Daily Archives

August 1, 2022

ଗୋଆ ରେଷ୍ଟୁରାଣ୍ଟ ବିବାଦ, ଦିଲ୍ଲୀ ହାଇକୋର୍ଟଙ୍କ ବଡ ଟିପ୍ପଣୀ। ରେଷ୍ଟୁରାଣ୍ଟର ମାଲିକ ନୁହନ୍ତି ସ୍ମୃତି କିମ୍ବା ତାଙ୍କ…

କନକ ବ୍ୟୁରୋ: ଗୋଆ ରେଷ୍ଟୁରାଣ୍ଟ ବିବାଦରେ ଦିଲ୍ଲୀ ହାଇକୋର୍ଟ ବଡ ଟିପ୍ପଣୀ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ତାଙ୍କ ଝିଅ ଜୋଏସା ଇରାନୀ ରେଷ୍ଟୁରାଣ୍ଟର ମାଲିକ ନୁହନ୍ତି । ସେମାନେ କେବେହେଲେ କୌଣସି ଲାଇସେନ୍ସ ପାଇଁ ଆବେଦନ କରିନଥିଲେ । ଶୁକ୍ରବାର ଏହି…

୬୮୯୧ ଜଣ ନବନିଯୁକ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମ। ଶିକ୍ଷକତାକୁ ଚାକିରି ନ ଭାବି ସଙ୍କଳ୍ପ…

କନକ ବ୍ୟୁରୋ: ରାଜ୍ୟର ୬୮୯୧ ଜଣ ନବନିଯୁକ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓରିଏଣ୍ଟେସନ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷକତାର ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ।  ଶିକ୍ଷକତାକୁ ଚାକିରି ନ ଭାବି…

ଜବଲପୁର ଡାକ୍ତରଖାନାରେ ଅଗ୍ନିକାଣ୍ଡ, ୧୦ ମୃତ। ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଘୋଷଣା।

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଡାକ୍ତରଖାନା ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ତେବେ ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି । ସେହିଭଳି…

ଆମେରିକା ଯିବାକୁ ଟିମ୍ ଇଣ୍ଡିଆକୁ ଏଯାଏଁ ମିଳିନି ଭିସା, ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ୨ଟି ମ୍ୟାଚକୁ ନେଇ ବଢିଲା ସସପେନ୍ସ…

କନକ ବ୍ୟୁରୋ : ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ଶେଷ ୨ଟି ମ୍ୟାଚକୁ ଏବେ ଅନିଶ୍ଚିନ୍ତତା ଦେଖିବାକୁ ମିଳିଛି । କାରଣ ସିରିଜର ଶେଷ ୨ଟି ମ୍ୟାଚ୍ ଆମେରିକାରେ ଖେଳାଯିବାକୁ ସ୍ଥିର ହୋଇଛି । କିନ୍ତୁ ଆମେରିକାରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉପରେ ଅନିଶ୍ଚିନ୍ତତାର କଳାବାଦଲ ଘୂରି ବୁଲୁଛି ।…

ମଧ୍ୟପ୍ରଦେଶ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ, ୧୦ ମୃତ । ପଢନ୍ତୁ ବିସ୍ତୃତ ଖବର..

କନକ ବ୍ୟୁରୋ: ମଧ୍ୟପ୍ରଦେଶର ଏକ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଛି । ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏହି ସଂଖ୍ୟା ବଢିପାରେ । ଦମୋହ ଶିବନଗର ସ୍ଥିତି ନ୍ୟୁ ଲାଇଫ ମଲ୍ଟିସ୍ପେଶାଲିଷ୍ଟ ଡାକ୍ତରଖାନାରେ ଅଗ୍ନିକାଣ୍ଡ ହୋଇଛି । ଏହି ଘଟଣା ଜଣାପଡିବା ପରେ…

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ବଡ ଝଟକା। ଅଗଷ୍ଟ ୪ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଲେ କୋର୍ଟ।

କନକ ବ୍ୟୁରୋ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଗଷ୍ଟ ୪ ଯାଏ ଇଡି ହେପାଜତକୁ ପଠାଯାଇଛି । କିଛି ସମୟ ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା । କୋର୍ଟରେ ହାଜର ପରେ ତାଙ୍କୁ ୪ ଦିନ ପାଇଁ ଇଡି ହେପାଜତକୁ ପଠାଇଦିଆଯାଇଛି । ମୁମ୍ବାଇର ପାତ୍ରା ଚାଁଲ ଦୁର୍ନୀତି ମାମଲାରେ ଇଡି ସଞ୍ଜୟ ରାଉତଙ୍କ…