Daily Archives

May 31, 2022

ସ୍ୱାମୀକୁ ୩ ଓଳିି ମ୍ୟାଗି ଖୁଆଉଥିଲେ ସ୍ତ୍ରୀ । ବିରକ୍ତ ହୋଇ ଛାଡପତ୍ର ଦେଲେ ସ୍ୱାମୀ

କନକ ବ୍ୟୁରୋ: ମ୍ୟାଗି ଖାଇବାକୁ ପିଲାଠାରୁ ବୟସ୍କ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ମ୍ୟାଗି ଖାଇବାକୁ ନେଇ ଛାଡପତ୍ର ଦିଆନିଆ କଥା କେବେ ଶୁଣିଛନ୍ତି? କିନ୍ତୁ ଏପରି ଘଟିଛି କର୍ଣ୍ଣାଟକ ମୈସୁର ସହରରେ । ଏଠି ମ୍ୟାଗୀକୁ କେନ୍ଦ୍ର କରି ପତ୍ନୀକୁ ଛାଡପତ୍ର ଦେଇଛନ୍ତି ସ୍ୱାମୀ । କଥା ହେଉଛି ସକାଳ…

ବ୍ରଜରାଜନଗର ଉପ ନିର୍ବାଚନ: ଦିନ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ଦିନ ୩ଟା ସୁଦ୍ଧା ୫୭ପ୍ରତିଶତ ମତଦାନ ହୋଇଛି । ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟର ଭୋଟ ଦେଉଛନ୍ତି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ମୋଟ ୧୨୨୮ ପୋଲିଂ ଅଧିକାରୀ ମୁତୟନ ଅଛନ୍ତି । ସୁରକ୍ଷା ପାଇଁ ୧୦୦୦ ପୋଲିସ ଫୋର୍ସ…

ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା। ମୌସୁମୀ ପ୍ରଭାବରେ ୧୦୩ ପ୍ରତିଶତ ବର୍ଷା : ଆଇଏମଡି ମହାନିର୍ଦ୍ଦେଶକ

କନକ ବ୍ୟୁରୋ : ଚଳିତ ଥର ସାରା ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା । ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଅନୁମାନ ଠାରୁ ଅଧିକ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଅ।।ଇଛି । ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମୌସୁମୀ ବର୍ଷା ଚଳିତ ଥର…

ରାହୁଲ ଗାନ୍ଧୀଙ୍କ ରାସ୍ତାରେ ଅଖିଳେଶ ଯାଦବ। ବିଧାନସଭାରେ ଟାର୍ଗେଟ କଲେ ଯୋଗୀ ଆଦିତ୍ୟନାଥ । 

କନକ ବ୍ୟୁରୋ : ୟୁପି ବିଧାନସଭାର ବଜେଟ ଅଧବେଶନ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୃହରେ ଏହି ଅବସରରେ ସମ୍ବୋଧନ କରିଥିଲେ । ଅଭିଭାଷଣରେ ଅଖିଲେଶ ଯାଦବଙ୍କ ବିରୋଧରେ ଜୋରଦାର ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି ରାହୁଲ ଗାନ୍ଧୀ ଏବଂ ଅଖିଲେଶ ଯାଦବଙ୍କ ଭିତରେ କୌଣସି ଫରକ…

ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ ବେଳେ ସବୁ ଠିକ୍ ଥିବା ନେଇ ବାର୍ତା ଦେବାକୁ ବିଜେଡିର ଉଦ୍ୟମ । ୪ ପ୍ରାର୍ଥୀଙ୍କ…

କନକ ବ୍ୟୁରୋ : ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲବେଳେ ଦେଖିବାକୁ ମିଳିଲା ବିରଳ ଦୃଶ୍ୟ । ନାମାଙ୍କନ ପତ୍ର ଦାଖଲବେଳେ ପ୍ରାର୍ଥୀଙ୍କ ଉଭୟ ପଟେ ବସିଥିଲେ ଦଳର ଉପ-ସଭାପତି ପ୍ରସନ୍ନ ପାଟଶାଣୀ ଓ ପ୍ରସନ୍ନ ଆଚାର୍ଯ୍ୟ । ଉଭୟ ରାଜ୍ୟସଭା ଦୌଡରେ ଥିବାବେଳେ ଶେଷ ମୁହୁର୍ତରେ ସେମାନଙ୍କୁ ନିରାଶ…

ରାଜ୍ୟସଭା ନିର୍ବାଚନ: ୮ ଆସନରେ ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ । ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତରେ ନାମାଙ୍କନ…

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ୧୧ ରାଜ୍ୟସଭା ଆସନ ପାଇଁ ରାଜ୍ୟରେ କ୍ଷମତାରେ ଥିବା ବିଜେପି ନିଜର ୮ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି । ଦଳର ସମସ୍ତ ୮ ପ୍ରାର୍ଥୀ ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ଲକ୍ଷ୍ମୀକାନ୍ତ ବାଜପେୟୀ, ରାଧାମୋହନ ଦାସ ଅଗ୍ରୱାଲ, ସୁରେନ୍ଦ୍ର…