Daily Archives

July 29, 2022

ଅର୍ପିତା ମୁଖାର୍ଜୀଙ୍କ ଓଲିଉଡ ଲିଙ୍କ ନେଇ ଚର୍ଚ୍ଚା। ଅଭିନେତ୍ରୀ ଗୁନଗୁନଙ୍କ ସହିତ ପରିଚିତ ଥିଲେ ପାର୍ଥ ଚାଟାର୍ଜୀଙ୍କ…

କନକ ବ୍ୟୁରୋ: ଅର୍ପିତା ମୁଖାର୍ଜୀଙ୍କ ଓଲିଉଡ ଲିଙ୍କ୍ ନେଇ ଚର୍ଚ୍ଚା । ଅଭିନେତ୍ରୀ ଗୁନଗୁନଙ୍କ ସହିତ ପରିଚିତ ଥିଲେ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ । ଗୁନଗୁନ ଫେସବୁକରେ ପୋଷ୍ଟ କରିଥିଲେ ଫଟୋ । ସୋସିଆଲ ମିଡିଆ ପୋଷ୍ଟରୁ ମିଳିଲା ଘନିଷ୍ଠତାର ତଥ୍ୟ । ଏହାକୁ ନେଇ ସଫେଇ ରଖିଛନ୍ତି ଅଭିନେତ୍ରୀ…

୬୫-୩୫ ଫର୍ମୁଲାରେ ମହାରାଷ୍ଟ୍ରରେ ଗଠନ ହୋଇପାରେ ମନ୍ତ୍ରୀମଣ୍ଡଳ । ଜାଣନ୍ତୁ, କେଉଁ ଦଳକୁ କେତେ ନେତା ହେବେ ମନ୍ତ୍ରୀ?

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବଡ ଧରଣର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ, ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଖାଲି ସେତିକି ନୁହେଁ, ବିଜେପି ମଧ୍ୟ ଏକନାଥଙ୍କ ସହ ମିଶି ପୁଣି ମହାରାଷ୍ଟ୍ରରେ ସରକାରକୁ ଫେରିଛି, ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍…

ସାବଧାନ ଓ ସତର୍କ ରୁହନ୍ତୁ, କିଛି ଲୋକ ଆପଣଙ୍କୁ ପିଛା କରୁଛନ୍ତି । ସାଂସଦ ନବନୀତ ରାଣାଙ୍କୁ ଆସିଲା ବେନାମୀ ଚିଠି । 

କନକ ବ୍ୟୁରୋ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ସାମ୍ନାରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରି ବିବାଦକୁ ଆସିଥିବା ସ୍ୱାଧୀନ ସାଂସଦ ନବନୀତ ରାଣାଙ୍କୁ ନେଇ ପୁଣି ଚର୍ଚ୍ଚା । ଉମେଶ କୋଲହେ ହତ୍ୟା ମାମଲା ଉଠାଇବା ପରେ ଏବେ ନବନୀତଙ୍କୁ ଏକ ବେନାମୀ ଚିଠି…

ପାକିସ୍ତାନରେ ମହିଳାଙ୍କ ପାଇଁ ଉଦାହରଣ ସାଜିଲେ ମନିଷା। ପ୍ରଥମ ମହିଳା ହିନ୍ଦୁ ପୋଲିସ ଅଫିସର ଭାବେ ପାଇଲେ ନିଯୁକ୍ତି।

କନକ ବ୍ୟୁରୋ: ପାକିସ୍ତାନ ଗୋଟିଏ ପୁରୁଷ ପ୍ରଧାନ ଦେଶ । ଏଠାକାର ସମାଜ ଏବଂ ସଂସ୍କୃତିରେ ମହିଳା ପୋଲିସରେ ସାମିଲ ହେବା ଅନେକ କଷ୍ଟକର ବ୍ୟାପାର । ତେବେ ସେସବୁ ବାଧାକୁ ଅତିକ୍ରିମ କରି ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ପୋଲିସ ଅଧିକାରୀ ହୋଇପାରିଛନ୍ତି ମନିଷା ରୁପେଟା । ଏହି ସଫଳତା ତାଙ୍କୁ…

ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ପୋଷ୍ଟକୁ ନେଇ ବଲିଉଡ ସରଗରମ । ନାନା ପାଟେକରଙ୍କୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ୨୦୧୮ ମସିହାରେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କର ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେ ତାଙ୍କ ପୋଷ୍ଟରେ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଏହାପରେ ଲାଗତର ଭାବେ ତନୁଶ୍ରୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ଓ ଇଣ୍ଟରଭ୍ୟୁରେ…

ନୋଟିସ ଅବଧି ନିୟମ: ଇସ୍ତଫା ପରେ ନୋଟିସ ପରିୟଡରେ ରହିବା କେତେ ଜରୁରୀ? କଣ ରହିଛି ନିୟମ ପଢନ୍ତୁ …

କନକ ବ୍ୟୁରୋ: ଆପଣ ଯଦି ଆପଣଙ୍କ ଚାକିରୀ ଛାଡିବାକୁ ଚାହିଁଥାନ୍ତି ତେବେ ସାଧାରଣ ଭାବେ କମ୍ପୀନକୁ ଆପଣ ନୋଟିସ ଦେଇଥାନ୍ତି । ବର୍ତ୍ତମାନ ଯେଉଁ କମ୍ପାନୀରେ ଆପଣ ଚାକିରୀ କରୁଛନ୍ତି ସେଠାରେ ଆପଣଙ୍କୁ କଛି ନିର୍ଦ୍ଧିଷ୍ଟ ଅବଧିର ନୋଟିସ ଦେବାକୁ ପଡିଥାଏ । ଏହି ବ୍ୟବସ୍ଥା ପ୍ରାୟତଃ ସବୁ…