Daily Archives

June 27, 2022

ବିଦ୍ରୋହୀ ବିଧାୟକଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି: ଉପବାଚସ୍ପତିଙ୍କ ନୋଟିସ ଉପରେ ଲାଗିଲା ରୋକ

କନକ ବ୍ୟୁରୋ: ମହାରାଷ୍ଟ୍ରର ରାଜନୈତିିକ ବିବାଦ ଭିତରେ ସୁପ୍ରମିକୋର୍ଟଙ୍କ ଶୁଣାଣି । ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନିଷ୍ପତିିକୁ ରଦ୍ଦ କଲେ ଦୁଇ ଜଣିଆ ଖଣ୍ଡପୀଠ । ମହାରାଷ୍ଟ ଉପ-ବାଚସ୍ପତି, ଶିବସେନା ବିଧାୟକ ଦଳର ନେତାଙ୍କୁ ପକ୍ଷ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିନ୍ଦେ…

ଗୁରୁ କହିଲେ ଦ୍ରୌପଦୀଙ୍କ ପିଲାଦିନର କଥା । ଭଲ ପାଠ ପଢୁଥିଲେ, ଭଲ ଗୀତ ବି ଗାଉଥିଲେ ଦ୍ରୌପଦୀ । ଖେଳକୁଦରେ ବି ଥିଲେ…

କନକ ବ୍ୟୁରୋ: ମୟୂରଭଞ ଜିଲ୍ଲା କୁସୁମୀ ବ୍ଲକ୍ ଉପରବେଡା ଏମ୍ଇ ସ୍କୁଲ । ଅଖ୍ୟାତ ପଲ୍ଲୀର ଏହି ସ୍କୁଲ ଏବେ ଚର୍ଚ୍ଚାରେ ରହିଛି । କାରଣ ଏଇଠି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏଇଠୁ ପାଠପଢ଼ି ସେ ଦିନେ ଦେଶର ପ୍ରଥମ ନାଗରିକ ହେବାର ସମ୍ମାନ…

ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା । କହିଲେ ଏ ଲଢେଇ,…

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ନାମାଙ୍କନ ଦାଖଲ କରିଛନ୍ତି ମିଳିତ ବିରୋଧୀଙ୍କ ପ୍ରାର୍ଥୀ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନା । ଏହି ଅବସରରେ ସଂସଦ ଭବନକୁ ୧୭ ବିରୋଧୀ ଦଳର ପ୍ରତିନିଧି ଆସି ବିରୋଧୀଙ୍କ ଏକଜୁଟତା ଦେଖାଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ…

ରଥ ଉଚ୍ଚତାକୁ ନେଇ ଗଜପତିଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଲେ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ସିଂଦେଓ । କହିଲେ,…

କନକ ବ୍ୟୁରୋ: କେନ୍ଦୁଝରର ବଳଦେବଜୀଉ ରଥର ଉଚ୍ଚତାକୁ ନେଇ ପୁରୀ ଗଜପତି କ୍ଷୋଭ ପ୍ରକାଶ କରିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗଜପତିଙ୍କ ସହ ପୁରୀ ସେବାୟତ ସ୍ୱର ମିଳାଇଥିବା ବେଳେ କେନ୍ଦୁଝରରେ ଏହାକୁ ନାପସନ୍ଦ କରାଯାଇଛି । କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ…

ରାଇମୋହନଙ୍କ ଆତ୍ମହତ୍ୟା ପଛରେ ମାନସିକ ଚାପ ! ଥାନାରେ ଥିଲା ପାରିବାରିକ ମାମଲା!

କନକ ବ୍ୟୁରୋ: ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଘଟଣା ଏବେ ବି ରହସ୍ୟ ଘେରରେ ରହିଛି । ପୁଲିସର ପ୍ରାଥମିକ ତଦନ୍ତକୁ ଜଣାପଡିଛି , ମାନସିକ ଚାପରେ ଥିଲେ ରାଇମୋହନ । ତେବେ ଏନେଇ ପରିବାର ଲୋକ କୌଣସି ସୂଚନା ପୋଲିସକୁ ଦେଉନାହାଁନ୍ତି । ଯାହାକୁ ନେଇ ପୋଲିସ ପରିବାର ଲୋକେ, ଡ୍ରାଇଭର ଓ…

ମୃତ୍ୟୁ ପରେ ବି ଦୁନିଆ ଦେଖିବ ରାଇମୋହନଙ୍କ ଆଖି । ସଫଳତାର ସହ ଜଣେ ଦୃଷ୍ଟିହୀନଙ୍କଠାରେ ଚକ୍ଷୁ ପ୍ରତିରୋପଣ ହୋଇଛି…

କନକ ବ୍ୟୁରୋ: ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି ରାଇମୋହନ । ରାଇମୋହନଙ୍କ ଆଖିରେ ଦୁନିଆ ଦେଖିବେ ଜଣେ ବ୍ୟକ୍ତି । ତାଙ୍କ ଆଖିକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରେ ପ୍ରତିରୋପଣ କରାଯାଇଛି । ନିୟମ ଅନୁସାରେ, ସେହି ବ୍ୟକ୍ତିଙ୍କ ପରିଚୟକୁ ଗୋପନ ରଖାଯାଇଛି । ରାଇମୋହନ ତାଙ୍କର ଆଖିଦାନ କରିବାକୁ…