Daily Archives

April 29, 2022

ପୁଣି ଚୀନରେ ବଢିଲା କରୋନା ସଂକ୍ରମଣ: ସାଂଘାଇରେ ସାଘାଂତିକ ସ୍ଥିତି, ମିଳୁନି ଔଷଧ, ଖାଦ୍ୟ

କନକ ବ୍ୟୁରୋ: କରୋନା ମହାମାରୀର ଏନ୍ତୁଡିଶାଳ ଚୀନରେ ପୁଣି ତାଣ୍ଡବ ଆରମ୍ଭ ହୋଇଛି । ଦେଶର ପ୍ରାୟ ୧୦୦ ସହର କୋଭିଡ ଯୋଗୁଁ ପ୍ରଭାବିତ ହୋଇଛନ୍ତି । ସ୍ଥିତି ଏପରି ହୋଇଛି କି ଜିରୋ କୋଭିଡ ନୀତି ଆପଣାଇ ୨୭ ସହରକୁ ଲକଡାଉନ କରାଯାଇଛି । ଚୀନର ବିଜନେସ ହବ ଓ ପଲଟିକାଲ ହବ କୁହାଯାଉଥିବା ସାଂଘାଇ ଓ…

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ କଟକ, ଭୁବନେଶ୍ୱର ଡିସିପି । ଜାଣନ୍ତୁ, ଆଉ କଣ କଣ ହେଲା…

କନକ ବ୍ୟୁରୋ: ଆଜି ପୋଲିସ ବାବୁଙ୍କର ବଡ ଧରଣର ଅଦଳବଦଳ ହୋଇଛି । ଭୁବନେଶ୍ୱର ଓ କଟକର ଡିସିପିମାନେ ବି ବଦଳି  ଯାଇଛନ୍ତି । କଟକ ଡିସିପି ପ୍ରତୀକ ସିଂଙ୍କୁ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଦିଆଯାଇଛି । ବ୍ରହ୍ମପୁର ଏସପି ପିନାକ୍ ମିଶ୍ରଙ୍କୁ କଟକ ଡିସିପି ଭାବେ ଦାୟିତ୍ୱ ଦିଆଯାଇଛି । ଆଉ…

ଚର୍ଚ୍ଚାରେ ନିର୍ବାଚନ ରଣନୀତିକାର ପିକେଙ୍କ ବୟାନ: ପ୍ରଶାନ୍ତ କହିଲେ ହାତ ଛାଡିବାର କାରଣ

କନକ ବ୍ୟୁରୋ: ଯେଉଁ ଚର୍ଚ୍ଚା ଦୀର୍ଘ ଦିନ ଧରି କଂଗ୍ରେସ କ୍ୟାମ୍ପରେ ଚାଲିଥିଲା ତାକୁ କେବଳ ଗୋଟିଏ ବିବୃତିରେ ଶେଷ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । କଂଗ୍ରେସରେ ସାମିଲ ହେବା ଅଫରକୁ ସେ କିଛି ଦିନ ପୂର୍ବରୁ ପ୍ରତ୍ୟାକ୍ଷାନ କରିଦେଇଥିଲେ । ଏହାକୁ ନେଇ କଂଗ୍ରେସ କ୍ୟାମ୍ପରେ…

ଆମେରିକା କଂଗ୍ରେସର ସହଯୋଗ ଲୋଡିଲେ ବାଇଡେନ୍: ୟୁକ୍ରେନକୁ ଆଉ ୨ ଲକ୍ଷ ୫୨ ହଜାର ଟଙ୍କାର ସହାୟତା ଦେବ ଆମେରିକା

କନକ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧ ୩ ମାସରେ ପହଂଚିଥିବା ବେଳେ ୟୁକ୍ରେନକୁ ଆର୍ଥିକ ସହାୟତା ବଢାଇ ଚାଲିଛି ଆମେରିକା । ୟୁକ୍ରେନକୁ ଆଉ ୩୩ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨ ଲକ୍ଷ ୫୨ ହଜାର କୋଟି ଟଙ୍କାର ସହାୟତା ଯୋଗାଇଦେବାକୁ ଆମେରିକା କଂଗ୍ରେସର ସହଯୋଗ ଲୋଡିଛନ୍ତି ଜୋ ବାଇଡେନ୍ ।…

ସୂର୍ଯ୍ୟ କିରଣରେ ନିଆଁ ବର୍ଷୁଛି । ଗରମରେ କଲବଲ ହେଉଛି ସାରା ଓଡିଶା

କନକ ବ୍ୟୁରୋ: ଅସହ୍ୟ ଖରା ସାଙ୍ଗକୁ ଝାଞ୍ଜି ପବନରେ ସିଝୁଛି ଓଡିଶା । ଦିନ ୧୧ଟା ହେଲେ ଘରୁ ବାହାରିବାକୁ ଲୋକେ ଭୟ ହେଉଛି । ପୁରୀ ଜିଲ୍ଲୀ ଅସ୍ତରଙ୍ଗରେ ସମୁଦ୍ରର ଗରମ ପବନ ସ୍ଥଳ ଭାଗକୁ ପ୍ରବାହିତ ହେଉଥିବାରୁ ଗରମ ବଢିଯାଉଛି । ଗରମ ଓ ଗୁଳୁଗୁଳି ଏମିିତି ହେଉଛି ଯେ ଘରେ, ବାହାରେ କେଉଁଠି…

ସ୍ତ୍ରୀ କର୍ପୋରେଟର ହେଲେ ସ୍ୱାମୀ ମାମଲତକାର । ମେୟରଙ୍କ ସହ କର୍ପୋରେଟରଙ୍କ ସ୍ୱାମୀ ୱାର୍ଡ ବୁଲିବା ପରେ ମହିଳା…

କନକ ବ୍ୟୁରୋ: ସ୍ତ୍ରୀ କର୍ପୋରେଟର ହେଲେ ସ୍ୱାମୀ ମାମଲତକାର । ଗତକାଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ ୱାର୍ଡ ପରିକ୍ରମା କରୁଥିବା ବେଳେ ମେୟରଙ୍କ ସହ କର୍ପୋରେଟରମାନେ ନଥିଲେ, ତାଙ୍କ ସ୍ୱାମୀ ମାନେ ୱାର୍ଡ ପରିକ୍ରମା କରୁଥିଲେ । ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ଅଧିକ ମହିଳାଙ୍କୁ ରାଜନୈତିକ…