଆ ମହାଦେଶରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଚୀନ ସେନା ତାଇୱାନକୁ ଚାରିପଟୁ ଘେରି ସମରାଭ୍ୟାସ କରୁଛି, ଯେଉଁଥି ପାଇଁ ଉଭୟ ତାଇୱାନ ଏବଂ ଜାପାନ ପାଇଁ ବିପଦ ସୃଷ୍ଟି ହୋଇଛି । ଶୁକ୍ରବାର ଚୀନ ସେନା ତାଇୱାନର ମେଡିଆନ ଲାଇନକୁ…

କେବେ ଖୋଲିବ ରତ୍ନଭଣ୍ଡାର? ସୁରକ୍ଷିତ ରହିଛି ତ ମହାପ୍ରଭୁଙ୍କ ଅଳଙ୍କାର?

କନକ ବ୍ୟୁରୋ: ରଥଯାତ୍ରା ପରେ ହୋଇଥିବା ପ୍ରଥମ ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ପ୍ରସଙ୍ଗ ଉଠିବ ବୋଲି ପୂର୍ବରୁ ଆକଳନ କରାଯାଉଥିଲା । କିନ୍ତୁ ସମୟ ଅଭାବରୁ ଏହି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠିପାରିନଥିଲା । ଘୋଷଯାତ୍ରା ପରର ପ୍ରଥମ ପରିଚାଳନା କମିଟି ବୈଠକ ।…

ବଢିଲା ଶିଳ୍ପପତି ମହିମା ମିଶ୍ରଙ୍କ ଅଡୁଆ: ମହିମାଙ୍କ ସାନପୁଅକୁ ଗିରଫ କଲା ସିବିଆଇ, ପାରାଦ୍ୱୀପ ବ୍ୟବସାୟକୁ ବୁଝୁଥିଲେ…

କନକ ବ୍ୟୁରୋ: ପାରାଦ୍ୱୀପ ବନ୍ଦରରେ ହୋଇଥିବା ଲାଂଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ଅଢୁଆ ବଢିବାରେ ଲାଗିଛି । ଲାଗାତାର ୩ ଦିନ ହେଲା ତନାଘନା କରୁଛି ସିବିଆଇ । ମହିମାଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ । ଭୋର ୪ଟା ବେଳେ ଚର୍ଚ୍ଚିତ, ସିବିଆଇ ଅଫିସରେ…

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା । କଟାକ୍ଷ କଲେ ଲୋକ । ରାଗିଗଲେ ବିଶ୍ୱେଶ୍ୱର,…

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀଙ୍କ ଫେସବୁକ୍ କମେଣ୍ଟକୁ ନେଇ ସବୁ ଆଡେ ଚର୍ଚ୍ଚା । ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଫେସବୁକ ପୋଷ୍ଟରେ ସାଧାରଣ ଲୋକ ଦେଇଥିବା କମେଣ୍ଟକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ମନ୍ତ୍ରୀ । ପ୍ରଶ୍ନ ପଚାରିଥିବା ଓ କଟାକ୍ଷ କରିଥିବା ୟୁଜର୍ସଙ୍କୁ…