Daily Archives

January 22, 2022

ଦିଲ୍ଲୀର ଇଣ୍ଡିଆ ଗେଟରେ ପ୍ରତିଷ୍ଟା ହେବ ସୁଭାଷ ବୋଷଙ୍କ ଷ୍ଟାଚ୍ୟୁ । ନିର୍ମାଣ କରିବେ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ…

କନକ ବ୍ୟୁରୋ : ଇଣ୍ଡିଆ ଗେଟରେ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତି ସ୍ଥାପନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଟ୍ୱିଟ୍ ପରେ ପ୍ରତିମୂର୍ତି ନିର୍ମାଣକୁ ନେଇ ତତ୍ପରତା ପ୍ରକାଶ ପାଇଛି । ଖ୍ୟାତିସମ୍ପନ୍ନ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ତଥା ନ୍ୟାସନାଲ ଗ୍ୟାଲେରୀ ଅଫ୍…

ଚାଷ ଜମିରେ ମାଡିଗଲା ଲୁହାଗୁଣ୍ଡ ପାଣି । ଚିନ୍ତାରେ ସ୍ଥାନୀୟ ଚାଷୀ ।

କନକ ବ୍ୟୁରୋ: ସମ୍ବଲପୁର ଠେଲକୁଲି ସ୍ଥିତ ଭୂଷଣ କାରଖାନାର ପାଚେରୀ ଭାଙ୍ଗିଯିବାରୁ ଏହାର ପାଖାପାଖି ଇଲକାର ଚାଷ ଜମିକୁ ମଡିଯାଇଛି ପ୍ଲାଣ୍ଟର ଲୁହାଗୁଣ୍ଡ ପାଣି । ଫଳରେ ବ୍ୟାପକ ଚାଷ ଜମି ପ୍ରଭାବିତ ହୋଇଛି । ଲୁହାଗୁଣ୍ଡ ପାଣି ମାଡି ଆସିବା ଯୋଗୁଁ  ପାଖରେ ଥିବା ମାଛ ପୋଖରୀରେ ମାଛ ମରି…

ମୁମ୍ବାଇ ବହୁତଳ ଆପର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ୭ ମୃତ, ଅନେକ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର

କନକ ବ୍ୟୁରୋ: ଆଜି ଭୋର ସମୟରେ ମୁମ୍ବାଇ ତାରଦେବ ଇଲାକାର ଭାଟିୟା ହସ୍ପିଟାଲ ପାଖରେ ଥିବା ଏକ ବହୁତଳ ଅଟ୍ଟାଳିକାରେ ଭୟାବହ ଅଗ୍ନିିକାଣ୍ଡ ଘଟିଛି । ଫଳରେ ୭ଜଣ ପ୍ରାଣ ହରାଇଥିବାବେଳେ ଅନ୍ୟ ୧୯ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଧୂଆ…

କାଲି କହିଥିଲେ ଆଜି ପଲଟିଗଲେ ପ୍ରିୟଙ୍କା ଗାନ୍ଧୀ । ଉତର ପ୍ରଦେଶରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ବୋଲି…

କନକ ବ୍ୟୁରୋ : ଉତରପ୍ରଦେଶରେ କିଏ ହେବେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଗତକାଲି ଯୁବବର୍ଗଙ୍କ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ନିଜକୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଥିଲେ । ହେଲେ ଆଜି ପ୍ରିୟଙ୍କା ଓଲଟା ଉତର…

ପୁଣି ତଳ ମୁହାଁ କରୋନା ସଂକ୍ରମଣ । ରାଜ୍ୟରେ ୯ଜାର ତଳକୁ ଆସିଲା ୨୪ ଘଣ୍ଟାର କରୋନା ମାମଲା

କନକ ବ୍ୟୁରୋ : ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟା ଭିତରେ ୮ ହଜାର ୮୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୁନରୁ ୧୮ ବର୍ଷ ଭିତରେ ୯୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨ହଜାର ୫୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୬୨୮,…

ନିର୍ବାଚନ ଜିତିବାକୁ ଟ୍ରମ୍ପଙ୍କ ଷଡଯନ୍ତ୍ର । ଭୋଟିଂ ମେସିନ୍ ଜବତ କରିନେବାକୁ ସେନାଧିକାରୀଙ୍କୁ ଦେଇଥିଲେ ନିର୍ଦ୍ଦେଶ ।

କନକ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିରୋଧରେ ବଡ ଖୁଲାସା । ଆମେରିକାର ‘ନ୍ୟାସନାଲ ଆର୍କାଇଭ’ ପକ୍ଷରୁ ସାମନାକୁ ଆସିଛି ଟ୍ରମ୍ପଙ୍କର ଷଡଯନ୍ତ୍ର । କ୍ଷମତାର ମୋହ ଟ୍ରମ୍ପଙ୍କୁ କିପରି ବେଆଇନ କାମ କରିବାକୁ ପ୍ରେରିତ କରିଥିଲା ତାହା ଏହି ରିପୋର୍ଟରେ ଉଲ୍ଲେଖ ହୋଇଛି…