Daily Archives

March 31, 2022

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ସମୟରେ ପରିବର୍ତ୍ତନ: ପଢନ୍ତୁ, କିଏ କେତେବେଳେ ଆସିବେ ସ୍କୁଲ?

କନକ ବ୍ୟୁରୋ: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ସମୟରେ ପରିବର୍ତ୍ତନ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ଚାଲିବ । ସେହିପରି ନବମରୁ ଦ୍ୱାଦଶ ଶ୍ରେଣୀ ସକାଳ ୭ଟାରୁ ୧୧ଟା ୩୦ ଯାଏଁ ସ୍କୁଲ ଚାଲିବ । ଏପ୍ରିଲ ୨ରୁ ରାଜ୍ୟର ସମସ୍ତ ସ୍କୁଲରେ ହେବ ସକାଳୁଆ…

୬ ବର୍ଷର ଶିଶୁର ଅସାଧାରଣ ପ୍ରତିଭା । ଆଖିରେ ପଟି ବାନ୍ଧି ପଢୁଛନ୍ତି, ଅଙ୍କ ବି କଷୁଛନ୍ତି ।

କନକ ବ୍ୟୁରୋ: ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ୬ ବର୍ଷର ଶିଶୁର ଅସାଧାରଣ ପ୍ରତିଭା । ଆଖିରେ ପଟି ବାନ୍ଧି ପଢୁଛି, ରଙ୍ଗ ଚିହ୍ନୁଛି, ସାଇକେଲ ବି ଚଳାଉଛି । ପୁଣି ଅଙ୍କ କଷୁଛି । ରାଇରଙ୍ଗପୁରର ଆରୁଷ କୁମାର ସାହୁଙ୍କ ପ୍ରତିଭା ସଂପର୍କରେ ଜାଣିବା ପରେ ଏବେ ତାଙ୍କୁ ନେଇ ଆରମ୍ଭ ହୋଇଛି…

ପ୍ଲେନରେ ହଜିଗଲା ବ୍ୟାଗ… ହ୍ୟାକ୍ କରିଦେଲେ ଏୟାରଲାଇନ ୱେବସାଇଟ: ପଢନ୍ତୁ ପୂରା ଘଟଣା

କନକ ବ୍ୟୁରୋ: ଟ୍ରେନ ହେଉ ବା ପ୍ଲେନ ଯାତ୍ରା ସମୟରେ ବ୍ୟାଗ ହଜିଯିବାର ସମସ୍ୟା ଅନେକ ଥର ସାମ୍ନା କରିଥାନ୍ତି ଯାତ୍ରୀ । ଏଥିପାଇଁ ସେମାନେ କଷ୍ଟମର କେୟାର ସହ ଯୋଗାଯୋଗ କରିଥାନ୍ତି । ହେଲେ ଅନେକ ସମୟରେ କଷ୍ଟମର କେୟାରର ସର୍ଭିସରେ ଖୁସି ନଥାନ୍ତି ଯାତ୍ରୀ । ଏଭଳି ସମୟରେ ସେମାନଙ୍କ ପାଖରେ…

ମୃତ ଗାଙ୍ଗପୁର ଆଇଆଇସିଙ୍କୁ ଛୁଟି ଦେବାକୁ ବାରମ୍ବାର ଅନୁରୋଧ କରୁଥିଲେ ଏସଡ଼ିପିଓ । ଭାଇରାଲ ହେଲା କଥାବାର୍ତ୍ତାର ଅଡ଼ିଓ…

କନକ ବ୍ୟୁରୋ: ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗ ମୃତ୍ୟୁ ଘଟଣାରେ ରହସ୍ୟ ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେଲା କିଛି ଅଡିଓ କ୍ଲିପ୍ ଭାଇରାଲ୍ ହେଉଛି । ଭଞ୍ଜନଗର ଏସଡିପିଓ ଓ ମୃତ ଆଇଆଇସିଙ୍କ ପତ୍ନୀ ଏବଂ ଏସଡିପିଓ ଓ ଦେବ କୁମାର ଗମାଙ୍ଗ, ଏସଆଇ ସୁବ୍ରଜିତ୍ ସାମନ୍ତରାୟଙ୍କ…

ସୁମିତ ତପସ୍ୱିନୀ ପାରିବାରିକ ବିବାଦ ମାମଲା । ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ଆସିଛି ନୂଆ ତଥ୍ୟ । ଏହି ମାମଲାରେ ହାଇକୋର୍ଟଙ୍କ ମଧ୍ୟସ୍ଥିତା କେନ୍ଦ୍ରରେ ହାଜର ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସୁମିତ ଓ ତମସ୍ୱିନୀଙ୍କୁ ଏପ୍ରିଲ ୯ ତାରିଖରେ ହାଜର ହେବାକୁ…

ବଦଳିଲା ପ୍ରାରମ୍ଭିକ ଶିକ୍ଷାର ରୂପରେଖ । ସୁନ୍ଦରଗଡରେ ଘରୋଇ ଇଂରାଜୀ ମିଡିୟମ୍ ପ୍ଲେ-ସ୍କୁଲର ଭ୍ରମ ସୃଷ୍ଟି କରୁଛି ମଡେଲ…

କନକ ବ୍ୟୁରୋ: ବଦଳିଲା ପ୍ରାରମ୍ଭିକ ଶିକ୍ଷାର ରୂପରେଖ । ଏଣିକି ଅଙ୍ଗନୱାଡି ଛାତ୍ରଛାତ୍ରୀ ଇଂରାଜୀ ମାଧ୍ୟମରେ ପ୍ଲେ-ସ୍କୁଲ ଭଳି ଶୈକ୍ଷିକ ପରିବେଶରେ ପାଠ ପଢିବେ । ଶିକ୍ଷା ପ୍ରତି ଅପହଞ୍ଚ ଇଲାକାର ଅଭିଭାବକଙ୍କୁ ଆକୃଷ୍ଟ କରିବା ପାଇଁ ସୁନ୍ଦରଗଡରେ ଆରମ୍ଭ ହୋଇଛି ମଡେଲ ଅଙ୍ଗନବାଡି କେନ୍ଦ୍ର ।…