Daily Archives

January 10, 2022

ଗେଟୱେ ଟୁ ହେଲ୍: ୫୦ ବର୍ଷ ଧରି ଜଳୁଥିବା ନର୍କ ଦ୍ୱାରରେ ପଡ଼ିବ ତାଲା, ପଢ଼ନ୍ତୁ କଣ ରହିଛି କାରଣ..

କନକ ବ୍ୟୁରୋ: ତୁର୍କମେନିସ୍ତାନରେ ଗତ ୫୦ ବର୍ଷ ଧରି ଜଳୁଥିବା 'ଗେଟୱେ ଟୁ ହେଲ'କୁ ବନ୍ଦ କରିବାକୁ ନିର୍ଦ୍ଦେଶ। ତୁର୍କମେନିସ୍ତାନର କରକୁମ ମରୁଭୂମିରେ ସ୍ଥିତ ୨୨୯ ଫୁଟ ଓସାର ଏବଂ ୬୬ ଫୁଟ ଗଭୀର କ୍ରେଟରରେ ମିଥେନ ଗ୍ୟାସର ଲିକ ହେତୁ ଏହା ଜଳିବାର ଲାଗିଛି। ତୁର୍କମେନିସ୍ତାନ ରାଷ୍ଟ୍ରପତି…

ୟୁପି ନିର୍ବାଚନକୁ ନେଇ ମତ ରଖିଲେ ଚାଷୀ ନେତା ରାକେଶ ଟିକାୟତ । କହିଲେ, ଏହି ବ୍ୟକ୍ତି ହେବେ ଉତ୍ତରପ୍ରଦେଶର ଆଗାମୀ…

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହିତ ଏବେ ରାଜନୀତି ମଧ୍ୟ ତେଜଛି । ବିଜେପି, ସମାଜବାଦୀ ପାର୍ଟି ୟୁପି ମୁଖ୍ୟମନ୍ତ୍ରୀ ପଦ ଜିତିବାକୁ ଜୋରସୋରରେ ପ୍ରଚାର ଚଳାଇଥିବାବେଳେ, କଂଗ୍ରେସ ଓ ବିଏସପି ମଧ୍ୟ ଏଥର ରେସରେ ଅଛନ୍ତି । ଏପରି ସମୟରେ ଏକ ଜାତୀୟ…

 ବିଜେପି ଓ ଯୋଗୀ ଆଦିତ୍ୟନାଥ ଉପରେ ବର୍ଷିଲେ ଏଆଇଏମଆଇଏମ୍ ନେତା । କହିଲେ, ହିନ୍ଦୁ-ମୁସଲିମ୍ କଥା ବିନା ବିଜେପିର କାମ…

କନକ ବ୍ୟୁରୋ: ବିଜେପି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପରେ ବର୍ଷିଲେ ଏଆଇଏମଆଇଏମ୍ ମୁଖପାତ୍ର ଅସୀମ ୱକାର । ବିଜେପି ଧ୍ରୁବିକରଣର ରାଜନୀତି କରୁଛି । ହିନ୍ଦୁ-ମୁସଲିମ୍ ଏବଂ ୱବୈସୀଙ୍କ କଥା କହିବା ବିନା ବିଜେପି ଚାଲିପାରିବନି ବୋଲି ସେ କଟାକ୍ଷ କରି କହିଛନ୍ତି । ତେବେ ଅସଲ କଥା ହେଉଛି, ଜାତୀୟ…

ସୋନୁଙ୍କ ଘରେ ସିଦ୍ଧୁ । ଭଉଣୀ ମାଳବିକାଙ୍କୁ ଭେଟିଲେ, ଖୁବଶୀଘ୍ର ହୋଇପାରେ ବଡ ଘୋଷଣା ।

କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୀତି ସରଗରମ ହୋଇ ଉଠିଛି । ପଞ୍ଜାବରେ ଏବେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ପୁଣିଥରେ ଶାସନ କ୍ଷମତାକୁ ଫେରିବାକୁ ଜି ଜାନ ଲଗାଇ ଦେଇଛି । ଆଉ ଏହି କ୍ରମରେ ଆଜି ବଲିଉଡ ଅଭିନେତା ତଥା ଲକଡାଉନ ସମୟରୁ…

କରୋନା ଆକ୍ରାନ୍ତ ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଟ୍ୱିଟ୍ କରି ଦେଲେ ସୂଚନା ।

କନକ ବ୍ୟୁରୋ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନାରେ ସଂକ୍ରମିତ ହୋଇଛନ୍ତି । କୋଭିଡ୍ ପଜିଟିଭ୍ ହୋଇଥିବା ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏବେ ହୋମ୍ ଆଇସୋଲେସନରେ ଅଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ଏହା ସହ ତାଙ୍କ…

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୧୪ ଜଣ: ଖୋର୍ଦ୍ଧାରୁ ସର୍ବାଧିକ ୧୧୩ 

କନକ ବ୍ୟୁରୋ: ରାଜ୍ୟ ପାଇଁ ଭଲ ଖବର । ରାଜ୍ୟରୁ ଆଜି ୪୧୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନାରୁ ସୁସ୍ଥ ସଂଖ୍ୟା ମୋଟ ୧୦ ଲକ୍ଷ ୪୭ ହଜାର ୩୧ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି…